Browsing Tag

special news

ସବୁଜ ପରିବେଶରେ ରହୁଥିବା ବ୍ୟକ୍ତିଙ୍କ ବୟସ ଅଧିକ ହୋଇଥାଏ, ରିସର୍ଚ୍ଚରୁ ହେଲା ଖୁଲାସା

ବୟସ ବଢାଇବା ପାଇଁ ଲଗାତାର ଭାବେ ବୈଜ୍ଞାନିକମାନେ ରିସର୍ଚ୍ଚ କରୁଛନ୍ତି । ଏପରିକି କିଛି ବୈଜ୍ଞାନିକ ମଣିଷ କିପରି ଅମର ହୋଇପାରିବ ସେନେଇ ଚର୍ଚ୍ଚା କରୁଛନ୍ତି । ତେବେ ଅମର ହେବାପାଇଁ ବୈଜ୍ଞାନିକଙ୍କ ନିକଟରେ କୌଣସି ଫର୍ମୁଲା ବାହାରି ନଥିବାବେଳେ କିପରି ବୟସକୁ ଅଧିକ କରାଯାଇ ପାରିବ ତାହା ଜଣା…

କଲର ବ୍ଲାଇଣ୍ଡର ଶିକାର ହୋଇଥାନ୍ତି କୁକୁର, ଚିହ୍ନି ପାରନ୍ତିନି ଏହି ଦୁଇଟି ରଙ୍ଗ

କୁକୁର, ମଣିଷର ବିଶ୍ୱାସୀ ବନ୍ଧୁ ହୋଇଥାଏ । କୁକୁର ପାଳୁଥିବା ବ୍ୟକ୍ତିମାନେ କୁକୁରଙ୍କୁ ନିଜ ଘରର ସଦସ୍ୟ ଭାବେ ପାଳିଥାନ୍ତି । କୁକୁର ଏକ ଗୃହପାଳିତ ପଶୁ ଭାବେ ସମସ୍ତଙ୍କର ଅତିପ୍ରିୟ ହୋଇଥାଏ । ବର୍ତ୍ତମାନ ସମୟରେ ଲୋକମାନେ ନିଜ ଘରେ କୁକୁର ରଖୁଛନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି,…

ଭାରତର ଏହି ସ୍ଥାନରେ ପଡ଼େ ସୂର୍ଯ୍ୟର ପ୍ରଥମ କିରଣ, ଦୂର ଦୂରାନ୍ତରରୁ ଆସିଥାନ୍ତି ପର୍ଯ୍ୟଟକ

ପ୍ରକୃତିରେ ଅନେକ ରହସ୍ୟ ରହିଛି । ପ୍ରକୃତି ହେଉଛି ଭଗବାନଙ୍କର ସୁନ୍ଦର ସୃଷ୍ଟି । ପ୍ରକୃତି ର ମନୋରମ ସୌନ୍ଦର୍ଯ୍ୟ ଦେଖିବାକୁ ଚାହୁଁଥିଲେ ଆପଣ ସୂର୍ଯ୍ୟଦୋୟକୁ ଦେଖି ପାରିବେ । ସୂର୍ଯ୍ୟର ପ୍ରଥମ କିରଣ ଯେତେବେଳେ ପୃଥିବୀ ପୃଷ୍ଠରେ ପଡ଼େ, ସେତେବେଳେ ପୃଥିବୀର ସୁନ୍ଦରତା ଅଧିକ ବଢିଯାଏ ।…

ଅନୁମାନର ୧୦ ବର୍ଷ ପୂର୍ବରୁ ତରଳି ଯିବ ଆର୍କଟିକ ବରଫ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

୨୦୪୦ ଦଶକରେ ଆର୍କଟିକ ମହାସାଗରରେ ସୃଷ୍ଟି ହୋଇଥିବା ବରଫ ସ୍ତର ତରଳି ଯାଇ ସମ୍ପୂର୍ଣ୍ଣ ଶେଷ ହୋଇଯିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଥିଲେ । ତେବେ ପୂର୍ବ ଆକଳନର ୧୦ ବର୍ଷ ପୂର୍ବରୁ ହିଁ ଅର୍ଥାତ ୨୦୩୦ ସୁଦ୍ଧା ଦ୍ରୁତଗତିରେ ତରଳୁଥିବା ଏହି ବରଫ ସମ୍ପୂର୍ଣ୍ଣ ଶେଷ ହୋଇଯିବ । କାର୍ବନ କାଢିବା…

