ନେଦରଲାଣ୍ଡ ଯିବ ବାରାଣସୀର ବୁଲା କୁକୁର ‘ଜୟା’, ଭାରତ ସରକାର ଜାରି କଲେ ପାସ୍ପୋର୍ଟ ଓ ଭିସା
ନେଦରଲାଣ୍ଡ ଯାତ୍ରା କରିବ ବୁଲା କୁକୁର ‘ଜୟା’। ଏହି ଫିମେଲ୍ ଷ୍ଟ୍ରିଟ୍ ଡଗ୍ ବୈଧ ପାସ୍ପୋର୍ଟ ଏବଂ ଭିସା ସହିତ ହିଁ ନେଦରଲାଣ୍ଡ ଯିବ। ନେଦରଲାଣ୍ଡର ଜଣେ ମହିଳା ଏହି ବୁଲା କୁକୁରକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି। ଆଉ ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବାରାଣସୀରେ।…