Browsing Tag

shut down

କରୋନା ପଜିଟିଭି ବାହାରିବା ପରେ ରାଜସ୍ୱ ପର୍ଷଦ ମୁଖ୍ୟ ଶାଖା ସମେତ ୩ଟି ଶାଖା କାର୍ଯ୍ୟାଳୟ ୩ ଦିନ ପାଇଁ ବନ୍ଦ

କଟକ (କେନ୍ୟୁଜ): ରାଜସ୍ୱ ପର୍ଷଦରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ପଜିଟିଭି ଚିହ୍ନଟ ହେବା ପରେ ୩ଦିନ ପାଇଁ ବନ୍ଦ ହେଲା କାର୍ଯ୍ୟାଳୟ। ରାଜସ୍ୱ ପର୍ଷଦ ସଚିବଙ୍କ ନିର୍ଦ୍ଦେଶନୁଯାୟୀ ଆଗାମୀ ତିନି ଦିନ ଅର୍ଥାତ ଅଗଷ୍ଟ ୨୪ ,୨୫ ଓ ୨୬ ତାରିଖରେ ରାଜସ୍ୱ ପର୍ଷଦକୁ ବନ୍ଦ ରଖାଯାଇଛି ।…

ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ସଟଡାଉନ କୋହଳ: ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ନୂଆଁଖାଇ ପାଇଁ ହଟିଲା କଟକଣା

ଝାରସୁଗୁଡା/ସମ୍ବଲପୁର: ଝାରସୁଗୁଡାରେ ସଟଡାଉନ କୋହଳ । ଆସନ୍ତାକାଲି ସ୍ୱାଧୀନତା ଦିବସ ପାଇଁ କଟକଣା ସାମାନ୍ୟ କୋହଳ କରାଯାଇଛି । ସକାଳ ୭ଟାରୁ ଦିନ ୧୧ଟା ଯାଏ ସଟଡାଉନ କୋହଳ ହୋଇଛି । ସାଧାରଣ ଲୋକ ପତାକା ଉତ୍ତୋଳନ କରିପାରିବେ । ଶିକ୍ଷାନୁଷ୍ଠାନ ସମେତ ଅଫିସ୍‌ ଓ ବିଭିନ୍ନ ଅନୁଷ୍ଠାନର …

ଆଜି ସନ୍ଧ୍ୟା ୭ଟାରୁ ଚିଲିକା, ବାଲୁଗାଁ, ବାଣପୁରରେ ୭୨ ଘଣ୍ଟିଆ ସଟ ଡ଼ାଉନ ଜାରି

 ଟାଙ୍ଗି: ବଢୁଥିବା କରୋନା ଦୃଷ୍ଟିରେ ରଖି ସଂକ୍ରମଣକୁ ପ୍ରତିହିତ କରିବାପାଇଁ ବାଣପୁର ଓ ଚିଲିକା ପ୍ରଶାସନ ଦ୍ୱାରା ସର୍ବସମ୍ମତି କ୍ରମେ ପୃଥକ ପୃଥକ ଅନୁରୋଧ ପତ୍ର ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିଲା, ଯେଉଁଥିରେ ଚିଲିକା ନିର୍ବାଚନୀ ମଣ୍ଡଳୀର ବାଣପୁର ବ୍ଲକ୍ , ଚିଲିକା ବ୍ଲକ ଏବଂ ବାଣପୁର…

ଗଣେଶ ପୂଜା,ନୂଆଖାଇରେ ସଟଡାଉନ୍ ହେବନି ସମ୍ବଲପୁର

ସମ୍ବଲପୁର: ଗଣେଶ ପୂଜା,ନୂଆଖାଇ ଅବସରରେ ସଟଡାଉନ୍ ହେବନି ସମ୍ବଲପୁର ଜିଲ୍ଲା ‌। ସେହିପରି ଅଗଷ୍ଟ ୧୫ରେ ମଧ୍ୟ ସମ୍ବଲପୁରରେ ସଟଡାଉନ୍‌ ହେବନି । ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହା ବଦଳରେ ଜିଲ୍ଲାରେ ଅଗଷ୍ଟ ୧୬, ୨୪ ଓ ୨୫ ତାରିଖରେ କଟକଣା ଲାଗିବ ।

ବଲାଙ୍ଗିର ଜିଲ୍ଲା ୪ ଦିନିଆ ସଟ୍‌ଡାଉନ୍, ଆଜିଠୁ ୧୧ ତାରିଖ ଯାଏ ସମ୍ପୂର୍ଣ୍ଣ ତାଲା ବନ୍ଦ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ୪ ଦିନିଆ ସଟ୍‌ଡାଉନ୍‌ ଘୋଷଣା। ଆଜିଠୁ ୧୧ ତାରିଖ ଯାଏ ସମ୍ପୂର୍ଣ୍ଣ ଜିଲ୍ଲା ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ, ମଙ୍ଗଳବାର ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ। ସମସ୍ତ ଦୋକାନ ବଜାର…

