Browsing Tag

sonu sood

କୋଏମ୍ବାଟୁରରେ ଖୋଲିଲା ଅକ୍ସିଜେନ କେନ୍ଦ୍ର, ସୋନୁ ସୁଦଙ୍କ ଫାଉଣ୍ଡେସନ ନେଲା ଏମିତି ପଦକ୍ଷେପ

ବଲିଉଡ ଅଭିନେତା ସୋନୁ ସୁଦଙ୍କ ଚାରିଟି ସଂସ୍ଥା ସୋନୁ ସୁଦ ଫାଉଣ୍ଡେସନ ଏବଂ Swag ERT ତରଫରୁ କୋଏମ୍ୱାଟୁରରେ ତତ୍କାଳ ଅକ୍ସିଜେନ୍ କେନ୍ଦ୍ର ଖୋଲିଛି । ଏହି କେନ୍ଦ୍ରଟି କେବଳ ଅଭାବୀ ତଥା ଯେଉଁମାନଙ୍କର ଅକ୍ସିଜେନ ଦରକାର ସେମାନଙ୍କୁ ମାଗଣାରେ ଯୋଗାଇଦେବ । ଚିକିତ୍ସା ସମୟରେ ଯେଉଁମାନଙ୍କର…

ନିଜ ନାମରେ ମଟନ ଦୋକାନ ଦେଖି ଚମକି ପଡ଼ିଲେ ସୋନୁ ସୁଦ, ଉତ୍ତର ରଖି କହିଲେ, ‘ମୁଁ ଶାକାହାରୀ’

ବଲିଉଡ ଅଭିନେତା ସୋନୁ ସୁଦ ଏକ ଖବର ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି କି, ତାଙ୍କ ନାମରେ ଏକ ମଟନ ଦୋକାନର ନାଁ ରଖାଯାଇଛି, ଯେତେବେଳେ କି ସେ ନିଜେ ହେଉଛନ୍ତି ଶାକାହାରୀ। ସେ କହିଛନ୍ତି, ତେଲେଙ୍ଗାନାର କରୀମନଗରରେ ତାଙ୍କ ନାମରେ ଏକ ମଟନ ଦୋକାନ ଖୋଲାଯାଇଛି। ଟ୍ୱିଟରରେ ମଜାଳିଆ ଢ଼ଙ୍ଗରେ…

ସୋନୁଙ୍କ ହାତରେ ରାଖି ବାନ୍ଧି ପାଦ ଛୁଇଁ ମୁଣ୍ଡିଆ ମାରିବାକୁ ଯାଉଥିଲେ ମହିଳା, ଜବାବରେ ସୋନୁ କହିଲେ ଏମିତି…

ସାଧାରଣ ଲୋକଙ୍କ ପାଇଁ ଯେମିତି ଏକ ଦେବତା ପରି ଉଭା ହୋଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । କେବେ ଲୋକଙ୍କ ସାହାଯ୍ୟ କରି ପ୍ରଶଂସା ସାଉଁଟୁଛନ୍ତି ତ ଆଉ କେବେ ନିଜ ସରଳ ବ୍ୟବହାର ପାଇଁ । କିଛି ଦିନ ତଳେ ସୋନୁଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଲୋକେ ତାଙ୍କ ଫଟୋ ଉପରେ କ୍ଷୀର…

ସୋନୁ ସୁଦଙ୍କ ଯୋଗୁ ଚାକିରି ପାଇବା ପରେ ଗୋଡ଼ ତଳେ ଲୋଟି ପଡ଼ି ଧନ୍ୟବାଦ ଜଣାଇଲେ ଯୁବକ; ଦେଖନ୍ତୁ ଘଟଣା ବେଳର ଦୃଶ୍ୟ

ବଲିଉଡ ଅଭିନେତା ସୋନୁ ସୁଦ କରୋନା କାଳରେ ଯେଉଁଭଳି ଭାବେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଲୋକେ ତାଙ୍କୁ ଦେବଦୂତ ଭଳି ମାନିବା ଆରମ୍ଭ କରିଦେଲେଣି। ସୋସିଆଲ ମିଡିଆରେ ପ୍ରତିଦିନ ସୋନୁ ସୁଦଙ୍କ ପ୍ରଶଂସା କରାଯାଉଥିବା ଦେଖାଯାଇଛି। କିଏ ତାଙ୍କୁ ଭଗବାନ ବୋଲି କହି ପୂଜା କରୁଛି ତ ଆଉ କିଏ ତାଙ୍କ…