ପ୍ରେମିକା ନୁହେଁ ମା’ଙ୍କ ସ୍ମୃତିରେ ଗଢ଼ିଲେ ତାଜମହଲ

ପ୍ରେମର ପ୍ରତୀକ ତାଜ ମହଲ । ଏହାର ନାଁ ଶୁଣିଲେ ମୁମତାଜଙ୍କ କଥା ମନେ ପଡ଼ିଯାଏ । ମୁମତାଜଙ୍କ ସ୍ମୃତିରେ ଶାହାଜାହାନ ତାଜମହଲ ନିର୍ମାଣ କରିଥିଲେ । ଯାହା ବର୍ତ୍ତମାନ ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ । ତେବେ ଅନେକ ଲୋକ ନିଜ ପ୍ରେମିକାଙ୍କୁ ଖୁସି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ…

ସବୁ ଅସୁବିଧାର ବିନାଶ ପାଇଁ ମଙ୍ଗଳବାର କରନ୍ତୁ ଏହି ଉପାୟ, ହନୁମାନ କରିବେ ସବୁ ସମସ୍ୟା ଦୂର

ଯଦି ଆପଣ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆଜି ମଙ୍ଗଳବାର ପାଇଁ କିଛି ଉପାୟ କହିବୁ। ଯାହା ଦ୍ଵାରା ବିଶ୍ଵାସ ରହିଛି ଯେ ପ୍ରଭୁ ହନୁମାନଙ୍କ କୃପା ଆପଣଂକ ଉପରେ ରହିବ। ହନୁମାନ ପ୍ରତ୍ୟେକ ସମସ୍ୟା ଦୂର କରିବେ। ମଙ୍ଗଳବାର ଉପୟ ମଙ୍ଗଳବାର ଦିନ ଭଗବାନ ଶ୍ରୀରାମଙ୍କ ଭକ୍ତ…

ହିମାଳୟ ପର୍ବତ ଉପରେ ଉଡି ପାରେନି କୌଣସି ଯାତ୍ରୀ ବିମାନ, ଜାଣନ୍ତୁ ଏହାର କାରଣ

ହିମାଳୟ, ନାମ ଯେପରି ଉଚ୍ଚତା ମଧ୍ୟ ସେପରି। ଅନେକଙ୍କ ସ୍ବପ୍ନ ଏହି ପର୍ବତ ଲଂଘିବା ପାଇଁ। କିନ୍ତୁ କିଏ ଏଥିରେ ସଫଳ ହୁଏ ତ ଆଉ କିଏ ହୁଏନି। ଏହି ପର୍ବତକୁ ନେଇ ରହିଛି ଅନେକ ରହସ୍ୟ। ଏମିତିକି ଯାତ୍ରୀବାହୀ ବିମାନ ମଧ୍ୟ ହିମାଳୟ ପର୍ବତ ଦେଇ ଯାଇ ପାରେ ନାହିଁ। କିନ୍ତୁ ଏପରି କାହିଁକି ହୁଏ,…

ଇଞ୍ଜେକ୍ସନ ଦେବା ସମୟରେ ଯଦି ଏକ ଶିରାରେ ପବନ ଚାଲିଯାଏ ହୋଇପାରେ କ୍ଷତିକାରକ, ରୁହନ୍ତୁ ସତର୍କ

ଅନେକ ଲୋକ ଇଞ୍ଜେକସନ ନେବା ସମୟରେ ଡରନ୍ତି। କିନ୍ତୁ ଏହି ସମୟରେ ଖୁବ୍ ସତର୍କ ରହିବାକୁ ପଡ଼ିବ। ଟିକେ ହଲଚଲ୍ ହେଲେ ମଣିଷ ପାଇଁ ସାଂଘାତିକ ହୋଇପାରେ। ଆପଣ ନିଶ୍ଚୟ ଅନେକ ଚଳଚ୍ଚିତ୍ରରେ ଦେଖିଥିବେ ଯାହା ପ୍ରାୟତ ଜଣେ ଭିଲିଆନ୍ କାହାକୁ ମାରିବା ପାଇଁ କାହା ଶରୀରରେ ଏକ ଖାଲି ସିରିଞ୍ଜ୍…

