Browsing Tag

special news

୪୫ ମିନିଟରେ ୫ ଥର ରଙ୍ଗ ବଦଳାଇଲା ଏଣ୍ଡୁଅ, ଦେଖନ୍ତୁ ଭାଇରାଲ୍ ହେଉଛି ଭିଡ଼ିଓ

ଏଣ୍ଡୁଅ ରଙ୍ଗ ବଦଳାଇବା କଥା ଆପଣ ଶୁଣିଥିବେ ନିଶ୍ଚିତ। କିନ୍ତୁ ହୁଏତ ଦେଖି ନଥିବେ। ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଏକ ଏଣ୍ଡୁଅ କିଛି ସେକେଣ୍ଡ ମଧ୍ୟରେ ଏହାର ରଙ୍ଗକୁ ଅନେକ ଥର ବଦଳାଉଛି। ଯାହାକୁ ଆପଣ ନ ଦେଖିଲେ ବିଶ୍ୱାସ କରିବେ ନାହିଁ। ଏହି ଭିଡିଓ ଟ୍ୱିଟରରେ @…

ବିଶ୍ୱର ସବୁଠାରୁ ଦାମୀ ଚା, ଯାହାର ମୂଲ୍ୟ ରହିଛି କୌଣସି କାର୍ ଠାରୁ ଅଧିକ

ଚା' କେବଳ ଏକ ପାନୀୟ ନୁହେଁ। ଏହା ଜଡିତ ଥାଏ ଅନେକଙ୍କ ଭାବନା ସହିତ। ଖାସ କରି ଭାରତରେ ସକାଳ ଆରମ୍ଭ ହୁଏ ଏଇ କପେ ଚା' ରୁ ଆଉ ସନ୍ଧ୍ୟା ଶେଷ ହୁଏ ଏଇ କପେ ଚା' ରୁ। କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ବିନା ଚା' ରେ ରହି ପାରିବେନି। ଯେଉଁମାନଙ୍କ ମଧ୍ୟରେ ହୁଏତ ଆପଣ ବି ଥାଇ ପାରନ୍ତି।…

ମଣିଷ ମୁହଁ ଥିବା ଛୁଆ ଜନ୍ମ ଦେଲା ଛେଳି, ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଉତ୍ତର ପ୍ରଦେଶରେ ଏପରି ଏକ ଘଟଣା ଘଟିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏକ ଛେଳି ମାନବ ରୂପ ଧାରଣ କରିଥିବା ଏକ ସନ୍ତାନକୁ ଜନ୍ମ ଦେଇଛି। ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। କହିବାକୁ ଗଲେ ଆଜିକାଲି…

ଛାଡ଼ପତ୍ର ପରେ ବି ପ୍ରେମରେ ପଡିଲେ ଦୂରେଇ ଯାଇଥିବା ଦମ୍ପତି, ଲୋକେ କହିଲେ ପ୍ରେମ ହେବ ତ ଏମିତି

ଅନେକ ପ୍ରେମ କାହାଣୀ ବିଷୟରେ ଶୁଣିଥିବେ। କିଛି ହୁଏତ ଆପଣଙ୍କୁ ହସାଇ ଥିବ ଆଉ କିଛି କନ୍ଦାଇ ଥିବ। ହେଲେ ବର୍ତ୍ତମାନ କିଛି ଦମ୍ପତିଙ୍କ ମଧ୍ୟରେ ଏପରି କଳହ ସୃଷ୍ଠି ହେଉଛି ଯାହାର ଶେଷ ହେଉଛି ଛାଡ଼ପତ୍ର। କିନ୍ତୁ ଆପଣ କେବେ ଭାବୁଛନ୍ତି କି ଛାଡ଼ ପତ୍ର ପରେ ଦମ୍ପତି ପ୍ରେମରେ ପଡିଛନ୍ତି ବୋଲି।…

