Below header
Browsing Tag

sourav ganguly

ଭାରତରେ ଖେଳାଯିବନି ଆଇପିଏଲ ୨୦୨୧ର ବାକି ମ୍ୟାଚ୍, ସୌରଭ ଗାଙ୍ଗୁଲି ଦେଲେ ବଡ଼ ବୟାନ

ଆଇପିଏଲରେ କରୋନା ଏଣ୍ଟ୍ରି କରିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଜନ-୧୪କୁ ସ୍ଥଗିତ ରଖାଯାଇଛି। ଏହି ସିଜନରେ ଏବେ ଯାଏଁ ମୋଟ ୨୯ଟି ମ୍ୟାଚ୍ ଖେଳାଯାଇଛି। ତେବେ କିଛି ଖେଳାଳି କରୋନା ସଂକ୍ରମିତ ହେବା ପରେ BCCI କଡ଼ା ପଦକ୍ଷେପ ଗ୍ରହଣ କରି ଆଇପିଏଲକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲା।…

ବିଦେଶୀ ଖେଳାଳି ଆଇପିଏଲ ୨୦୨୧ରୁ ନାମ ଫେରାଇ ନେବାରେ ସୌରଭ ଗାଙ୍ଗୁଲିଙ୍କ ବୟାନ, ସାମ୍ନାକୁ ଆସିଲା ପ୍ରକୃତ କାରଣ

ଇଣ୍ଡିଆନ ପ୍ରିମିଅର ଲିଗ୍ ବା ଆଇପିଏଲ ସିଜିନ ୧୪ ଆଉ ଗୋଟେ ଦିନ ପରେ ଆରମ୍ଭ ହେବ। ଏହା ପୂର୍ବରୁ ଅନେକ ବିଦେଶ ଖେଳାଳି ନିଜ ନାମ ଫେରାଇ ନେଇଛନ୍ତି। ଖେଳାଳିଙ୍କୁ ବାୟୋ ବବଲ ଚ୍ଯାଲେଞ୍ଜ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି। ଗାଙ୍ଗୁଲି କହିଛନ୍ତି,…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଆଞ୍ଜିଓପ୍ଲାଷ୍ଟ ପରେ ଘରକୁ ଫେରିଲେ

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ହସ୍ପିଟାଲରୁ ହିସଚାର୍ଜ ହୋଇଛନ୍ତି। ଜାନୁଆରୀ ୨୭ରେ ତାଙ୍କୁ କଲିକତାର ଆପୋଲୋ ହସ୍ପିଟାଲରେ ଆଡମିଟ୍‌ କରାଯାଇଥିଲା। ୨୯ ତାରିଖରେ ତାଙ୍କର ଦ୍ୱିତୀୟ ଆଞ୍ଜିଓପ୍ଲାଷ୍ଟ ହୋଇଛି। ଏହାକୁ ମିଶାଇ ଗାଙ୍ଗୁଲିଙ୍କର ଦୁଇଥର ଆଞ୍ଜିଓପ୍ଲାଷ୍ଟ ହୋଇସାରିଲାଣି।…

ଉଡ୍‌ଲ୍ୟାଣ୍ଡ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ

କେନ୍ଯୁଜ୍: ଉଡ୍‌ଲ୍ୟାଣ୍ଡ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ । ହସ୍ପିଟାଲରୁ ବାହାରକୁ ଆସିବା ପରେ ଗାଙ୍ଗୁଲୀ କହିଛନ୍ତି ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହା ସହ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗାଙ୍ଗୁଲୀ । ଡିସଚାର୍ଜ ହେବା ପରେ ସେ ଘରକୁ ଯାଇଛନ୍ତି ।…

ବାବା ଠିକ୍ ଭାବେ କଥା ହେଉଛନ୍ତି, ତାଙ୍କ ଅବସ୍ଥା ସ୍ଥିର ରହିଛି: ସନା ଗାଙ୍ଗୁଲି

ଗତକାଲି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ହାର୍ଟଆଟାକ୍ ଆସିଥିଲା। ଯେଉଁଥି ପାଇଁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଞ୍ଜିଓପ୍ଲାଷ୍ଟି ପରେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏନେଇ ଗାଙ୍ଗୁଲିଙ୍କୁ ଚିକିତ୍ସା…

ବିରାଟ କୋହଲି ଏବଂ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କ ନାମରେ ମାଡ୍ରାସ ହାଇକୋର୍ଟର ନୋଟିସ, ୧୯ ତାରିଖ ସୁଦ୍ଧା ଜବାବ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବିସିସଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନୋଟିସ ପଠାଇଛନ୍ତି ମାଡ୍ରାସ ହାଇକୋର୍ଟ । ଅନଲାଇନ୍ ଫ୍ୟାଣ୍ଟାସି ସ୍ପୋର୍ଟସ ଆପର ବିଜ୍ଞାପନକୁ ନେଇ ଏହି ନୋଟିସ ଜାରି କରାଯାଇଛି। କୋର୍ଟ ସମସ୍ତଙ୍କୁ ବିଜ୍ଞାପନ ବାବଦରେ ଜବାବ ମାଗିଛନ୍ତି । ଏହାସହ…