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଏହି ଧନ ହେଉଛି ସବୁଠୁ ଶ୍ରେଷ୍ଠ

ଚାଣକ୍ୟଙ୍କ ନୀତି ଅନେକ ମାତ୍ରାରେ ଜୀବନ ପରିବର୍ତନ କରିଥାଏ। ଚାଣକ୍ୟଙ୍କ ପୁସ୍ତକ ଦ୍ୱାରା କୁହାଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ଏହି ପୁସ୍ତକର କିଛି ପଦଗୁଡ଼ିକ ମାଧ୍ୟମରେ, ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କେଉଁ ପ୍ରକାରର ଟଙ୍କା ସର୍ବଦା ଶ୍ରେଷ୍ଠ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ…

୨୨ ନଭେମ୍ବର ମଙ୍ଗଳବାର ଦିନ ମାସିକ ଶିବରାତ୍ରୀ, ଜାଣନ୍ତୁ ପୂଜା ବିଧି, ଶୁଭ ସମୟ ଏବଂ ଉପାସନା ପଦ୍ଧତି

ପ୍ରାୟ ସମସ୍ତେ ଜାଣନ୍ତି ସୋମବାରକୁ ପ୍ରବୁ ଭୋଳାନାଥ ଶିବଙ୍କ ବାର ମାନି ତାଙ୍କୁ ପୂଜାର୍ଚ୍ଚନା କରାଯାଏ। କିନ୍ତୁ ମାର୍ଗଶିର ମାସର ମାସିକ ଶିବରାତ୍ରୀ ଆସନ୍ତା କାଲି ଅର୍ଥାତ୍ ନଭେମ୍ବର ୨୨ ତାରିଖରେ ପାଳନ ହେବ। ଏହି ଦିନ ଶିବଙ୍କୁ ଅଭିଷେକ କଲେ ଜୀବନରେ ଅନେକ ବାଧା ଦୂର ହୁଏ ବୋଲି ବିଶ୍ବାସ…

ଭୂମିକମ୍ପ ୧୦ ରୁ ଅଧିକ ତୀବ୍ର ହୁଏନି କାହିଁକି, ଏହା ପଛରେ ରହିଛି ଭୟଂକର କାରଣ

ଭୂମିକମ୍ପ ଏବେ ଗୋଟିଏ ଜାଗାରେ ହେଲେ ବି ସାରା ଦେଶରେ ଲୋକଙ୍କ ଛାତି ଥରିଯାଏ । କିଛି ଦିନ ତଳେ ନେପାଳରେ ଏବଂ ଆଜି ଇଣ୍ଡୋନେସିଆରେ ଭୂମିକମ୍ପ ହୋଇ ଲୋକେ ମରିଛନ୍ତି । ଭୂମିକମ୍ପ ଭଳି ବିପତ୍ତି ମଣିଷ ଏବଂ ପୂରା ପ୍ରାଣୀଜଗତ ପାଇଁ ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରେ । ଧନଜୀବନ ସବୁ କିଛି…

ନାସା କିଣିବ ଜାପାନ କମ୍ପାନୀରୁ ଚନ୍ଦ୍ର ଧୂଳି, ଆରମ୍ଭ ହେଉଛି ବଡ଼ ବ୍ୟବସାୟ

ବ୍ୟବସାୟ କରିବାକୁ ଇଚ୍ଛା କରୁଛନ୍ତି କି ? ଯଦି ଆମେ ଆପଣଙ୍କୁ କହିବୁ ଚନ୍ଦ୍ରରେ ଆପଣ ବ୍ୟବସାୟ କଲେ ଭଲ ରୋଜଗାର କରିବେ ତେବେ ହୁଏତ ଆପଣ ଭାବିବେ ଏହା ମିଛ କଥା। କିନ୍ତୁ ଏହା ସତ, ସେଥିପାଇଁ ତ ନାସା ଚନ୍ଦ୍ରକୁ ଏୟାର ଟାଇମସ୍ ମିଶନ୍ ଘୋଷଣା କରିଛି, ପୁଣି ମହାକାଶ ଖଣି ସ୍ପେସ୍ ମାଇନିଙ୍ଗ…