Browsing Tag

srimandir

ଆଜି ଶ୍ରୀମନ୍ଦିରରେ ଖୋଲିବ ଇ-ହୁଣ୍ଡି, ମନ୍ଦିରରେ ଲାଗିବ କ୍ୟୁଆର କୋଡ

ପୁରୀ(କେନ୍ୟୁଜ୍): ଆଜି ଶ୍ରୀମନ୍ଦିରରେ ଖୋଲିବ ଇ-ହୁଣ୍ଡି । ରାଜ୍ୟର ପ୍ରମୁଖ ମନ୍ଦିରଗୁଡିକରେ ଇ-ହୁଣ୍ଡି ବ୍ୟବସ୍ଥା ଲାଗୁ ହୋଇଥିବାବେଳେ ଶ୍ରୀମନ୍ଦିରରେ ଆଜିଠୁ ଲାଗିବ ଇ-ହୁଣ୍ଡି। ସେହିଭଳି ତାରାତାରିଣୀ, କ୍ଷୀରଚୋରା ଗୋପୀନାଥ, ଝଙ୍କଡବାସିନୀ ଶାରଳା ଓ ବଳଦେବଜୀଉଙ୍କ ଭଳି ପ୍ରମୁଖ ପୀଠରେ…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଗୁରୁକୁଳ ପାଇଁ ସୋସାଇଟି ଗଠନକୁ ଅନୁମୋଦନ

ପୁରୀ(କେନ୍ୟୁଜ୍):  ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ୱତନ୍ତ୍ର ବୈଠକରେ ଗୁରୁକୂଳ ପାଇଁ ହୋଇଥିବା ସବ କମିି ବୈଠକରେ ନିଷ୍ପତ୍ତି ଉପରେ ବାଜିଲା ମୋହର । ଗୁରୁକୂଳ ପାଇଁ ସୋସାଇଟି ଗଠନକୁ ମଧ୍ୟ ଅନୁମୋଦନ ମିଳିଛି । ଆସନ୍ତା ଦୁଇ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରହିଛି । ସେହିପରି ଗରିବ…

ପୁରୀ ଶ୍ରୀମନ୍ଦିରରେ ଅଘଟଣ, ସିଂହଦ୍ୱାର ଗୁମୁଟରୁ ଡେଇଁ ମହିଳା ମୃତ

ପୁରୀ(କେନ୍ୟୁଜ୍):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଜନୈକା ମହିଳା ଡେଇଁ ଜଣେ ତଳେ ପଡି ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରୁ ପୋଲିସ ଉକ୍ତ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ମେଡିକାଲକୁ ପଠାଇଥିଲା ।…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଜନସ୍ୱାର୍ଥ ମାମଲା:ସରକାର ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ଜବାବ ତଲବ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍):ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ଜବାବ ତଲବ କରିଛନ୍ତି ଓଡିଶା ହାଇକୋର୍ଟ। କଣ ନିର୍ମାଣ ହେଉଛି, କିଏ ନିର୍ମାଣ କରୁଛି ଓ ଶ୍ରୀମନ୍ଦିର ପ୍ରତି କି ବିପଦ ରହିଛି ସେ ସମ୍ପର୍କରେ ଏହି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ

ପୁରୀ(କେନ୍ଯୁଜ୍): ଶ୍ରୀକ୍ଷେତ୍ର ଲେଖିଲା ନୂଆ ଇତିହାସ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ସୁରକ୍ଷା, ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତଙ୍କୁ ଅତ୍ୟାବଶ୍ୟକ ସେବା ସୁବିଧା ଯୋଗାଇଦେବା ଲାଗି ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।…

କୋହଳ ହେଲା କାଳିଆ ଦର୍ଶନରେ କଟକଣା, ଜାନୁଆରୀ ୨୧ରୁ ହେବ ଜଗାର ସାଧାରଣ ଦର୍ଶନ

ପୁରୀ(କେନ୍ୟୁଜ୍): କୋହଳ ହେଲା କାଳିଆ ଦର୍ଶନରେ କଟକଣା । ଜାନୁଆରୀ ୨୧ରୁ ଉଠିବ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବ୍ୟବସ୍ଥା । ଏଥିପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକରେ   ଜିଲ୍ଲାପାଳ, ଏସ୍‌ପି ଓ ଶ୍ରୀମନ୍ଦିର…

ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟକୁ ଫେରିଲା ୟେସ୍‌ ବ୍ୟାଙ୍କରେ ଜମାଥିବା ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା, ଅଧିକ ସୁଧ ଦେଉଥିବା…