ବର୍ଷର ଶେଷ ଚନ୍ଦ୍ର ଗ୍ରହଣର ଜାଣନ୍ତୁ ସମୟ ଏବଂ ପାକତ୍ୟାଗ ଓ ଦେବନୀତି

ସରି ଆସୁଛି ବର୍ଷ ୨୦୨୨ । ଦ୍ୱିତୀୟ ତଥା ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ ତାରିଖ ଅଥବା ଆସନ୍ତାକାଲି ଲାଗିବାକୁ ଯାଉଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ଲାଗୁଛି। ଏଇ କାର୍ତ୍ତିକ ମାସରେ ହିଁ ପଡ଼ିଥିଲା ସୂର୍ଯ୍ୟୋପରାଗ। ଗତ ଅକଟୋବର ୨୫ ତାରିଖ ଦିନ…

ଏହି ବେଙ୍ଗ ମାତ୍ର ୩ ମିନିଟରେ ନେଇପାରେ ୧୦ ଜଣଙ୍କ ଜୀବନ, ରୁହନ୍ତୁ ସତର୍କ

ଦୁନିଆରେ ପ୍ରାୟ ଅନେକ ପ୍ରକାର ଜୀବ ଜନ୍ତୁ ରହୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ପ୍ରାଣୀ ବିଷାକ୍ତ ଅଛନ୍ତି ତ ଆଉ କିଛି ପ୍ରାଣୀଙ୍କର ବିଷ ନାହିଁ। ଆମେ ରହୁଥିବା ପରିବେଶରେ ସବୁବେଳେ ବେଙ୍ଗ ଦେଖୁ। ଯାହାକି ଉଭୟ ଜଳରେ ଓ ସ୍ଥଳ ଭାଗରେ ରହିପାରେ। ହେଲେ ଆମେ ଦେଖୁଥିବା ବେଙ୍ଗ କଣ କୌଣସି ମଣିଷର…

ଆଜି ରୀତିନୀତି ସହିତ ଶେଷ ହେଲା ସୂର୍ଯ୍ୟଙ୍କ ଛଟ୍ ପୂଜା, ଅନେକ ସ୍ଥାନରେ କୁହାଯାଏ କୁମ୍ଭ ମେଳା

ଆଜି ଶେଷ ହୋଇଛି ବିହାରର ଗଣପର୍ବ ଛଟ୍ ପୂଜା। ପ୍ରାୟ ୪ ଦିନ ହେବ ଏହି ପର୍ବ ପାଳନ କରାଯାଇଥିଲା। ଏହି ପୂଜାରେ ସ୍ଵୟଂ ପ୍ରଭୁ ସୂର୍ଯ୍ୟ ଦେବଙ୍କୁ ପୂଜା କରାଯାଏ। ଏହା ଖାସ କରି ବିହାରୀ ଲୋକ ପୂଜା କରନ୍ତି। କିନ୍ତୁ ଆମ ଓଡ଼ିଶାରେ ବସବାସ କରୁଥିବା ଅନେକ ବିହାର ବାସିନ୍ଦା ମଧ୍ୟ ଏହି ପୂଜା ଖୁବ୍…

୨୦୨୨ ପାଇଁ ବ୍ୟବହାର କରିପାରିବେ ଏହି ପୁରୁଣା କ୍ୟାଲେଣ୍ଡର

ଆପଣ ଜାଣନ୍ତି କି ? ଆପଣ ବହୁ ବର୍ଷର ପୁରୁଣା କ୍ୟାଲେଣ୍ଡରକୁ ବ୍ୟବହାର କରି ପାରିବେ ୨୦୨୨ ରେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପୁରୁଣା କ୍ୟାଲେଣ୍ଡରକୁ ଆପଣ ପୁଣି ଥରେ ବ୍ୟବହାର କରିପାରିବେ । ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହି କଥା ଟି ପୁରା ସତ୍ୟ। ଏମିତି କିଛି ବର୍ଷର…

