Browsing Tag

soumya ranjan death case

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି

ପାରଳାଖେମୁଣ୍ଡି (କେନ୍ୟୁଜ) : ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି। ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଆଶ୍ୱସ୍ତି। ଗିରଫ ପାଇଁ ହାଇକୋର୍ଟରେ ଜାରି NBW ଉପରେ ରୋକ୍‌। ଜାମିନ୍‌ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ ନକରିବା ପାଇଁ…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ବିଦ୍ୟାଭାରତୀଙ୍କ ମିଳୁନି ପତ୍ତା

ପାରଳାଖେମୁଣ୍ଡି (କେନ୍ୟୁଜ): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ନାମରେ ଏସଡ଼ିଜେଏମଙ୍କ ଦ୍ଵାରା ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ପରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ପତ୍ତା ପାଉନି ପୋଲିସ। ମୟୂରଭଞ୍ଜ ଜିଲ୍ଲା…

ପୋଲିସ୍ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ, ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ପଛରେ ମୁଖ୍ୟ କାରଣ ଦାମୀ କାର୍ !

ଭୁବନେଶ୍ୱର (କେନ୍ୟୁଜ୍): ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟଣାରେ ପ୍ରେମିକା ସୋନାଲି ଓ ତାଙ୍କ ମାଆଙ୍କ ଅଡୁଆ ବଢିଛି । ପୋଲିସ ମାମଲା ରୁଜୁ କରିବା ପରେ ସୋନାଲିଙ୍କୁ ପଚରାଉଚରା କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଏପରିକି ଆବଶ୍ୟକ ହେଲେ ପୁଣିଥରେ ପଚରାଉଚରା କରିପାରେ । ଅନ୍ୟପଟେ…

ସାମ୍ନାକୁ ଆସିଲା ମଡେଲ ସୌମ୍ୟ ଓ ପ୍ରେମିକା ସୋନାଲି ନନ୍ଦଙ୍କ ନୂଆ ଅଡିଓ

ଭୁବନେଶ୍ବର(କେନ୍ୟୁଜ୍): ସାମ୍ନାକୁ ଆସିଲା ମଡେଲ ସୌମ୍ୟ ଓ ତାଙ୍କ ପ୍ରେମିକା ସୋନାଲି ନନ୍ଦଙ୍କ ନୂଆ ଅଡିଓ । ଏଥିରେ ସୌମ୍ୟ-ସୋନାଲିଙ୍କ ମଧ୍ୟରେ କଥାବାର୍ତ୍ତା ହେଉଛନ୍ତି । ସୌମ୍ୟ କହୁଛନ୍ତି ଯେ ସେ ଗାଡ଼ି ଆଗକୁ ଆସିଯିବେ ଓ ଆତ୍ମହତ୍ୟା କରିବେ । ସୋନାଲି ତାଙ୍କୁ ଟାହି ଟାପରା କରୁଛନ୍ତି ।…

ମଡେଲ ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲାରେ ନୂଆମୋଡ଼: ଅଢେଇ ମାସ ପରେ ପ୍ରେମିକା ସୋନାଲି ଓ ତାଙ୍କ ମାଆଙ୍କ ବିରୋଧରେ ମାମଲା…

ଭୁବନେଶ୍ବର(କେନ୍ୟୁଜ୍): ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ନୂଆମୋଡ଼। ଅଢେଇ ମାସ ପରେ ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ବିରୋଧରେ ମାମଲା ରୁଜୁ କରିଛି ଭୁବନେଶ୍ୱର ଇନ୍‌ଫୋସିଟି ଥାନା ପୋଲିସ। ଦଫା ୩୦୬ ଓ ୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି। ଜାନୁୟାରୀ ୩୦ରେ…

ଏସିଏଫ ସୌମ୍ୟରଂଜନ ମୃତ୍ୟୁ ଘଟଣା: ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି(କେନ୍ଯୁଜ୍): ବହୁ ଚର୍ଚ୍ଚିତ ପାରାଳାଖେମୁଣ୍ଡିର ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ କ୍ରାଇମବ୍ରାଞ୍ଚ ରିପୋର୍ଟ ଦାଖଲ କରିଛି । ଅଗଷ୍ଟ ୨୩ର ନିର୍ଦ୍ଦେଶ ପାଳନ କରି କ୍ରାଇମବ୍ରାଞ୍ଚ ଏସସିଏଫ ମୃତ୍ୟ ଘଟଣାର ତଦନ୍ତ ସଂପର୍କିତ…

