Below header
Browsing Tag

suicide attempt

ଯାଜପୁର: ନିଜ ଘରେ ଜଣେ ଯୁବତୀ ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ବଜାର ଅଞ୍ଚଳରେ ଜଣେ ଯୁବତୀ ବେକରେ ରଶି ଲଗାଇ ନିଜ ଘରେ ଆତ୍ମହତ୍ୟା ଉଦ୍ୟମ। ମୁର୍ମୁଶୁ ଅବସ୍ଥାରେ ପ୍ରଥମେ ମଙ୍ଗଳପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଓ ସେଠାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…

ମୟୂରଭଞ୍ଜ: ମାନସିକ ବିକାରଗ୍ରସ୍ତ ମହିଳାଙ୍କ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ, ଗରୁତର ଅବସ୍ଥାରେ ମେଡିକାଲରେ…

କରଞ୍ଜିଆ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ସାତକୋଶିଆ ଗ୍ରାମପଞ୍ଚାୟତ ଜାମୁନଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।ବୁଧବାର ଅପରାହ୍ନରେ ଘରେ କେହି ନଥିବା ସମୟରେ ଜଣେ ମହିଳା ଦେହରେ କିରୋସିନି ଢାଳି  ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନିଆଁରେ ପୋଡି ହୋଇ ମହିଳାଙ୍କ…

ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ପନିକି ଧରି ହାତକୁ କାଟି ହେଲେ ଲହୁ ଲୁହାଣ

କରଞ୍ଜିଆ (କେନ୍ୟୁଜ୍‌) : ଯୁବକଙ୍କ ହାଇ ଭୋଲଟେଜ୍‌ ଡ୍ରାମା। ଆତ୍ମହତ୍ୟା ଉଦ୍ୟମ କରି ପନିକିରେ ହାତକୁ କାଟି କଲେ ଲହୁଲୁହାଣ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କରଞ୍ଜିଆ ଥାନା ଅନ୍ତର୍ଗତ ପିଛୁଳି ଗାଁ ରେ ଜଣେ ଯୁବକ ନିଜ ବାଇକ ପୋଡି ଦେଇଥିବାର…

କମାଣ୍ଡାଣ୍ଟଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ, କହିଲେ ସ୍ବାମୀଙ୍କୁ ଦେଉଥିଲେ ମାନସିକ ନିର୍ଯାତନା

ଭୁବନେଶ୍ବର: କମାଣ୍ଡାଣ୍ଟଙ୍କ ନାଁରେ ସାଂଘାତିକ ଅଭିଯୋଗ। କମାଣ୍ଡାଣ୍ଟ ଡିସିପି ଆର୍ମଡ ବିଜୟ କୁମାର ସାହୁଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଜଣେ ସିପାହୀଙ୍କ ପତ୍ନୀ। ସିପାହୀ ନିହାର ରଞ୍ଜନ ନାୟକ 7TH ବାଟାଲିୟନର ଫାମିଲି ୱେଲଫେୟାର ସେଣ୍ଟରରେ ଟେଲରିଂ ସିପାହୀ ଭାବେ କାର୍ଯ୍ୟ କରନ୍ତି। ନିହାରଙ୍କ…

ବିଧାନସଭାରେ ହାଇଡ୍ରାମା, ମଣ୍ଡି ସମସ୍ୟା ନେଇ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କଲେ ବିଜେପି ବିଧାୟକ

କେନ୍ୟୁଜ୍(ବ୍ୟୁରୋ):  ବିଧାନସଭାରେ ହାଇଡ୍ରାମା । ମଣ୍ଡି ସମସ୍ୟା ନେଇ  ଗୃହ ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ । ସମବାୟ ମନ୍ତ୍ରୀ ଗୃହରେ ଉତ୍ତର ରଖୁଥିବା ବେଳେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହି…

ସୁବର୍ଣ୍ଣପୁର: ବିନିକା ଥାନା ପରିସରରେ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, କାବୁ କଲେ ପୋଲିସ ବାବୁ

ସୁବର୍ଣ୍ଣପୁର(କେନ୍ୟୁଜ୍):  ଥାନା ଆଗରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ କାବୁ କଲେ ପୋଲିସ ବାବୁ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପରିସରରେ । ମିଳିଥିବା ସୁଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା…