ଏବେ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବେ ସୋନୁ ସୁଦ, ଏହି ରାଜ୍ୟରେ ବସାଇବେ ପ୍ରଥମ କାରଖାନା

ବଲିଉଡ ଅଭିନେତା ସୋନୁ ସୁଦ୍ କରୋନା ସମୟରେ ଗରିବଙ୍କ ପାଇଁ ଦେବଦୂତ ସାଜିଛନ୍ତି। ଲକଡାଉନ ଭଳି ଅସମୟରେ ସେ ଅସହାୟଙ୍କୁ ସବୁ ପ୍ରକାରର ସାହାଯ୍ୟ କରୁଛନ୍ତି। ଗତବର୍ଷ ସୋନୁ ସୁଦ୍ ଲୋକଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିବା ବେଳେ ଚଳିତବର୍ଷ ମଧ୍ୟ ହସ୍ପିଟାଲରେ ବେଡ ଦେବା ଓ ଅକ୍ସିଜେନ୍ ସିଲିଣ୍ଡର…

ଡାକ୍ତରଙ୍କୁ ପ୍ରଶ୍ନ କଲେ ସୋନୁ ସୁଦ୍, କହିଲେ- ‘ଯେଉଁ ଔଷଧ ମିଳୁନି, ରୋଗୀଙ୍କୁ କାହିଁକି ତାହା ହିଁ…

କରୋନା ମହାମାରୀ ମଧ୍ୟରେ ଅଭିନେତା ସୋନୁ ସୁଦ୍ ଜଣେ ଦେବଦୂତ ଭଳି ସାମ୍ନାକୁ ଆସି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଗତବର୍ଷ ସେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସହଯୋଗ କରିଥିବା ବେଳେ ଚଳିତବର୍ଷ ସେ ଏହି ଧାରା ବଜାୟ ରଖିଛନ୍ତି ଓ କରୋନା ରୋଗୀଙ୍କୁ ସାହାଯ୍ୟ କରୁଛନ୍ତି। ତେବେ ବର୍ତ୍ତମାନ…

କିଏ କହୁଛି ସତ?  ଗଞ୍ଜାମ ଜିଲ୍ଲା ପ୍ରଶାସନ ନା ସୋନୁ ସୁଦ୍ ? ଟ୍ବିଟରରେ ଟ୍ରୋଲ

କେନ୍ୟୁଜ୍(ବ୍ୟୁରୋ):  ସୋସିଆଲ୍‌ ମିଡିଆରେ ଟ୍ରୋଲ ହେଲେ ବଲିଉଡ ଅଭିନେତା ସୋନୁ ସୁଦ । ଜଣେ ରୋଗୀଙ୍କ ପାଇଁ ବ୍ରହ୍ମପୁର ସିଟି ହସ୍ପିଟାଲରେ ବେଡ୍‌ ବ୍ୟବସ୍ଥା କରାଇଥିବା ଟ୍ଵିଟ୍‌କୁ ନେଇ ସମାଲୋଚିତ ହୋଇଛନ୍ତି । ଜଣେ ବ୍ୟକ୍ତି ବେଡ୍‌ ପାଇଁ ସୋସିଆଲ୍‌ ମିଡିଆରେ ସୋନୁ ସୁଦଙ୍କ ସହାୟତା…

‘ସୋନୁ ସୁଦ୍ କିମ୍ବା ସଲମାନ୍ ଖାନଙ୍କୁ କରି ଦିଆଯାଉ ଦେଶର ପ୍ରଧାନମନ୍ତ୍ରୀ’, ଅପିଲ୍ କଲେ ରାକ୍ଷୀ ସାୱନ୍ତ

ଟିଭି ତଥା ରିଆଲିଟି ଶୋ'ର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଭାରତରେ କରୋନାର ଦ୍ଵିତୀୟ ଲହର ଯୋଗୁ ସ୍ଥିତି ଖରାପ ଥିବା ବେଳେ ଲୋକଙ୍କୁ ଏକ ଖାସ୍ ଅପିଲ କରିଛନ୍ତି ରାକ୍ଷୀ। ସେ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ କିଏ ଓ ସରକାର ତୃତୀୟ ଲହର ସହ ଲଢ଼ିବାକୁ କି…