ଶିବଙ୍କ ଏହି ସ୍ୱରୂପ ପୂଜା କରେ ମନ ବାଞ୍ଛା ହୁଏ ପୂର୍ଣ୍ଣ, ରହିଛି ଅନେକ ବିଶ୍ଵାସ

ନିଜର ମନ ବାଞ୍ଛା ପୂର୍ଣ୍ଣ କରିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ପୂଜା ଆଦି କରିଥାନ୍ତି। ଏମିତିକି ଈଶ୍ବରଙ୍କ ପାଖରେ ମାନସିକ ରଖି ପୂଜା କରନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ପ୍ରଭୁ ଶିବଙ୍କ ଏପରି ସ୍ୱରୂପ ବିଷୟରେ କହିବାକୁ ଯାଉଛୁ ଯାହାକୁ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି…

ଚାଣକ୍ୟ ନୀତି: ଏହି ଜିନିଷକୁ କେବେବି ଭୁଲନ୍ତୁ ନାହିଁ, ମନେ ରଖିଲେ ଦୂର ହେବ ଅନେକ ବାଧାବିଘ୍ନ

ଆଚାର୍ଯ୍ୟ ଚାଣକ୍ୟ ନୀତି ଶାସ୍ତ୍ରରେ ଅନେକ କଥା ସେ ଉଲ୍ଲେଖ କରିଛନ୍ତି। କିଛି ଜିନିଷଗୁଡିକ ଅନୁସରଣ କରି ଜଣେ ଜୀବନରେ ସଫଳତା ହାସଲ କରିପାରିବ। ଆଚାର୍ଯ୍ୟ ମଧ୍ୟ ନୈତିକତା କ୍ଷେତ୍ରରେ ଏପରି କିଛି ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି ଯାହାକୁ ଜଣେ ବ୍ୟକ୍ତି କେବେବି ଭୁଲିଯିବା ଉଚିତ୍ ନୁହେଁ।…

ଅକ୍ଟୋବର ୨୫ ରେ ସୂର୍ଯ୍ୟୋପରାଗ : ତୁଳସୀ ପତ୍ର ତୋଳିବା ଆଜିଠାରୁ ନିଷେଧ, ଜାଣନ୍ତୁ ଏହାର ମୁଖ୍ୟ କାରଣ

ସୂର୍ଯ୍ୟ ଗ୍ରହଣ ହେବାର ପ୍ରାୟ ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଆରମ୍ଭ ହୁଏ। ତେବେ ଏହାର ଆରମ୍ଭରୁ ସୂର୍ଯ୍ୟ ଗ୍ରହଣର ଶେଷ ପର୍ଯ୍ୟନ୍ତ ସମୟ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ତେଣୁ, ଏହି ସମୟ ମଧ୍ୟରେ ପୂଜାପାଠ କରିବା ଏବଂ କିଛି ଖାଇବା କିମ୍ବା ପିଇବା ନିଷେଧ। ଏମିତିକି କୌଣସି ଖାଦ୍ୟ…

ମଙ୍ଗଳ ଗ୍ରହ ଗୋଚର, ଜାଣନ୍ତୁ ପ୍ରତ୍ୟେକ ରାଶି ଉପରେ କ’ଣ ରହିବ ଏହାର ପ୍ରଭାବ

୨୦୨୨ ଜ୍ୟୋତିଷ ଶାସ୍ତ୍ରରେ ସବୁଠାରୁ ଭୟଭୀତ ଏବଂ ସମ୍ମାନିତ ଗ୍ରହ ମଧ୍ୟରୁ ମଙ୍ଗଳ ଗ୍ରହ ହେଉଛି ଅନ୍ୟତମ। ଯୁଦ୍ଧ, ଉଚ୍ଚାଭିଳାଷ ଏବଂ ଯୌନ ସମ୍ପର୍କର ଦେବତା ହେଉଛନ୍ତି ମଙ୍ଗଳ ଗ୍ରହ।ମଙ୍ଗଳ ଗ୍ରହରେ ଦୋଷ ଥିଲେ ମନକୁ ଦ୍ୱନ୍ଦ୍ୱ ଆସେ। ମଙ୍ଗଳ ଗ୍ରହର ପ୍ରତ୍ୟାବର୍ତ୍ତନ ପ୍ରତ୍ୟେକ ରାଶିକୁ ପ୍ରଭାବିତ…