Browsing Tag

suicide case

ଶ୍ରାବଣୀ ମଲ୍ଲିକ ଆତ୍ମହତ୍ୟା ଭିଡିଓ ଭାଇରାଲ ମାମଲା: ୩୦୬ ଧାରାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ୍

କୋରାପୁଟ: କୋରାପୁଟ ସୁନାବେଡା ଶ୍ରାବଣୀ ମଲ୍ଲିକ ଆତ୍ମହତ୍ୟା ପରେ ଭିଡିଓ ଭାଇରଲ ମାମଲାର ତଦନ୍ତ ଆରମ୍ଭ । ଏକାଧିକ ଲୋକଙ୍କୁ ପଚରାଉଚୁରା କରୁଛି ସୁନାବେଡା ପୋଲିସ । ୩୦୬ ଧାରାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ଆତ୍ମହତ୍ୟା ପୂର୍ବରୁ ସେ କିଛି ଲୋକଙ୍କ ନାମ ନେଇ ଗୁରୁତର ଅଭିଯୋଗ…

କୋଭିଡ୍‌ ଓ୍ଵାର୍ଡରେ ୮୧ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା, ଅକ୍ସିଜେନ୍‌ ପାଇପ୍‌ରେ ଲଗାଇ ଦେଲେ ଫାଶି

ମହାରାଷ୍ଟ୍ରର ନାଗପୁରରେ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର କୋଭିଡ୍‌ ଓ୍ଵାର୍ଡରେ ଭର୍ତ୍ତି ଜଣେ ୮୧ ବର୍ଷୀୟ ବୃଦ୍ଧ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଗାଧୁଆଘରେ ଅକ୍ସିଜେନ୍‌ ପାଇପ୍‌ରେ ହିଁ ଫାଶି ଲଗାଇଥିବା ଜଣାପଡ଼ିଛି। ଏ ନେଇ ସମ୍ପୃକ୍ତ ମେଡିକାଲ କର୍ତ୍ତୃପକ୍ଷ ସୂଚନା…

ହସି ହସି ଶେଷ କରିଦେଲେ ନିଜ ଜୀବନ, ଆତ୍ମହତ୍ୟା ପୂର୍ବରୁ ନଦୀ ବ୍ରିଜ୍‌ ଉପରେ ବନାଇଲେ ଭିଡିଓ

ଗୁଜରାଟର ଅହମ୍ମଦାବାଦରେ ଜଣେ ବିବାହିତା ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ, ଯାହାକି ଏବେ ଭାଇରାଲ ହେଉଛି। ଏହି ଭିଡିଓରେ ମହିଳା ଜଣକ କହୁଛନ୍ତି, ‘ଯେତିକି ବି ଜୀବନ ବଞ୍ଚିଲି, ଶାନ୍ତି…

ସୁଇସାଇଡ଼ ରୋକିବା ନେଇ ସରକାର ନେଲେ ପଦକ୍ଷେପ, ଗଠନ ହେଲା ନୂଆ ମନ୍ତ୍ରାଳୟ

ସୁଇସାଇଡ ରୋକିବ ମନ୍ତ୍ରାଳୟ । ଭାରତରେ ନୁହେଁ ଜାପାନରେ | ଏଥିପାଇଁ ଜାପାନ ସରକାର ଖୋଲିଛନ୍ତି ଏକ ନୂଆ ମନ୍ତ୍ରାଳୟ । ଏହାର ନାଁ Loneliness ମନ୍ତ୍ରାଳୟ ରଖାଯାଇଛି | ଆଉ ଏଥିପାଇଁ ଜାପାନ ପ୍ରଧାନମନ୍ତ୍ରୀ ୱାଇ ସୁଗା Loneliness ମନ୍ତ୍ରାଳୟର ମନ୍ତ୍ରୀ ଭାବେ ତେତୁସି ସାକାମୋତୋଙ୍କୁ…

ମୋବାଇଲ ପାଇଁ ବାରଣ କରିବାରୁ ଆତ୍ମହତ୍ୟା କଲା ୧୪ ବର୍ଷର ବାଳକ

ଖୋର୍ଦ୍ଧା(କେ ନ୍ୟୁଜ): ମୋବାଇଲକୁ ନା କହିବାରୁ ବାଳକର ଆତ୍ମହତ୍ୟା। ଘଟଣାଟି ଘଟିଛି ବେଗୁନିଆ ଥାନା ଗଡ଼ମାଣିତିର ଗାଁରେ । ସୂଚନା ଅନୁଯାୟୀ ସେହି ଗ୍ରାମର ଅକ୍ଷୟ ସୁବୁଦ୍ଧିଙ୍କ ୧୪ ବର୍ଷର ପୁଅ ଅକ୍ଷୟ ସୁବୁଦ୍ଧି ମୋବାଇଲରେ ଭିଡ଼ିଓ ଦେଖୁଥିଲେ । ଏହି ସମୟରେ ତାଙ୍କ ଘରଲୋକେ ଆସି ଗାଳି କରିବା…

ମାଟ୍ରିକ ପରୀକ୍ଷାରେ ପାସ୍ କରିଥିବା ଛାତ୍ରୀ ପାଇଲେ ଫେଲ ଖବର, ଅବସାଦରେ କରିଦେଲେ ଅତ୍ମହତ୍ୟା

ଭଦ୍ରକ(କେନ୍ୟୁଜ୍):  ମିଛ ଖବର ଆଣିଦେଲା ମୃତ୍ୟୁ ।  ମାଟ୍ରିକ ପରୀକ୍ଷାରେ ଫେଲ ହୋଇଯାଇଛି ବୋଲି ମିଛ ଖବର ପାଇବା ପରେ ବିଷ ପିଇ ଅତ୍ମହତ୍ୟା କଲେ ଛାତ୍ରୀ। ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା।  ମିଳିଥିବା ସୂଚନା ମୁତାବକ ସୁଗ ପଂଚାୟତର ହାଟପୋଖରୀ ସାହିର…

୯ ଘଣ୍ଟା ଜେରା ପରେ ସଞ୍ଜନା ସଙ୍ଘି ଖୋଲିଲେ ସୁଶାନ୍ତଙ୍କ ସହିତ ଜଡିତ ଅନେକ ରାଜ୍‌, ଡିପ୍ରେସନରେ କହିଲେ ଏମିତି କଥା

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ନେଇ ମୁମ୍ବାଇ ପୁଲିସ ଜୋରଦାର ତଦନ୍ତ କରୁଛି।ପୋଲିସ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ପଚରାଉଚରା କରୁଛି। ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ବନ୍ଧୁ ମୁକେଶ ଛାବ୍ରା…

କଟକ: ବଲିଉଡ୍ ଆକ୍ଟର ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ମାନସିକ ସ୍ଥିତି ହରାଇ ଆତ୍ମହତ୍ଯା କଲେ ନବମ ଶ୍ରେଣୀର ଛାତ୍ରୀ

କଟକ: ବଲିଉଡ୍ ଆକ୍ଟର ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ମାନସିକ ସ୍ଥିତି ହରାଇ ଆତ୍ମହତ୍ଯା କଲେ କଟକ କଲେଜ ଛକ ନିକଟ ଶିଶୁ ବିଦ୍ଯା ମନ୍ଦିରରେ ନବମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରୀ । ଆତ୍ମହତ୍ଯା କରିଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ସୌମ୍ଯା ଶ୍ରୀରାଜ । ତାଙ୍କ ବୟସ ୧୪ ବର୍ଷ ହେବ । ତେବେ…