Browsing Tag

sudhanshu sarangi

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର (କେନ୍ୟୁଜ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବରିଷ୍ଠ ଆଇପିଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଡିଜି ଭାବେ ବଦଳି କରାଯାଇଛି। ପୂର୍ବରୁ ସ୍ପେଶାଲ ଡିଜି ପୋଲିସ ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରୀଟି…

ଭୁବନେଶ୍ବର ହତ୍ୟାକାଣ୍ଡ  ଘଟଣା: ସିପି କହିଲେ ସାଗର ଓ ସୁଧୀରକୁ ପ୍ରଥମେ ଆକ୍ରମଣ କରିଥିଲା ଟୁକୁନା

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର ହତ୍ୟାକାଣ୍ଡ  ଘଟଣାରେ ପ୍ରତିକ୍ରିୟା ରଖିଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।  ସେ କହିଛନ୍ତି ଆଜି ସକାଳେ ସାଗର ଓ ସୁଧୀରକୁ ପ୍ରଥମେ ଆକ୍ରମଣ କରିଥିଲା ଟୁକୁନା। ଏହାପରେ ଦୁଇ ଭାଇ ଟୁକୁନାକୁ କାବୁ କରି ଗାଡ଼ିରେ ବସାଇ ଥାନକୁ ନେଉଥିଲେ। ଏ ସମୟରେ ଟୁକୁନା…

ପୂଜା କମିଟିକୁ କମିଶନରେଟ ପୋଲିସର ଚେତାବନୀ, ଚାନ୍ଦା ମିଗିଲେ ହେବେ ବନ୍ଧା

କେନ୍ୟୁଜ୍(ବ୍ୟୁରୋ):  ପୂଜା କମିଟିକୁ କମିଶନରେଟ ପୋଲିସର ଚେତାବନୀ । ପୂଜା ନାମରେ ଜୋର ଜବରଦସ୍ତି ଚାନ୍ଦା ମାଗିଲେ ବାନ୍ଧିବ ପୋଲିସ । କାରଣ ଏହା ଦାଦାବଟି ସହ ସମାନ । ଗତ ୩ଦିନ ମଧ୍ୟରେ ଦାଦାବାଟି ମାଗିବା ଅଭିଯୋଗରେ ୧୩ ଜଣଙ୍କୁ ବାନ୍ଧିଛି ପୋଲିସ । ପାର୍ବଣ ଋତୁ ଶେଷ ଯାଏ ଏହି ଅଭିଯାନ…

ରାଜଧାନୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ପ୍ରତିକ୍ରିୟା ରଖିଲେ ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ

ଭୁବନେଶ୍ବର: ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା । ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ପ୍ରତିକ୍ରିୟା। କହିଲେ ତଦନ୍ତ ଚାଲିଛି, ତଦନ୍ତ ଠିକ କରାଯାଉଛି। ଏହାସହ ଠିକ ସମୟରେ ସମସ୍ତ ତଥ୍ଯ ସାମ୍ନାରେ ରଖାଯିବ। ବର୍ତ୍ତମାନ କୌଣସି ବକ୍ତବ୍ଯ ରଖିବା ତଦନ୍ତକୁ ପ୍ରଭାବିତ କରିବ ବୋଲି…

ଟ୍ଵିନ୍‌ସିଟି ବାସିନ୍ଦାଙ୍କୁ ଚେତାବନୀ ଦେଲେ ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ, ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ…

କେନ୍ୟୁଜ୍ (ବ୍ୟୁରୋ): ପୋଲିସ୍‌ କମିଶନରଙ୍କ କଡା  ନିୟମ। ଦୁଇ  ସପ୍ତାହ ଲକଡାଉନର ନିୟମ କଡାକଡି ହେବ ବୋଲି କହିଛନ୍ତି  କମିଶନର ସୁଧାଂଶୁ ଷଡଙ୍ଗୀ। ସେ କହିଛନ୍ତି ସ୍ୱାଭାବିକ ସ୍ଥିତି ଏବେଯାଏ ଫେରି ନାହିଁ। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ହେବ । ଏଥିପାଇଁ ଟ୍ବିନ ସିଟିର ଅତ୍ୟାବଶ୍ୟକ…

କେନ୍ଦ୍ରର ନିର୍ଦ୍ଦେଶନାମା ପରେ ପୋଲିସ କମିଶନରଙ୍କ ପ୍ରତିକ୍ରିୟା, କହିଲେ‘ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା…

ଭୁବନେଶ୍ବର: ଦେଶରେ ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । କହିଛନ୍ତିି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ । ସ୍ଥାନୀୟ ପରିସ୍ଥିତି…

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଗାଡିର ପାସ ଆବଶ୍ୟକ ନାହିଁ, ଆଇଡି କାର୍ଡ କିମ୍ବା ଉପରିସ୍ଥ ଅଧିକାରୀଙ୍କ ଚିଠି…

କେନ୍ୟୁଜ(ବ୍ୟୁରୋ): ଆସନ୍ତାକାଲିଠୁ ଭୁବନେଶ୍ୱରରେ କିଛି କୋହଳ ହେବ ନାହିଁ । ଭୁବନେଶ୍ୱରରେ ସରକାରୀ କର୍ମଚାରୀଙ୍କ ପାଇଁ ଗାଡିର ପାସ ଆବଶ୍ୟକ ପଡିବ ନାହିଁ। ସେମାନେ ନିଜର ଆଇଡି କାର୍ଡ କିମ୍ବା ଉପରିସ୍ଥ ଅଧିକାରୀଙ୍କ ଚିଠିକୁ ଦେଖାଇ ଅଫିସ ଯାଇ ପାରିବେ।  ଏହି ଚିଠି କିମ୍ବା ଆଇଡି କାର୍ଡ…