ନ୍ୟାୟ ପାଇଁ ଭଦ୍ରକ ଏସପି ଅଫିସ ଆଗରେ ମାଆ ଓ ପୁଅଙ୍କ ଆତ୍ମାହୂତି ଉଦ୍ୟମ

ଭଦ୍ରକ: ନ୍ୟାୟ ପାଇଁ ଭଦ୍ରକ ଏସ୍‌ପିଙ୍କ ଅଫିସ ଆଗରେ ଆତ୍ମାହୂତି ଉଦ୍ୟମ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗାଁର ଜ୍ୟୋତ୍ସ୍ନାରାଣୀ ପାତ୍ର ଓ ପୁଅ ପଞ୍ଚାନନ ପାତ୍ର ଜମିଜମା ବିବାଦ ମାମଲାରେ କୋର୍ଟରୁ ଡିକ୍ରି ପାଇଥିଲେ । ଏହାପରେ ମଧ୍ୟ ଅପରପକ୍ଷ ଜୋର ଜବରଦସ୍ତ ସଂପୃକ୍ତ ଜମିରେ…

ବିଡିଓ ଅଫିସ ଆଗରେ ଗୁଆଗଡ଼ିଆ ଜିଆରଏସ୍‌ଙ୍କ ଆତ୍ମାହୂତି ଉଦ୍ୟମ, ୧୦ ମାସ ହେଲା ଦରମା ମିଳିନଥିବା ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ଗୁଆଗଡ଼ିଆ ପଞ୍ଚାୟତର ଜିଆରଏସ୍‌ ଉତ୍କଳ ମଳିକଙ୍କ ବିଡିଓ ଅଫିସ ଆଗରେ ଆତ୍ମାହୂତି ଉଦ୍ୟମ । ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମାହୂତି ପାଇଁ ଉଦ୍ୟମ କରିଥିଲେ । ଉପସ୍ଥିତ ବ୍ଲକ କର୍ମଚାରୀ ତାଙ୍କୁ ଅଟକାଇଥିଲେ । ଜିଆରଏସ ଉତ୍କଳ ମଳିକଙ୍କୁ ୧୦ ମାସ ହେଲା…

ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରାସିନି ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ, ଉଦ୍ଧାର କଲା ପୋଲିସ୍

ଅନୁଗୁଳ: ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ। ଅନୁଗୁଳ ତାଳଚେର ଗୋବରା ଗାଁର ଜଣେ ବିଧବା ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଆତ୍ମାହୁତି ଉଦ୍ୟମ ବେଳେ ପୋଲିସ ମହିଳାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ପାରିବାରିକ…

ଅନୁଗୁଳ: ପ୍ରେମିକାର ବାହାଘର ଅନ୍ୟତ୍ର ଠିକ କରିଦେଲେ ପରିବାର ଲୋକେ, ବିଚଳିତ ହୋଇ ଥାନା ସମ୍ମୁଖରେ ଅତ୍ମହତ୍ୟା ଉଦ୍ୟମ…

ଅନୁଗୁଳ(କେନ୍ୟୁଜ୍):  ‘ପ୍ରେମିକାକୁ ଯଦି ମୁଁ ବାହା ନହେବି ତେବେ ଥାନା ଦ୍ବାର ଆଗରେ ଆତ୍ମହତ୍ୟା  କରିବି’ ଏଭଳି କହି ଆଜି ଜଣେ  ଯୁବକ ପାଲଲହଡ଼ା ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ପୋଲିସ କର୍ମଚାରୀ।…

ଭୁବନେଶ୍ୱର ଲୋୟର ପିଏମଜି ଧାରଣାସ୍ଥଳରେ କିରୋସିନି ଢାଳି ଏଏନଏମଙ୍କ ଆତ୍ମାହୁତି ଉଦ୍ୟମ, ଆସନ୍ତା ୧୮ରେ ସମୂହ ଆତ୍ମାହୂତି…

ଭୁବନେଶ୍ବର: ଧାରଣାସ୍ଥଳରେ ଏଏନଏମଙ୍କ ଆତ୍ମାହୁତି ଉଦ୍ୟମ । ସ୍ଥାୟୀ ନିଯୁକ୍ତି ଦାବିରେ ୧୮ ଦିନ ହେଲା ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଏଏନଏମ । ୭ ଦିନ ହେଲା ସେମାନେ ଅନଶନ ଚଲାଇଛନ୍ତି । ବିଭିନ୍ନ ସମୟରେ ନେତାମାନେ ଧାରଣାସ୍ଥଳକୁ ଆସି ସେମାନଙ୍କ ସହ ଆଲୋଚନା…