Browsing Tag

sugarcane juice

କେବଳ ପେଟ ନୁହେଁ ତ୍ୱଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ଆଖୁ ରସ, ଖରାଦିନେ ନିଶ୍ଚୟ କରନ୍ତୁ ବ୍ୟବହାର

ଖରାଦିନେ ପେଟ ଥଣ୍ଡା କରିବାକୁ ଆମେ ଆଖୁ ରସ ପିଇଥାଉ। ଏହା ପାଟିକୁ ମିଠା ଲାଗିବା ସହ ଶରୀର ପାଇଁ ବି ହିତକର ହୋଇଥାଏ। ଆଖୁ ରସ ପିଇବା ଦ୍ୱାରା ଶରୀରକୁ ଅନେକ ପୋଷକ ତତ୍ତ୍ୱ ମିଳିଥାଏ। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ କେବଳ ପେଟ ନୁହେଁ, ତ୍ୱଚା ପାଇଁ ବି ଆଖୁ ରସ ଲାଭଦାୟକ…

ହାଡ଼କୁ ମଜବୁତ କରିବା ସହିତ ସମସ୍ତ ରୋଗକୁ ମାତ୍‌ ଦିଏ ଆଖୁରସ, ପ୍ରତିଦିନ ପିଅନ୍ତୁ

ସୁସ୍ଥ ଶରୀର ପାଇଁ ଜୁସ ଖୁବ ଲାଭକାରୀ । ଖାଲି ପନିପରିବା ନୁହେଁ ଫଳ ଜୁସ ବି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ । ଋତୁ ଅନୁସାରେ ମିଳୁଥିବା ଫଳ ଜୁସ ପିଇଲେ ଶରୀରକୁ ଆବଶ୍ୟକ ମୁତାବକ ପୋଷକ ତତ୍ତ୍ୱ ମିଳିଥାଏ । କିନ୍ତୁ କିଛି ଫଳ ଏମିତି ଅଛି ଯାହାର ଜୁସ ବର୍ଷର ଯେକୌଣସି ସମୟରେ ବି ପିଇଲେ ଆପଣଙ୍କ…

ରକ୍ତ ସଫା କରିବା ସହିତ ଲିଭରକୁ ସୁସ୍ଥ ରଖିଥାଏ ଆଖୁ ରସ, ଜାଣନ୍ତୁ ଏହାର ଅନ୍ୟ ଫାଇଦା

ସୁସ୍ଥ ଶରୀର ପାଇଁ ଜୁସ୍ ଅତ୍ୟନ୍ତ ଲାଭଦାୟକ, ତାହା ଫଳ ହେଉ କିମ୍ବା ପନିପରିବା । ପ୍ରତ୍ୟେକ ଋତୁରେ ବିଭିନ୍ନ ପ୍ରକାରର ଫଳର ରସ ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ କିଛି ଫଳ ଅଛି ଯାହାର ରସ ସବୁବେଳେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ସେଥି ମଧ୍ୟରୁ ଗୋଟିଏ ଆଖୁ…

ଖରାଦିନେ ଗର୍ଭବତୀ ମହିଳା ଆଖୁ ରସ ପିଇବା ଆଗରୁ ଜାଣି ରଖନ୍ତୁ ଏହି ସବୁ କଥା

ଦିନକୁ ଦିନ ଗ୍ରୀଷ୍ମ ତାତି ବଢ଼ିବାରେ ଲାଗିଛି। ଟାଣ ଖରାକୁ ନଜରରେ ରଖି ବଜାରରେ ଆଖୁ ରସ ପ୍ରବଳ ମାତ୍ରାରେ ବିକ୍ରି ହେଉଛି। କାରଣ, ଆଖୁ ରସ ଖରାଦିନେ ଶରୀରକୁ ଡାଇଡ୍ରେଟେଡ୍‌ ରଖିବାରେ ସହାୟକ ହୋଇଥାଏ। ଏଥିରେ ଭିଟାମିନ ଏ, ବି୧, ବି୨, ବି୩, ବି୫, ବି୬ ଏବଂ ଭିଟାମିନ ସି ପ୍ରଚୁର ପରିମାଣରେ…

ଖରା ଦିନେ ପିଅନ୍ତୁ ଆଖୁ ରସ, କର୍କଟ ଠାରୁ ଆରମ୍ଭ କରି ମଧୁମେହ ଯାଏଁ ସବୁ ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ

ଚଳିତ ବର୍ଷ ଖରାର ପ୍ରକୋପ କଥା ନକହିବା ଭଲ । ତା ସାଙ୍ଗକୁ ମହାମାରୀର ଆତଙ୍କ। ଯେମିତି ସାଧାରଣରେ ବଞ୍ଚିବା ମୁସ୍କିଲ୍ କରିଦେଉଛି । ଖାସ୍ ଖରା ଦିନେ ଲୋକମାନେ ବାହାରୁ ବୁଲିକି ଯିବା ସମୟରେ କିମ୍ବା ଘରେ ଥିବା ସମୟରେ କିଛି ଥଣ୍ଡାଜାତୀୟ ଜିନିଷକୁ ଖାଇବାକୁ ପସନ୍ଦ କରିଥାନ୍ତି । ଯେପରି…