Browsing Tag

shut down

ଆଜିଠୁ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ: ସକାଳ ୫ଟାରୁ ୨୨ ତାରିଖ ମଧ୍ୟରାତ୍ରି ଯାଏ କଟକଣା ବଳବତ୍ତର

ନବରଙ୍ଗପୁର: ଆଜିଠୁ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ । ସକାଳ ୫ଟାରୁ ଜିଲ୍ଲାରେ ସଟ୍‌ଡାଉନ ଲାଗୁ ହୋଇଛି । ୨୨ ତାରିଖ ମଧ୍ୟରାତ୍ରି ଯାଏ ସଟ୍‌ଡାଉନ ବଳବତ୍ତର ରହିବ । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି…

ଗଞ୍ଜାମ ଛତ୍ରପୁର ସବଡିଭିଜନ ଅଧୀନ ୭ NAC ସଟଡାଉନ୍, ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ସବଡିଭିଜନ ଅଧୀନ ୭ NAC ସଟଡାଉନ୍‌ । ୬ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଛତ୍ରପୁର ଉପଜିଲ୍ଲାପାଳ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ପଜିଟିଭ୍‌ ସଂଖ୍ୟା ବଢ଼ୁଥିବାର ଏହି ପଦକ୍ଷେପ ନିଆଯାଇଛି । କରୋନା ଚେନ୍‌ ଭାଙ୍ଗିବାକୁ…

ଆଜିଠୁ ଅନୁଗୁଳ ଜିଲ୍ଲାର ୬ଟି ପଞ୍ଚାୟତ ସଟଡାଉନ୍‌, ୧୭ତାରିଖ ରାତି ୧୨ଟା ଯାଏ କଟକଣା ବଳବତ୍ତର

ଅନୁଗୁଳ : ଅନୁଗୁଳ ଜିଲ୍ଲାର ୬ ପଞ୍ଚାୟତ ସଟଡାଉନ୍‌ । ପଞ୍ଚାୟତରେ ପଜିଟିଭ୍‌ ଚିହ୍ନଟ ପରେ ସଟଡାଉନ ଘୋଷଣା କଲେ ସରପଞ୍ଚ । ଆଜି ଭୋରରୁ ୧୭ ତାରିଖ ରାତି ୧୨ଟା ଯାଏ କଟକଣା ବଳବତ୍ତର ରହିବ । ଜିଲ୍ଲାର ପୋକତୁଙ୍ଗା, ଧୋକୁଟା, ଶଙ୍ଖପୁର ପଞ୍ଚାୟତ ସଟଡାଉନ କରିଛନ୍ତି ସରପଞ୍ଚ । ସେହିପରି…

୮ ଦିନର ସଟଡାଉନ ପରେ ଖୋଲିଲା କଟକର ଦୋକାନ ବଜାର, ମାସ୍କ ଓ ସାମଜିକ ଦୂରତାକୁ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ

କଟକ(କେନ୍ୟୁଜ୍):୮ ଦିନର ସଟଡାଉନ ପରେ ଆଜିଠୁ ପୁଣି ଖୋଲିଲା କଟକ ସହର । ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲା ରହିବ । ସମସ୍ତ କଟକଣା ଭିତରେ ଖୋଲିବ ଦୋକାନ । ଦୋକାନରେ ମାସ୍କ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ । ସପିଂ ମଲ୍‌ ଗୁଡ଼ିକ କୋଭିଡ୍‌ କଟକଣା ନିୟମ ମାନି…

ଜୁଲାଇ ମାସର ଦ୍ୱିତୀୟ ସାପ୍ତାହିକ ସଟ୍‌ଡାଉନ୍‌ର ଆଜି ପ୍ରଥମ ଦିନ

ଭୁବନେଶ୍ବର: ଜୁଲାଇ ମାସର ଦ୍ୱିତୀୟ ସାପ୍ତାହିକ ସଟ୍‌ଡାଉନ୍‌ର ଆଜି ପ୍ରଥମ ଦିନ । ୧୭ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟ୍‌ଡାଉନ୍‌ ରହିବ । ସଟ୍‌ଡାଉନ୍ ରଖାଯାଥିବା ଜିଲ୍ଲାରେ କରୋନା ଆକ୍ଟିଭ୍‌ କେସ୍‌ ଅଧିକ ଥିବାରୁ ସପ୍ତାହିତ ସଟଡାଉନ୍‌ ଜାରି ରହିବ । ୧୭ଟି ଜିଲ୍ଲା ଭିତରେ…

