Browsing Tag

Singapore

ଦେଶ ଛାଡି ମାଳଦ୍ୱୀପରେ ଲୁଚିଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା, ଆଜି ସିଙ୍ଗାପୁର ଯିବେ ବୋଲି ଚର୍ଚ୍ଚା !

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଜାରି । ରାଜଧାନୀ କଲମ୍ବୋ ସହ ଶ୍ରୀଲଙ୍କାର ପଶ୍ଚିମ ଭାଗରେ ଅନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି । ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ତଥା କାର୍ଯ୍ୟକାରୀ ରାଷ୍ଟ୍ରପତି ରନିଲ ବିକ୍ରମାସିଙ୍ଘେ ।…

ଦୁନିଆର ସବୁଠାରୁ ଶକ୍ତିଶାଳୀ ଏହି ୨ଟି ଦେଶର ପାସପୋର୍ଟ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି ?

ହେନଲି ପାସପୋର୍ଟ ଇଣ୍ଡେକ୍ସ ତରଫରୁ ଗ୍ଲୋବାଲ୍ ମୋବିଲିଟି ରିପୋର୍ଟ ୨୦୨୧ ପ୍ରକାଶ କରିଛି । ଯେଉଁଥିରେ ଜାପାନ ଏବଂ ସିଙ୍ଗାପୁରର ସ୍ଥାନ ଶୀର୍ଷରେ ରହିଛି । ଏଥି ସହିତ ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଭାରତ ୯୦ ତମ ସ୍ଥାନରେ ରହିଛି। ଗତ ବର୍ଷଠାରୁ ଭାରତ ଏହି ତାଲିକାରେ ୬ ଟି ସ୍ଥାନ ହ୍ରାସ…

ଭାରତକୁ ସହାୟତା କରିବାକୁ ଆଗେଇ ଆସିଲା ସିଙ୍ଗାପୁର, ୨୫୬ ଅକ୍ସିଜେନ ସିଲିଣ୍ଡର ଧରି ବାହାରିଲା ବାୟୁସେନାର ସି-୧୩୦…

ଦେଶରେ ଅକ୍ସିଜେନ ସଙ୍କଟ ଭିତରେ ସିଙ୍ଗାପୁରରୁ ଦୁଇଟି C-130 ବିମାନ ଅକ୍ସିଜେନ ସିଲିଣ୍ଡର ଧରି ଭାରତ ଅଭିମୁଖେ ଯାତ୍ରା କରିଛି। ଏହି ବିମାନ ଦୁଇଟି ଆଜି ଭାରତରେ ପହଞ୍ଚିବ। ସିଙ୍ଗାପୁର ସାଂସଦ ମାଲିକି ଉସ୍‌ମାନ ସବୁଜ ପତାକା ଦେଖାଇ ବିମାନ ଯାତ୍ରା ଆରମ୍ଭ କରିଥିଲେ। ସିଙ୍ଗାପୁର ବାୟୁସେନାର…

ଖାଦ୍ୟ ପାର୍ସଲ ଦେବାରେ ବିଳମ୍ବ ହେବାରୁ ରାଗିଯାଇ କର୍ମଚାରୀଙ୍କ ଉପରକୁ ଛେପ ପକାଇଲେ ମହିଳା, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମଗ୍ର ବିଶ୍ୱ କରୋନାଭାଇରସ୍ ବିରୁଦ୍ଧରେ ଲଢେଇ କରୁଛି । ଏହି ମାରାତ୍ମକ ଭାଇରସ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପି ସାରିଲାଣି ଯାହା ଫଳରେ ଅନେକ ସ୍ଥାନରେ ଅବସ୍ଥା ଖରାପ ହେବାରେ ଲାଗିଛି । ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ବିଶ୍ୱ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି ।…

୨ ମାସ ଲକଡାଉନ୍ ବଢ଼ାଇଲା ସିଙ୍ଗାପୁର, ଏବେ ଯାଏଁ ଯାଇଛି ମାତ୍ର ୧୧ ଜୀବନ

ସାରା ବିଶ୍ୱରେ ଯେଉଁଭଳି ଭାବେ କରୋନା କାୟା ବିସ୍ତାର କରୁଛି ତାହାକୁ ଦୃଷ୍ଟିରେ ରଖି ଏବେ ସବୁ ଦେଶରେ ଲକଡାଉନର ଅବଧିକୁ ବୃଦ୍ଧି କରାଯାଉଛି। ଭାରତ ମଧ୍ୟ ଲକଡାଉନକୁ ମେ ୩ ଯାଏଁ ବଢ଼ାଇଛି। ତେବେ ଏହି ତାଲିକାରେ ଏବେ ସିଙ୍ଗାପୁର ସାମିଲ ହୋଇଛି। କରୋନାକୁ ଆୟତ୍ତ କରିବା ପାଇଁ ସିଙ୍ଗାପୁର ସରକାର…

ଏଠାରେ ଖୁବ୍‌ଶୀଘ୍ର ଉଡ଼ିବ ‘ଉଡ଼ନ୍ତା ଟ୍ୟାକ୍ସି’, ଆକାଶରେ ବୁଲି ମଜା ନେବେ ଯାତ୍ରୀ

ସିଙ୍ଗାପୁରରେ ଖୁବ୍‌ଶୀଘ୍ର ଉଡ଼ିବାକୁ ଯାଉଛି ଉଡ଼ନ୍ତା ଟ୍ୟାକ୍ସି। ଏବେ ଏବେ ଏହାର ପରୀକ୍ଷଣ କରାଯାଇଛି। କମ୍ପାନୀର ବିଶ୍ୱାସ ଯେ ଏହାଦ୍ୱାରା ଯାତାୟାତରେ ଏକ ନୂଆ କ୍ରାନ୍ତି ଆସିବ। ୧୮ ପ୍ରୋପେଲର ଥିବା ଏହି ଡ୍ରୋନ୍ ଟ୍ୟାକ୍ସିକୁ ଜର୍ମାନ ଫର୍ମ ଭେଲୋକାପ୍ଟର ବିକଶିତ କରିଛି। ସିଙ୍ଗାପୁରର…

ସିଙ୍ଗାପୁରରେ ଆରମ୍ଭ ହେଲା ଗାର୍ଡେନ ବସ ସେବା, ଏମିତି ଦେବ ଯାତ୍ରୀଙ୍କୁ ଫାଇଦା

ସିଙ୍ଗାପୁର : ସିଙ୍ଗାପୁରରେ ଆରମ୍ଭ ହୋଇଛି ଏସିଆର ସର୍ବ ପ୍ରଥମ ଗାର୍ଡେନ ବସ ସେବା। ‘ଗାର୍ଡେନ ଅନ ଦ ମୁଭ’ ଅଭିଜାନ ମାଧ୍ୟମରେ ଚଲାଯାଉଛି ଏହି ବସ। ଏହି ବସର ଛାତ ଉପରେ ୧.୮X୧.୫ ମିଟର ଆକାରର ଦୁଇଟି ଗ୍ରୀନ ପ୍ୟାନେଲ ଲଗାଯାଇଛି। ସଧାରଣ ଭାବେ ମାଟିବାଲା ଏହି ଗ୍ରୀନ ପ୍ୟାନେଲର ଓଜନ ୨୫୦ରୁ ୩୦୦…