Below header
Browsing Tag

shut down

ଆଜିଠୁ ବ୍ରହ୍ମପୁର ସହର ୪ଦିନ ପାଇଁ ସଟଡାଉନ୍: ସ୍ୱାସ୍ଥ୍ୟ ଏବଂ ଦୁଗ୍ଧ ଯୋଗାଣ ସେବାକୁ ଛାଡି ଦେଲେ ଅନ୍ୟ ସବୁ ସେବା ବନ୍ଦ

ବ୍ରହ୍ମପୁର: ଆଜିଠୁ ବ୍ରହ୍ମପୁର ସହର ୪ଦିନ ପାଇଁ ସଟଡାଉନ । ଆସନ୍ତା ୩୦ ତାରିଖ ଯାଏ ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆଜିଠୁ ମଙ୍ଗଳବାର ପର୍ଯ୍ୟନ୍ତ ସଟ୍‌ଡାଉନ ରହିବ ସାରା ସହର । ସ୍ୱାସ୍ଥ୍ୟ ଏବଂ ଦୁଗ୍ଧ ଯୋଗାଣ ସେବାକୁ ଛାଡି ଦେଲେ ଅନ୍ୟ ସବୁ ସେବା ବନ୍ଦ ରହିବ । ସେହିପରି…

ଆଜିଠୁ ୨୫ ତାରିଖ ରାତି ୧୦ଟା ଯାଏ ଟାଙ୍ଗୀ କହ୍ନେଇପୁର ପଞ୍ଚାୟତ ସଟଡାଉନ୍

ଟାଙ୍ଗୀ: କଟକ ଜିଲ୍ଲା ଟାଙ୍ଗୀ କହ୍ନେଇପୁର ପଞ୍ଚାୟତ ସଟଡାଉନ୍‌ । ଆଜି ଦିନ ୧୨ଟାରୁ ୨୫ ତାରିଖ ରାତି ୧୦ଟା ଯାଏ ସଟଡାଉନ ଘୋଷଣା କଲେ ସରପଞ୍ଚ ସସ୍ମିତା ସାହୁ । କୋଟସାହିରେ ପଜିଟିଭ୍‌ ଚିହ୍ନଟ ପରେ ସଂକ୍ରମଣ ଆଶଙ୍କା କରି ପଞ୍ଚାୟତକୁ ସଟଡାଉନ କରାଯାଇଥିବା ଜଣାପଡିଛି। ସୂଚନା ଥାଉକି,…

ଆଜି ଓ ଆସନ୍ତାକାଲି ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍‌ କଟକଣା ଲାଗୁ, ଚାଲିଛି କଡାକଡି ଚେକିଂ

ଭୁବନେଶ୍ବର: ଆଜିଠୁ ପୁଣି ରାଜ୍ୟର ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍‌ କଟକଣା ଲାଗୁ। କରୋନାର ମୁକାବିଲା ଲାଗି ଗତ ଦୁଇ ସପ୍ତାହ ଧରି କଟକଣା କାର୍ଯ୍ଯକାରୀ କରାଯାଉଛି । ଚଳିତ ମାସର ଏହା ହେଉଛି ତୃତୀୟ ସପ୍ତାହ । ତେଣୁ ଆଜି ଓ ଆସନ୍ତାକାଲି କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା,…

ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବ୍ରହ୍ମଗିରି ଗାଁ ୫ଦିନ ପାଇଁ ସଟ୍ ଡାଉନ୍ ଘୋଷଣା

ବ୍ରହ୍ମଗିରି: କରୋନା ଭାଇରସ୍ ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହା ଭିତରେ ଓଡିଶାରେ ମଧ୍ଯ ଏହା ଦିନକୁ ଦିନ ନିଜର ରୂପ ଦେଖାଉଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକ୍ ବ୍ରହ୍ମଗିରି ଗ୍ରାମପଞ୍ଚାୟତର ବ୍ରହ୍ମଗିରି ଗାଁରୁ ଗତକାଲି ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବାପରେ…

ସଟଡାଉନରୁ ବାଦ ପଡ଼ିଲା ଢାବା, ରାଜ୍ୟ ରାଜପଥରେ ଥିବା ଢାବାଗୁଡିକ ରହିବ ଖୋଲା

କେନ୍ୟୁଜ୍ (ବ୍ୟୁରୋ): ସଟଡାଉନରୁ ବାଦ ପଡ଼ିଲା ଢାବା। ରାତ୍ରୀକାଳିନ କର୍ଫ୍ୟୁ ଓ ଦୁଇଦିନିଆ ସଟଡାଉନରୁ ଢାବାକୁ ବାଦ ଦିଆଯାଇଛି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଥିବା ଢାବାଗୁଡିକ ଏହି ସମୟରେ ଖୋଲା ରହିବ । ତେବେ ଗ୍ରାହକ ସେଠାରେ ଖାଇବା ପରିବର୍ତ୍ତେ କେବଳ ପାର୍ସଲ ନେଇପାରିବେ। ସେହିପରି ଧାନ…

ଆଜିଠୁ ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍, କେବଳ ଜରୁରୀ ସେବାକୁ ମିଳିବ ଅନୁମତି

ଭୁବନେଶ୍ବର: ଆଜିଠୁ କରୋନା ପ୍ରଭାବିତ ୧୧ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍। ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍ । ଏହି ସମୟରେ କେବଳ ଜରୁରୀ ସେବାକୁ ଛାଡି ଦେଲେ ଘରୁ ବାହାରିବା ମନା। ସଟ୍‌ଡାଉନ୍‌ ସମୟରେ ଟ୍ଵିନ୍‌ସିଟିରେ ଯାଆସ ପାଇଁ କମିଶନରେଟ୍‌…

ଶନିବାର ଓ ରବିବାର ସଟ୍‌ଡାଉନ ନେଇ SRCଙ୍କ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି, ଏହି ସବୁ ସେବାକୁ ମିଳିବ ଅନୁମତି

ଭୁବନେଶ୍ବର: ଜୁନ୍‌ ମାସ ପାଇଁ ଗତ ୧ ତାରିଖରୁ ରାଜ୍ୟ ସରକାର ଜାରି କରିଥିବା ସଟ୍‌ଡାଉନ୍ କଟକଣାରେ କିଛିଟା ପରିବର୍ତ୍ତନ ଆସିଛି। ଏ ବାବଦରେ ଗତକାଲି ସ୍ବତନ୍ତ୍ର ରିଲିଫ୍ କମିସନର୍‌ଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯାଇଛି।  ସଟ୍‌ଡାଉନ୍ କଟକଣାରେ ନିମ୍ନ ଲିଖିତ କାର୍ଯ୍ୟକଳାପ ସବୁକୁ…

ଅନ୍‌ଲକ୍ ୧.୦ର ନୂଆ ଗାଇଡ୍ ଲାଇନ୍ : ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ସଟ୍‌ଡାଉନ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜିଠାରୁ ଆରମ୍ଭ ହୋଇଛି ଅନ୍‌ଲକ୍ ୧.୦ । ରାଜ୍ୟରେ ଏନେଇ ଗାଇଡ୍ ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଜୁନ୍ ୩୦ ତାରିଖ ଯାଏ ଏହି ନୂଆ ଗାଇଡ୍ ଲଇନ୍ ଜାରି କରିଛନ୍ତି । ତେବେ ଫୋକସ୍‌ରେ ରହିଛି ୧୧ଟି ଜିଲ୍ଲା । ଏସବୁ…

ଯାଜପୁର କିମ୍ଭିରିଆପାଳ ପଞ୍ଚାୟତକୁ ୨୪ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ

ଯାଜପୁର : ଯାଜପୁରରୁ ଆଜି ୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮୮ରେ ପହଞ୍ଚିଛି । ଏଥିରେ ବରୀ ବ୍ଲକ କିମ୍ଭିରିଆପାଳ ପଞ୍ଚାୟତରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ କୋଲକତା ଫେରନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଦୁହେଁ ସରକାରୀ…

ଯାଜପୁରରୁ ପୁଣି ୭ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ୨ଟି ପଞ୍ଚାୟତକୁ ସଟ୍‌ ଡାଉନ ଘୋଷଣା

ଯାଜପୁର: ଯାଜପୁରରୁ ପୁଣି ୭ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୭୧ରେ ପହଞ୍ଚିଛି । ୭ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ୨ଟି ପଞ୍ଚାୟତକୁ ସଟ୍‌ ଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ଗତକାଲି ୩୧ ଜଣ  ସୁସ୍ଥ ହୋଇଥିବା ବେଳେ  ଏବେବି  ୩୮ ଜଣ ସକ୍ରିୟ…

ସିଲ୍‌ ହେଲା ଭୁବନେଶ୍ୱର ବାପୁଜୀ ନଗର ମାର୍କେଟ୍, ନିୟମ ଉଲଂଘନ କରିଥିବା ଅଭିଯୋଗରେ

ଭୁବନେଶ୍ୱର: ସିଲ୍‌ ହେଲା ଭୁବନେଶ୍ୱର ବାପୁଜୀ ନଗର ମାର୍କେଟ। ଦୋକାନୀମାନେ ନିୟମ ଖିଲାପ କରିଥିବା ଅଭିଯୋଗରେ ମାର୍କେଟକୁ BMC ପକ୍ଷରୁ ସିଲ୍‌ କରାଯାଇଛି। ରାଜଧାନୀ ରେଡ୍‌ ଜୋନ୍‌ରେ ଥିବା ସତ୍ତ୍ୱେ ଦୋକାନୀମାନେ ସଚେତନ ନହୋଇ ନିୟମ ଉଲଂଘନ କରିଥିବା ଅଭିଯୋଗ ହୋଇଛି। ବାପୁଜୀନଗର ମାର୍କେଟ…

ଆଠଗଡ ତିଗିରିଆରେ ଆଜି ୧୨ ଘଣ୍ଟିଆ ସଟ୍‌ଡାଉନ୍, ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକଣା ଜାରି

 ଆଠଗଡ : କଟକ ଆଠଗଡ ତିଗିରିଆରେ ୧୨ ଘଣ୍ଟିଆ ସଟ୍‌ଡାଉନ୍‌ । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଭୋଗଡ଼ା, ନୂଆପଟଣା ଓ ଜେମାଦେଇପୁରରେ ୨୪ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ଏହି ସମୟରେ ଲୋକଙ୍କୁ ଘରୁ ନବାହାରିବାକୁ କୁହାଯାଇଛି। ସ୍ଥାନୀୟ ଅଞ୍ଚଳରେ ସମସ୍ତ…