୩୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ, ନିଜ ସ୍ୱାମୀଙ୍କୁ ବଞ୍ଚେଇବାକୁ କୌଣସି ଉଦ୍ୟମ କରିନଥିଲେ…

ପାରଳାଖେମୁଣ୍ଡି(କେନ୍ଯୁଜ୍): ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ । ୩୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ । ପାରଳାଖେମୁଣ୍ଡି ସ୍ଥିତ ଦୌରାଜଜ୍‌ ଅଦାଲତା ପରିସରରେ ଥିବା ସିଏସଆଇ କାର୍ଯ୍ୟାଳୟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ…

ପଲିଗ୍ରାଫ ଟେଷ୍ଟରେ ୩ ଘଣ୍ଟା ଧରି ଶହେ ପ୍ରଶ୍ନର ସାମ୍ନା କଲେ ବିଦ୍ୟା, ବ୍ୟତିବ୍ୟସ୍ତ ହୋଇ କାନ୍ଦି ପକାଇଲେ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ଷ୍ଟେଟ ଫରେନସିକ ଲ୍ୟାବରେ ବିଦ୍ୟାଭାରତୀ। ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପଲିଗ୍ରାଫ ଟେଷ୍ଟ। କ୍ରାଇମବ୍ରାଞ୍ଚର ପ୍ରଶ୍ନବାଣରେ ହଡବଡେଇ ଗଲେ ବିଦ୍ୟା। ବ୍ୟତିବ୍ୟସ୍ତ ହୋଇ କାନ୍ଦି ପକାଇଥିବା ଜଣାପଡ଼ିଛି। ଦୀର୍ଘ ୩ ଘଣ୍ଟା…

ପାରଳାଖେମୁଣ୍ଡି ଥାନାରେ ହାଜର ହେଲେ ଗଜପତି DFO, ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳାଖେମୁଣ୍ଡି ଥାନାରେ ହାଜର ହେଲେ ଗଜପତି DFO। ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌। ଘଟଣାଦିନ କ’ଣ ହୋଇଥିଲା, କେମିତି ପୋଡ଼ି ହେଲେ ସୌମ୍ୟରଞ୍ଜନ । ସେନେଇ ତଥ୍ୟ ଓଗାରିବେ ତଦନ୍ତକାରୀ ଅଧିକାରୀ। ସୌମ୍ୟ ମୃତ୍ୟୁ ମାମଲାରେ…

ସିଡିଏମ୍‌ଓ କାର୍ଯ୍ୟାଳୟରେ ୩ ଜଣିଆ ଟିମ୍‌, ସୌମ୍ୟଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଚାଲିଛି ପଚରାଉଚରା

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳା ଏସିଏଫ୍‌ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ପଞ୍ଚମ ଦିନରେ କ୍ରାଇମବ୍ରାଞ୍ଚର ତନାଘନା। ସିଡିଏମ୍‌ଓ କାର୍ଯ୍ୟାଳୟରେ ୩ ଜଣିଆ ଟିମ୍‌। ଡିଏମ୍‌ଓ ସହ ସୌମ୍ୟଙ୍କୁ ଚିକିତ୍ସା କରୁଥିବା ୨ ଡାକ୍ତରଙ୍କୁ ପଚରାଉଚରା କରୁଛି ଟିମ୍‌। ଡିଏମ୍‌ଓ ଡାକ୍ତର ପ୍ରମୋଦ କୁମାର…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ହାତରେ ଚାଞ୍ଚଲ୍ୟକର ତଥ୍ୟ, ଜଗୁଆଳି ଦେଲେ ଏମିତି ବୟାନ୍

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳା ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଚାଞ୍ଚଲ୍ୟକର ତଥ୍ୟ। ସୌମ୍ୟଙ୍କୁ ଉଦ୍ଧାର ବେଳେ ଉପସ୍ଥିତ ଥିଲେ ଜିଲ୍ଲାପାଳ। ଗତକାଲି ଚତୁର୍ଥ ଦିନରେ ମାଳି, ଜଗୁଆଳୀ, ଆମ୍ବୁଲାନ୍ସ ଡ୍ରାଇଭର, ବନ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚର ଜେରା…