ରାଜଗାଙ୍ଗପୁର ପୌରାଞ୍ଚଳ ୨ ଦିନିଆ ସଟ୍‌ଡାଉନ, ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ପୌରାଞ୍ଚଳ ୨ ଦିନିଆ ସଟ୍‌ଡାଉନ । ଆଜି ଓ ଆସନ୍ତାକାଲି ୨ ଦିନ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ କଲେ ସଟ୍‌ଡାଉନ । କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପଦକ୍ଷେପ ନେଇଛନ୍ତି। ସଟ୍‌ଡାଉନ ବେଳେ କେବଳ ଜରୁରୀ ସେବା ଜାରି ରହିବ।

ଆସନ୍ତାକାଲିଠୁ ରାୟଗଡ଼ା ଜିଲ୍ଲା ୭୨ ଘଣ୍ଟା ପାଇଁ ସଟ୍‌ଡାଉନ, ଦୁଇ ଦିନ ବନ୍ଦ ରହିବ ମୁଖ୍ୟ ଚିକିତ୍ସାଳୟର ଓପିଡି

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ୭୨ ଘଣ୍ଟା ସଟ୍‌ଡାଉନ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆସନ୍ତାକାଲିଠୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ମଧ୍ୟ ୨ ଦିନ ବନ୍ଦ ରହିବ । ଜିଲ୍ଲାରେ ଆଜି ୧୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ…

ଆଜିଠୁ ବରଗଡ଼ ଜିଲ୍ଲା ସଟଡାଉନ୍, କରୋନା ପଜିଟିଭ ସଂଖ୍ୟା ବଢିଚାଲିଥିବାରୁ ଅଗଷ୍ଟ ୩ଯାଏ ବଳବତ୍ତର ରହିବ କଟକଣା

ବରଗଡ଼: ଆଜିଠୁ ତିନିଦିନ ପାଇଁ ବରଗଡ଼ ଜିଲ୍ଲା ସଟଡାଉନ ଘୋଷିତ। ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି। ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢିଚାଲିଥିବାରୁ ଅଗଷ୍ଟ ୩ତାରିଖ ଯାଏ ସଟଡାଉନ ଘୋଷଣା କରାଯାଇଛି। ତେବେ ସକାଳ ୬ଟାକୁ ୯ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ…

ଭଦ୍ରକ ଜିଲ୍ଲାରେ ବଢୁଛି ସଂକ୍ରମଣ, ଆସନ୍ତାକାଲିଠୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବଢୁଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୫ଟାରୁ ସୋମବାର ସକାଳ ୫ଟା ଯାଏ ଜିଲ୍ଲାକୁ ସଟଡାଉନ କରିଛନ୍ତି ଜିଲ୍ଲାପାଳ । ଅତି ଜରୁରୀ କାମ ନଥିଲେ ବାହାରକୁ ନବାହାରିବାକୁ କୁହାଯାଇଛି ।

ଗଜପତି ଜ଼ିଲ୍ଲାର ମୋହନା ସହର ଆଜିଠୁ ୫ଦିନ ଯାଏ ସଟଡାଉନ, ସମସ୍ତ ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ

ମୋହନା: ଗଜପତି ଜ଼ିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମୋହନା ସହରକୁ ୫ଦିନ ଯାଏ ସଟଡାଉନ ଘୋଷଣା କରାଯାଇଛି। ଆଜି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ମୋହନା ସଟଡାଉନ ରହିବ। ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ବୁଲି…

ବରଗଡ଼ ଜିଲ୍ଲାର ୯ଟି ବ୍ଳକ୍‌ ସଟ୍‌ଡାଉନ୍: ଆସନ୍ତା ୨୮ତାରିଖ ରାତି ୯ ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବା ନେଇ ଘୋଷଣା…

ବରଗଡ଼: ବରଗଡ଼ ଜିଲ୍ଲାରେ ବଢିବାରେ ଲାଗିଛି କରୋନା ଅକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ରୋକିବା ପାଇଁ ଅଧା ଜିଲ୍ଲାକୁ ସଟ୍‌ଡାଉନ୍‌ କରାଯାଇଛି। ବରଗଡ଼ ଜିଲ୍ଲାର ୧୨ଟି ବ୍ଲକ୍‌ରୁ ୯ଟି ବ୍ଳକ୍‌ ସଟ୍‌ଡାଉନ୍‌ । ଗତକାଲି ରାତି ୯ଟାରୁ ୨୮ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ବରଗଡ଼…

ଆଜିଠୁ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ, ଆସନ୍ତା ୩୧ତାରିଖ ଯାଏ ବଳବତ୍ତର ରହିବ କଟକଣା

ସମ୍ବଲପୁର : ଆଜିଠୁ ୩୧ ତାରିଖ ଯାଏ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ । ଦୁଇଟି ପର୍ଯ୍ୟାୟରେ ହେବ ସଟଡାଉନ । ସମ୍ବଲପୁର ସହର ସହ ବୁର୍ଲା, ହୀରାକୁଦ, କୁଚିଣ୍ଡା, ରେଢାଖୋଲ ଓ ରେଙ୍ଗାଲି ଆଦି ଅଞ୍ଚଳ ରହିବ ସଂପୂର୍ଣ୍ଣ ସଟ୍‌ଡାଉନ୍‌। କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି…