Browsing Tag

social media viral

୧୭ ବର୍ଷର ଝିଅକୁ ବିବାହ କରିଥିଲେ ୭୮ ବର୍ଷୀୟ ବୃଦ୍ଧ, ୨୨ ଦିନ ପରେ ଦେଲେ ଡିଭୋର୍ସ

ଗତ ମାସରେ ଇଣ୍ଡୋନେସିଆରେ ଅବାହ ସରନା ନାମକ ଜଣେ ୭୮ ବର୍ଷ ବୟସ୍କ ୧୭ ବର୍ଷର ଝିଅ ନୋନି ନବିତାଙ୍କୁ ବିବାହ କରିଥିଲେ ଯାହାକି ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏହି ଚର୍ଚ୍ଚିତ ବିବାହର ୨୨ ଦିନ ପରେ, ଏହି ବ୍ୟକ୍ତି ଜଣକ ବର୍ତ୍ତମାନ ନିଜ ପତ୍ନୀଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି…

ଟ୍ରାଫିକ ରୁଲ ଭାଙ୍ଗୁଥିଲେ ବ୍ୟକ୍ତି ବୁଦ୍ଧି ଶିଖାଇଦେଲା ଓଟ, ଦେଖନ୍ତୁ ଭାଇରଲ ଭିଡିଓ

ସାଧାରଣତଃ ଗାଡି ଚଳାଉଥିବା ଲୋକ ଟ୍ରାଫିକ ନିୟମ ଜାଣିବା ନିହାତି ଆବଶ୍ୟକ। ବେଳେବେଳେ କିଛି ଲୋକ ଜାଣିଶୁଣି ଟ୍ରାଫିକ ନିୟମ ଭାଙ୍ଗିଥାନ୍ତି। ଏମିତି ଅନେକ ଲୋକ ଆପଣ କରିବା ସମୟରେ ଦେଖିଥିବେ। ତେବେ ଏହିଭଳି ଲୋକ ମାନଙ୍କୁ ସବୁ ସମୟରେ ପୋଲିସ ଧରିପାରେ ନାହିଁ କିମ୍ବା ଜରିମାନା ଆଦାୟ କରିପାରେ…

ଯେସାକୁ ତେସା, କାହାକୁ କଷ୍ଟ ଦେବାକୁ ଭାବିବା ପୂର୍ବରୁ ଥରେ ଦେଖିନିଅନ୍ତୁ ଏହି ଭାଇରଲ ଭିଡିଓ

କଥାରେ ଅଛି ଯିଏ ଯେମିତି କର୍ମ କରେ ସିଏ ସେମିତି ଫଳ ପାଏ । ଆଉ ଗୋଟିଏ କଥା ହୁଏତ ଆପଣ ଜାଣିନଥିବେ ଯେ ପ୍ରକୃତିକୁ ଆମେ ଯେମିତି ବ୍ୟବହାର କରୁ ତାର ରିଟର୍ନରେ ଆମକୁ ତାର ଦୁଇଗୁଣା ଫଳ ମିଳିଥାଏ । ବେଳେବେଳେ ଆପଣ ଏହିକଥାକୁ ନିଶ୍ଚୟ ଅନୁଭବ କରିଥିବେ ଯେ ଯଦି ଆମେ କେବେ କାହା ପାଇଁ କିଛି ଖରାପ…

ଏ କି ପାଗଳାମି ! ନିଜ ମର୍ସିଡିଜରେ ନିଆଁ ଲଗାଇଦେଲେ ୟୁଟ୍ୟୁବର, ଭାଇରଲ ହେଉଛି ଭିଡିଓ

ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ୍ ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ଲୋକମାନେ ନିଜ କଥା କହିବାଠାରୁ ଆରମ୍ଭ କରି ଅନ୍ୟମାନଙ୍କଠାରୁ ଶିଖିବା ଏବଂ ସେମାନଙ୍କୁ ବାର୍ତ୍ତା ଦେବା ବହୁତ ସହଜ ହୋଇଥାଏ । ୟୁଟ୍ୟୁବ୍ ମଧ୍ୟ ଠିକ ସେହିପରି ଏକ ସ୍ଥାନ । ଲୋକମାନେ ଏଠାରେ ନିଜର ଭିଡିଓ କିମ୍ବା ବ୍ଲଗ୍…

ଥରେ ଦେଖନ୍ତୁ ଏହି ଭିଡିଓ; ଜୀବନରେ ହାର ନ ମାନିବାର ଏହା ଏକ ବଢିଆ ଉଦାହରଣ

ଭଗବାନ କାହାକୁ କେମିତି ସୃଷ୍ଟି କରିଥାନ୍ତି ତାହା କେବଳ ସେହି ସୃଷ୍ଟିକର୍ତ୍ତାଙ୍କୁ ହିଁ ଜଣା । ଅନେକ ସମୟରେ ଆପଣ ଏମିତି ଅନେକ ଲୋକଙ୍କୁ ଦେଖିଥିବେ ଯାହା ପାଖରେ କିଛି ଭଲ ଟ୍ୟାଲେଣ୍ଟ ଥିବ ତା ପାଖରେ କିଛି ନା କିଛି ଜିନିଷର ଅଭାବ ଥିବ । ଯେମିତି ଏଇ ପିଲାଟିକୁ ହିଁ ଦେଖିନିଅନ୍ତୁ ଯାହାକୁ…

ଦିନେ ନାଲିବତୀରେ ବସି ବୁଲୁଥିବା ମାଡାମ ଆଜି ଚରାଉଛନ୍ତି ଛେଳି, ଜାଣନ୍ତୁ ଜୁଲିଙ୍କ ସମ୍ପୂର୍ଣ୍ଣ କାହାଣୀ

କୁହାଯାଏ ଯେ ସମୟ ଜଣେ ରାଜାଙ୍କୁ ଭିକାରୀ ଏବଂ ଭିକାରୀକୁ ରାଜା କରିପାରେ । ସମୟ କେତେବେଳେ ପରିବର୍ତ୍ତନ ହୋଇଯିବ କେହି କହିପାରିବେ ନାହିଁ । ମଧ୍ୟପ୍ରଦେଶର ଶିବପୁର ଜିଲ୍ଲାରେ ରହୁଥିବା ଜୁଲିଙ୍କ ସହ ଘଟିଛି ଏହିଭଳି ଏକ ଘଟଣା । ଏକଦା ନାଲିବତୀ ଗାଡିରେ ବସି ବୁଲୁଥିବା ଜୁଲି ମଧ୍ୟପ୍ରଦେଶର…

ଛୋଟ ପିଲାଟିକୁ ଏମିତି ଆଲିଙ୍ଗନ କରୁଛି କୁକୁର ଦେଖିଲେ ଆପଣ ବି ହୋଇଯିବେ ଇମୋସନାଲ, ଦେଖନ୍ତୁ ଭିଡିଓ

କୁକୁର ହେଉଛି ମଣିଷର ସବୁଠାରୁ ବିଶ୍ୱସ୍ତ । ପ୍ରାଚୀନ କାଳରୁ ମଣିଷ ନିଜର ସୁରକ୍ଷା ପାଇଁ କୁକୁର ପାଳୁଥିଲା । କୁକୁରମାନେ ଏତେ ବିଶ୍ୱସ୍ତ ଯେ ସେମାନେ ନିଜ ଜୀବନରେ ଖେଳି ନିଜ ମାଲିକଙ୍କ ଜୀବନ ରକ୍ଷା କରନ୍ତି । ଏହିପରି ଅନେକ ଖବର ଏବଂ ଭିଡିଓ ଆପଣ ଦେଖିଥିବେ । ତେବେ ଏଭଳି ଏକ ଭିଡିଓ ଏବେ…

ଏହି ବ୍ୟକ୍ତି ଝଡ଼କୁ ଦେଖି ନିଜ ଘରକୁ ନେଇଆସିଲେ ରାସ୍ତାରେ ବୁଲୁଥିବା ସମସ୍ତ ପଶୁଙ୍କୁ, ଦେଖନ୍ତୁ କିପରି ତାଙ୍କ ଘରେ…

2020 ବର୍ଷ ସମସ୍ତଙ୍କ ପାଇଁ ଏକ ଅଶୁଭ ବର୍ଷ ପାଲଟି ଯାଇଛି । କେଉଁଠି ବନ୍ୟା ତ କେଉଁଠି ତୁଫାନ ଆଉ କେଉଁଠି ବିସ୍ଫୋରଣ । କରୋନାର ତ ଆଉ ଏକ ଅଲଗା ପ୍ରକାର ପ୍ରଭାବ ରହିଛି । ଆଜିକାଲି ଆମେରିକାରେ Hurricane Delta ନାମକ ଏକ ଝଡ଼ ସୃଷ୍ଟି ହୋଇଛି ଯାହାକି 160 କିମି ପ୍ରତି ଘଣ୍ଟାରେ ଅତିକ୍ରମ…

ଲକଡାଉନରେ ଏହି ବ୍ୟକ୍ତି ଫଳାଇ ଦେଲେ ୧୦୬୬ କିଲୋର କଖାରୁ, ଭାଙ୍ଗିଲେ ରେକର୍ଡ

କରୋନା ମହାମାରୀ ଆସିବା ପରେ ସାରା ଦେଶରେ ଲକଡାଉନ ଜାରି ହୋଇଗଲା । ଏହି ସମୟରୁ ଆଜି ପର୍ଯ୍ୟନ୍ତ ଅଧିକାଂଶ ଲୋକ ଘରେ ରହି ଆସୁଛନ୍ତି । ତେବେ ଏହି ସମୟ ମଧ୍ୟରେ ଅନେକ ଲୋକ ଘରେ କିଛି ୟୁନିକ କାମ କରିବାକୁ ଚେଷ୍ଟା କରିଛନ୍ତି । କିଏ ସେଫ ଵନିଯାଇଛି ତ କିଏ ଘର ସଜାରେ ମାଷ୍ଟର । ତାସହିତ ଅଧିକାଂଶ…

ସାରା ରାତି ଫ୍ରିଜର ବକ୍ସରେ ବ୍ୟକ୍ତିଙ୍କୁ ରଖି ପୁରା ପରିବାର କରି ରହିଥିଲେ ମୃତ୍ୟୁର ଅପେକ୍ଷା, କହିଲେ…

ତାମିଲନାଡୁର ସାଲେମରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ 74 ବର୍ଷ ବୟସ୍କ ବ୍ୟକ୍ତି ଫ୍ରିଜର ବକ୍ସ ଭିତରେ ରହି ନିଶ୍ୱାସ ପ୍ରଶ୍ୱାସ ନେବାପାଇଁ ବିକଳ ହେଉଥିବା ଦେଖିବାକୁ ମିଳିଛି । ପୋଲିସର ସୂଚନାନୁସାରେ, ଡାକ୍ତରଖାନାରେ ଥିବା ବ୍ୟକ୍ତିଙ୍କ ଅବସ୍ଥା ଅତ୍ୟନ୍ତ…

ଯୋଗ କରୁ କରୁ ହାତୀ ଉପରୁ ତଳକୁ ଖସିପଡ଼ିଲେ ବାବା ରାମଦେବ, କିନ୍ତୁ ତାପରେ ବାବା…ଦେଖନ୍ତୁ ଭିଡିଓ

ଯୋଗଗୁରୁ ବାବା ରାମଦେବଙ୍କୁ କିଏ ବା ନଜାଣେ । ନିଜର ଯୋଗ ଏବଂ ଫିଟନେସକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କିନ୍ତୁ ନିକଟରେ ବାବା ଏକ ଅନ୍ୟ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । ତେବେ କଣ ଏହି କାରଣ ? ଏହି କାରଣ ଜାଣିବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ ଏହି ଭିଡ଼ିଓଟିକୁ ଦେଖିବାକୁ…

୫ ଲକ୍ଷ ଟଙ୍କା ଦେଇ କିଣିଥିଲେ ବିଲେଇ ଛୁଆ କିନ୍ତୁ ପରେ ଜଣାପଡିଲା ତାହା ଥିଲା ବାଘଛୁଆ

ବିଲେଇ ଛୁଆ..ସେ ପୁଣି ପାଞ୍ଚ ଲକ୍ଷ ଟଙ୍କାର। ଘଟଣାଟି ହେଉଛି ଫ୍ରାନ୍ସର। ସେଠାରେ ରହୁଥିବା ଏକ ଦମ୍ପତି ଗୋଟିଏ ସ୍ୱତନ୍ତ୍ର ପ୍ରଜାତିର ବିଲେଇ ଛୁଆ ମଗାଇଥିଲେ ଆଉ ସେଥିପାଇଁ ତାଙ୍କୁ ଦେବାକୁ ପଡିଥିଲା ୫ ଲକ୍ଷ ଟଙ୍କା କିନ୍ତୁ ପରେ ଜଣାପଡିଥିଲା ଯେ ଏହା ଏକ ବିଲେଇ ଛୁଆ ନୁହେଁ ବରଂ ଏକ ବାଘ ଛୁଆ…