ସୌରଭ ଗାଙ୍ଗୁଲି ବାୟୋପିକ୍‌ କାମକରିବେ ହ୍ରିତିକ ! କିନ୍ତୁ ମାନିବାକୁ ପଡିବ ଗାଙ୍ଗୁଲିଙ୍କ ଏହି ସର୍ତ୍ତ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବେ ବିସିସିଆଇର ଅଧ୍ୟକ୍ଷ ରହିଛନ୍ତି। ଏହାପରେ ୟୁଏଇରେ ଆଇପିଏଲ୍‌ ପ୍ରସ୍ତୁତିକୁ ନେଇ ବ୍ୟସ୍ତ ରହିଛନ୍ତି। ପ୍ରତିବର୍ଷ କୌଣସି ନା କୌଣସି ଖେଳାଳିଙ୍କ ବାୟୋପିକ୍‌ ପ୍ରସ୍ତୁତ ହେଉଛି। ଏହାକୁ ନେଇ ବହୁ ଦିନର ଗାଙ୍ଗୁଲିଙ୍କ…

IPL ୨୦୨୦: ବହୁ ପ୍ରତୀକ୍ଷାର ଘଟିବ ଅନ୍ତ, ଆଜି ଘୋଷଣା ହେବ ଆଇପିଏଲର ପୂରା ସିଡ୍ୟୁଲ

ଆଇପିଏଲ ୨୦୨୦ର ପୂରା କାର୍ଯ୍ୟକ୍ରମ ସେପ୍ଟେମ୍ବର ୪ ଅର୍ଥାତ୍‌ ଆଜି ଜାରି କରାଯିବ। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁବାର ଦିନ ଏନେଇ ସୂଚନା ଦେଇଛନ୍ତି। ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି ‘ଆମେ ବୁଝିପାରୁଛୁ ଯେ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବାରେ ବିଳମ୍ବ ହେଉଛି। ଶୁକ୍ରବାର ଦିନ…

ବିସିସିଆଇ ଅଧ୍ଯକ୍ଷ ସୌରଭ ଗାଙ୍ଗୁଲିଙ୍କ ଭାଇ ସ୍ନେହାଶିଷ କରୋନା ପଜିଟିଭ୍

ଦେଶରେ କରୋନା ମହାମାରୀର ପ୍ରକୋପ ବଢିବାରେ ଲାଗିଛି। ପ୍ରତ୍ଯେକ ଦିନ ଏନେଇ ନୂଆ ନୂଆ ସଂକ୍ରମିତ ମଧ୍ଯ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ଦେଶରେ ୯ଲକ୍ଷରୁ ଅଧିକ ଲୋକ ଭାଇରସରେ ସଂକ୍ରମିତ ଥିବା ଚିହ୍ନଟ ହୋଇସାରିଛନ୍ତି। ଏହା ମଧ୍ଯରେ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍ ର ପୂର୍ବ କ୍ଯାପଟେନ୍ ଏବଂ…

ଗରିବଙ୍କୁ ଖାଇବାକୁ ଦେବାକୁ ଇସ୍କନ କୋଲକାତା ସହିତ ହାତ ମିଳାଇଲେ ଦାଦା, ସମସ୍ତେ କରୁଛନ୍ତି ପ୍ରଶଂସା

କରୋନା ଭାଇରସ ସଂକ୍ରମିଣକୁ ନେଇ ସମଗ୍ର ବିଶ୍ୱ ଭୟଭୀତ । ଏପର୍ଯ୍ୟନ୍ତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାରରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୬୦ରୁ ଉର୍ଦ୍ଧ୍ୱ ହେଲାଣି । ୨୧ ଦିନ ଲକ୍‍ଡାଉନ ଫଳରେ ଗରିବ, ଅସହାୟ, ଦିନ ମଜୁରିଆ, ଶ୍ରମିକ କାମ ନ ପାଇ ଘରେ ହାତବାନ୍ଧି ବସିଛନ୍ତି ।…

ସୌରଭ ଗାଙ୍ଗୁଲି ଆସିବା ପରେ ସିଲେକ୍ସନ ମିଟିଙ୍ଗରେ ଏଣ୍ଟ୍ରି କରିପାରିବେ ନାହିଁ ରବିଶାସ୍ତ୍ରୀ

ଟିମ୍ ଇଣ୍ଡିଆର ପୂର୍ବ କ୍ୟାପଟେନ ସୌରଭ ଗାଙ୍ଗୁଲି ବହୁତ ଜଲଦି ନିଜର ନୂଆ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। ଗାଙ୍ଗୁଲି କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ର ନୂଆ ଅଧ୍ୟକ୍ଷ ରୂପେ ୨୩ ଅକ୍ଟୋବରରେ କାର୍ଯ୍ୟଭାର ଦାୟିତ୍ୱ ବହନ କରିବେ। କିନ୍ତୁ ଏହା ପୂର୍ବରୁ ଗାଙ୍ଗୁଲି ଲୋଢା କମିଟିରେ…

ସୌରଭ ଗାଙ୍ଗୁଲି ହୋଇପାରନ୍ତି BCCI ଅଧ୍ୟକ୍ଷ, ସମର୍ଥନ ଜଣାଇଲେ ଅଧିକାଂଶ ରାଜ୍ୟ କ୍ରିକେଟ ଆସୋସିଏସନର ପ୍ରତିନିଧି

ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲି ହୋଇପାରନ୍ତି BCCI ଅଧ୍ୟକ୍ଷ। ଗାଙ୍ଗୁଲିଙ୍କୁ ସଭାପତି କରିବା ଲାଗି ଅଧିକାଂଶ ରାଜ୍ୟ କ୍ରିକେଟ ଆସୋସିଏସନର ପ୍ରତିନିଧି ରାଜି ହୋଇଛନ୍ତି। ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ନାମାଙ୍କନ ଦାଖଲ କରିବେ। ତେବେ BCCI ଅଧ୍ୟକ୍ଷ ପଦ ଦୌଡରେ ବ୍ରିଜେଶ ପଟେଲ…