ଏଣିକି ରାଜଧାନୀରେ ଦୋକାନୀ ମାନେ ଗୁରୁତ୍ୱ ଦେବେ ସାମାଜିକ ଦୂରତା ଉପରେ, ନିୟମ ନମାନିଲେ, ନିର୍ଦ୍ଦେଶ ଖିଲାପ କଲେ…

କେନ୍ୟୁଜ(ବ୍ୟୁରୋ): କରୋନା ପାଇଁ ସ୍ୱତନ୍ତ୍ର କଟକଣା. ଏଣିକି ଦୋକାନୀ ମାନେ ଗୁରୁତ୍ୱ ଦେବେ ସାମାଜିକ ଦୂରତା ଉପରେ ନଚେତ ସେମାନଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଆବଶ୍ୟକ ପଡିଲେ ଲାପରାଧୀକ ଦଫା ଲାଗି ଦୋକାନୀଙ୍କୁ ଗିରଫ କରାଯାଇ ପରେ। ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ…

ରାଜଧାନୀରେ ମିଳିଥିବା ଜରୁରୀ ସେବା ପାସ ଅପବ୍ୟବହାର କଲେ ହେବ ରଦ୍ଦ, ଏପରି ନକରିବାକୁ କହିଲେ ସିପି

କେନ୍ୟୁଜ(ବ୍ୟୁରୋ):କାରୋନା ପାଇଁ ସାରାଦେଶରେ ଲକଡାଉନ ଘୋଷଣା ହୋଇଛି, ଏହି ସମୟରେ କେତେକ ଗାଡ଼ି ଚାଳକ ଅନାବଶ୍ୟକ ଭାବେ ବିଭିନ୍ନ ବାହାନା ଦେଖାଇ ଭୁବନେଶ୍ୱରରେ ବୁଲୁଛନ୍ତି । ଅନେକ ଯାନବାହନର ରାଜରାସ୍ତାରେ ଭିଡ଼ ଦେଖିବାକୁ ମିଲୁଛି । ଯାହା ପୋଲିସ ପାଇଁ ଏକ ସମସ୍ୟା ସୃଷ୍ଟି କରୁଥିଲା ।…

ଜାରି ହେଲା ଅନଲାଇନ ପାସ ବ୍ୟବସ୍ଥା, ଡାକ୍ତର,ନର୍ସଙ୍କୁ ଆବଶ୍ୟକ ପଡିବନି ପାସ ଦେଖାଇବା, ବିଜ୍ଞପ୍ତି ଜାରି କଲେ ଡିଜିପି

କେନ୍ୟୁଜ୍(ବ୍ୟୁରୋ):  କମିଶନର ପୋଲିସ ପକ୍ଷରୁ ଜାରି ହେଲା ପାସ ବ୍ୟବସ୍ଥା । ଏବେ ଲୋକଙ୍କୁ ଜରୁରୀକାଳୀନ ପାସ୍‌ ବ୍ୟବସ୍ଥା ଅନଲାଇନ ହେବ । ଆସନ୍ତାକାଲି ଠାରୁ ଏହି ସୁବିଧା କାର୍ଯ୍ୟକାରୀ ହେବ ।  ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ନିଜର ଗାଡ଼ିରେ ଯାତାୟତ ପାଇଁ କୌଣସି ପାସ୍‌ର…

୩ଟି ମାମଲାରେ ସଫଳ ତଦନ୍ତ ପାଇଁ ଅଫିସରଙ୍କୁ ସମ୍ମାନିତ, ତଦନ୍ତକାରୀ ଅଫିସର ଓ ସ୍ପେଷାଲ ପିପିଙ୍କୁ ସମ୍ମାନିତ କଲେ ସିପି

କେନ୍ୟୁଜ୍(ବ୍ୟୁରୋ): ୩ଟି ମାମଲାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପାଇଁ ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ଦାଖଲ କରିଥିବା ତଦନ୍ତକାରୀ ଅଫିସର ଓ ସ୍ପେଷାଲ ପିପିଙ୍କୁ ସମ୍ମାନିତ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ୩ଟି ମାମଲା ହେଲା, ୨୦୧୪ମସିହା ଜଟଣୀ ଅଞ୍ଚଳର ନନ୍ଦେଶ୍ୱର ରାଓ ନାମକ ଜଣେ…

ପୁରୀରେ ମାନସିକ ଭାରସାମ୍ୟ ହରାଇ ଭିକ୍ଷାବୃତ୍ତି କରୁଥିବା ବନ୍ଧୁଙ୍କୁ ସାହାଯ୍ୟର ହାତ ବଢାଇଲେ କମିଶନର ସୁଧାଂଶୁ…

କେନ୍ୟୁଜ୍(ବ୍ୟୁରୋ):  କଥାରେ ଅଛି ‘ବନ୍ଧ ତଳେ ଚାଷ, ବନ୍ଧୁ ତଳେ ବାସ’, ବିପଦ ସମୟରେ  ଯେଉଁ ବନ୍ଧୁ ସାହାଯ୍ୟର ହାତ ବଢାଏ ତାକୁ ହିଁ ପ୍ରକୃତ ବନ୍ଧୁ ବୋଲି ଦୂନିଆ କହେ। ସେଥିପାଇଁ ତ ବେଦରେ ମଧ୍ୟ ଲେଖା ଯାଇଛି ‘ରାଜ ଦ୍ବାରେ ଶ୍ମଶାନେ ଚ ଯ ତିଷ୍ଠନ୍ତି ସ ବାନ୍ଧବଃ’। ଏହି କଥା କହିବାର…