କେନ୍ୟୁଜ୍(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟକୁ ଫେରିଲା ୟେସ୍‌ ବ୍ୟାଙ୍କରେ ଜମାଥିବା ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ୨ଟି କିସ୍ତିରେ ୧୨୩ କୋଟି ଓ ୩୩ କୋଟି ମିଶି ମୋଟ ୧୫୬ କୋଟି ଟଙ୍କା ୟେସ ବ୍ୟାଙ୍କରେ ଜମା ହୋଇଥିଲା । ଆଜି ଏହି ଟଙ୍କା ମାଚ୍ୟୋର୍ଡ ହୋଇ ୩ କୋଟି ୩୫ ଲକ୍ଷ…

ସୂର୍ଯ୍ୟ ପରାଗ ସମ୍ପର୍କରେ ମନେ ଅଛି କି ନାହିଁ? ଆଜି ରାତି ୮ଟାରେ ….

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ । ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ ଏହା ବଳୟାକୃତି ସୂର୍ଯ୍ୟୋପରାଗ । ପରାଗ ସମୟରେ ସୂର୍ଯ୍ୟ ଏକ ମୁଦ୍ରିକା ଆକୃତିର ଦେଖାଯିବେ । ୧୯୬୨ ମସିହାରେ ଏଭଳି ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଥିଲା । ଭାରତ ସହିତ…

ଉଦଘାଟିତ ହେଲା ୪୦ତମ ଅଲ ଓଡିଶା କମର୍ସ କନଫେରେନ୍ସ ଆଣ୍ଡ ଇଣ୍ଟରନ୍ୟାସନାଲ ସେମିନାର – ୨୦୧୯, ରାଜ୍ୟପାଳ ଦେଲେ…

କେନ୍ୟୁଜ୍(ବ୍ୟୁରୋ): ଉଦଘାଟିତ ହୋଇଛି ୪୦ତମ ଅଲ ଓଡିଶା କମର୍ସ କନଫେରେନ୍ସ ଆଣ୍ଡ ଇଣ୍ଟରନ୍ୟାସନାଲ ସେମିନାର - ୨୦୧୯ । ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ୍‌ ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ଆଲୋଚନାଚକ୍ରକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ବାଣିଜ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା…

ଆସନ୍ତା ୨୬ ତାରିଖର ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି, ୨୫ ତାରିଖରେ ଶ୍ରୀମନ୍ଦିର ୨୪…

ପୁରୀ(କେନ୍ୟୁଜ୍):  ଆଗାମୀ ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି । ଆସନ୍ତା ୨୬ ତାରିଖରେ ଖଣ୍ଡଗ୍ରାସ କେତୁ ଗ୍ରସ୍ତ ସୂର୍ଯ୍ୟ ପରାଗ ପଡୁଥିବାରୁ ମହାପ୍ରଭୂଙ୍କର ସ୍ୱତନ୍ତ୍ର ନୀତି କରାଯିବ । ଏଥିପାଇଁ ଆସନ୍ତା ୨୫ ତାରିଖ ମନ୍ଦିର ୨୪ ଘଣ୍ଟା ଖୋଲା ରହିବ । ରାତି…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟବସ୍ତା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ, କହିଲେ ଅନ୍ଧ ପରମ୍ପରା…

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟବସ୍ତା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଶ୍ରୀମନ୍ଦିର ପୁରାଣରେ ଥିବା ନୀତି ନିୟମ ବଦଳରେ ଅନ୍ଧ ପରମ୍ପରା ନେଇ ସେବା ପୂଜା ଚାଲିଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି ।…

କଡ଼ା କଟକଣା ସତ୍ତ୍ବେ କେମିତି ଶ୍ରୀମନ୍ଦିର ଭିତରକୁ ଯାଉଛି ମୋବାଇଲ ଫୋନ?, ଗତ ୨ ବର୍ଷ ଧରି ୮ଥର ଶ୍ରୀମନ୍ଦିର ଫଟୋ…

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇବା ଓ ମୋବାଇଲ୍‌ ଫୋନ୍‌  ନେବା ଉପରେ ରହିଛି କଡ଼ା କଟକଣା। ପୁରାତନ କୀର୍ତ୍ତିରାଜି ସଂରକ୍ଷଣ ଆଇନ ଅନୁଯାୟୀ ଏହା ଏକ ଅପରାଧ। ମୋବାଇଲ୍‌ ଫୋନ ନେଇ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିବା ଶ୍ରୀମନ୍ଦିର ଆଇନ ୧୯୫୫ ଓ ଆଇଟି ଆକ୍ଟର ବିରୋଧାଚରଣ…