ଗୋଟିଏ ଦିନ ପାଇଁ ବିଧାନସଭା ସଟ୍‌ଡାଉନ୍, ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ସଟ୍‌ଡାଉନ୍ ହେଲା ବିଧାନସଭା। ଗୋଟିଏ ଦିନ ପାଇଁ ବିଧାନସଭା ସଟ୍‌ଡାଉନ ଘୋଷଣା କରାଯାଇଛି। ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଆଜି ବିଧାନସଭାକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ। ସଟ୍‌ଡାଉନ ନେଇ ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା…

କଟକ ଜିଲ୍ଲାରେ ଆଉ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ, ଜୁଲାଇ ୮ ମଧ୍ଯରାତ୍ରୀ ଯାଏ ସହରରେ ସଟ୍ ଡାଉନ୍ ଘୋଷଣା

କଟକ : କଟକ ଜିଲ୍ଲାରେ ଆଉ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣ କଟକ ସହରର । କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ କଟକ ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ…

ଆସନ୍ତା ୧୧ ତାରିଖ ଯାଏ ଭିସୁଟ୍‌ ସଟ୍‌ଡାଉନ, ହେଡ୍‌କ୍ୱାଟର୍ସ ନଛାଡିବା ପାଇଁ କର୍ମଚାରୀଙ୍କୁ ନୋଟିସ୍‌

ସମ୍ବଲପୁର : ବୁର୍ଲା ସ୍ଥିତ ଭିସୁଟ୍‌ ଆସନ୍ତା ୧୧ ତାରିଖ ଯାଏ ସଟ୍‌ଡାଉନ୍‌ । ହେଡ୍‌କ୍ୱାଟର୍ସ ନଛାଡିବା ପାଇଁ କର୍ମଚାରୀଙ୍କୁ ନୋଟିସ୍‌ ଜାରି କରାଯାଇଛି । ସିଭିଲ୍‌ ଇଞ୍ଜିନିୟରିଂର ଜଣେ ଅଧ୍ୟାପିକା କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ଆହୁରି କିଛି କର୍ମଚାରୀ ମଧ୍ୟ ପଜିଟିଭ୍‌ ହେବାର…

ଆସନ୍ତାକାଲି ସମଗ୍ର ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍, କୋଭିଡ୍ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି

ସମ୍ବଲପୁର: ଆସନ୍ତା ୫ ତାରିଖ ରବିବାର ଦିନ ସମଗ୍ର ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍ । କୋଭିଡ୍ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଥିଲା ବେଳେ ଏହାକୁ ରୋକିବା ପାଇଁ ଆସନ୍ତା ରବିବାର ଦିନ ସମଗ୍ର ଜିଲ୍ଲାକୁ ସଟ୍‌ଡାଉନ୍‌ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଛି। ମହାମାରୀ…

ଆଜିଠୁ ପୁଣି ୧୭ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍

ଭୁବନେଶ୍ବର: ଆଜିଠୁ ପୁଣି ଦୁଇ ଦିନିଆ ସଟ୍‌ଡାଉନ୍‌ । ୧୭ଟି ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟ୍‌ଡାଉନ୍‌ ରହିବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲା ସଟ୍‌ଡାଉନ୍‌ ରହିବା ନେଇ ଘୋଷଣା ହୋଇଥିଲା ।…

ଆଜିଠୁ ୬ ଦିନ ପର୍ଯ୍ୟନ୍ତ ଛତ୍ରପୁର NAC ସଟ୍‌ଡାଉନ୍, ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ

ଛତ୍ରପୁର: ଆଜିଠୁ ୬ ଦିନ ପର୍ଯ୍ୟନ୍ତ ଛତ୍ରପୁର NAC ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । କରୋନା ମୁକାବିଲାର ସଚେତନତା ପାଇଁ ମାଇକ୍‌ ଯୋଗେ ପ୍ରଚାର ପ୍ରସାର କରାଯାଇଥିଲା । ଏହି ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ । ତେବେ ଏନେଇ ସଚେତନ ରହିବାକୁ ଗତକାଲି…

ନବରଙ୍ଗପୁର ଉମରକୋଟ ସହର ଆଜିଠୁ ତିନି ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା

ନବରଙ୍ଗପୁର: ନବରଙ୍ଗପୁର ଉମରକୋଟ ସହର ଆଜିଠୁ ତିନି ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟ୍‌ଡାଉନ୍‌ କରାଯାଇଛି । ଆଜି ପ୍ରଥମ ଦିନରେ ପୋଲିସ ପକ୍ଷରୁ କଡ଼ାକଡ଼ି ପେଟ୍ରୋଲିଂ କରାଯାଉଛି । ସଟ୍‌ଡାଉନ୍‌ ଯୋଗୁ ସହରର ସମସ୍ତ ଦୋକାନା ବଜାର ବନ୍ଦ…