ସୋନୁ ସୁଦ ଲଞ୍ଚ କଲେ ‘ଫ୍ରି କୋଭିଡ ହେଲପ୍’ କ୍ଯାମ୍ପେନ, ଏବେ ଘରେ ବସି କରିପାରିବେ କରୋନା ଟେଷ୍ଟ ଏବଂ ଡାକ୍ତରଙ୍କ…

କରୋନା ମହାମାରୀ ସମୟରେ ଗରିବଙ୍କ ହିରୋ ସାଜିଥିଲେ ଅଭିନେତା ସୋନୁ ସୁଦ। ସୋନୁ ସୁଦ ଲୋକଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇବା ଠାରୁ ଆରମ୍ଭ କରି ରୋଗୀଙ୍କ ଚିକିତ୍ସା ପର୍ଯ୍ୟନ୍ତ ବିମାନ ମାଧ୍ୟମରେ ହାଇଦ୍ରାବାଦକୁ ପର୍ଯ୍ୟନ୍ତ ପହଞ୍ଚାଇବା କାର୍ଯ୍ୟ କରୁଛନ୍ତି। ଏହା ମଧ୍ୟରେ ସୋନୁ ସୁଦ ଆଉ ଏକ…

କରୋନା ମହାମାରୀ ସହିତ ଲଢିବା ପାଇଁ ନୂଆ ଅସ୍ତ୍ର ଆଣିଲେ ସୋନୁ: ଯାହା ଯୋଗାଇବ ବେଡ, ଔଷଧ ଏବଂ ଅକ୍ସିଜେନ

ଲକଡାଉନ ଯୋଗୁଁ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ସମସ୍ତଙ୍କ ମନ ଜିଣିଥିଲେ ସୋନୁ ସୁଦ। ରିଲ ଲାଇଫ ହିରୋରୁ ରିଅଲ ଲାଇଫ ହିରୋ ବନିଥିଲେ। ନିଜ କରୋନାରେ ପୀଡିତ ହେବା ପରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ପଛାଇ ନାହାନ୍ତି ସୋନୁ। ନିଜେ କରୋନାରୁ ସୁସ୍ଥ ହେବା ପରେ ଏବେ ମହାମାରୀ…

ସପ୍ତାହେ ଭିତରେ କରୋନାକୁ ମାତ୍‌ ଦେଲେ ସୋନୁ ସୁଦ, ଫ୍ୟାନଙ୍କ ଖୁସି କହିଲେ ନସରେ

କରୋନା ବେଳେ ଲକଡାଉନରେ ଫସିଯାଇଥିବା ଶ୍ରମିକମାନଙ୍କୁ ସାହାଯ୍ୟ କରି ସମସ୍ତ ଗରିବଙ୍କ ଦେବଦୂତ ସାଜିଥିଲେ ସୋନୁ ସୁଦ। ଶେଷରେ କରୋନା ମଧ୍ୟ ସୋନୁଙ୍କୁ ଛାଡିନଥିଲା। ଗତ ସପ୍ତାହ ତଳେ ସୋନୁ କରୋନା ସଂକ୍ରମିତ ହୋଇଥିଲେ। ମାତ୍ର ସପ୍ତାହକ ଭିତରେ କରୋନାରୁ ସୁସ୍ଥ ହେଲେ ସୋନ ସୁଦ୍। ଶଳୁକ୍ରବାର…

ଗରିବଙ୍କ ଦେବଦୂତ ସୋନୁ ସୁଦ୍‌ଙ୍କୁ କରୋନା, ଟ୍ଵିଟ୍‌ କରି ନିଜେ ଦେଲେ ସୂଚନା

ଅଭିନେତା ସୋନୁ ସୁଦ୍‌ଙ୍କୁ କରୋନା। କରୋନା କାଳରେ ଗରିବଙ୍କ ପାଇଁ ଦେବଦୂତ ସାଜିଥିବା କରୋନା ସଂକ୍ରମିତ ହୋଇଥିବା ନେଇ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସେ ସମସ୍ତ ସାବଧାନତା ଅବଲମ୍ବନ କରିବା ସହ ନିଜକୁ କ୍ୱାରେଣ୍ଟାଇନ୍‌ କରିଥିବା କହିଛନ୍ତି। ସୋନୁ ସୁଦ୍‌ ଟ୍ଵିଟ୍‌ କରି…