Browsing Tag

sundar pichai google ceo

ଅଫିସରେ ହେବନି ରାଜନୀତି , ୨୮ ଜଣ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କଲେ ଗୁଗଲ CEO

ଟେକ୍ କମ୍ପାନୀ ଗୁଗଲର CEO ସୁନ୍ଦର ପିଚାଇ ତାଙ୍କ କର୍ମଚାରୀମାନଙ୍କୁ ରାଜନୀତି ଠାରୁ ଦୂରେଇ ରହିବାକୁ କହିଛନ୍ତି । ଗୁଗଲରୁ ୨୮ ଜଣ କର୍ମଚାରୀଙ୍କୁ ବାହାର କରିବା ପରେ କମ୍ପାନୀର କର୍ମଚାରୀଙ୍କ ପାଇଁ ଏକ ବ୍ଲଗ୍ ପୋଷ୍ଟ କରାଯାଇଛି ଯେଉଁଥିରେ ସିଇଓ ଏଭଳି କିଛି କହିଛନ୍ତି । ଏଥିରେ ସେ…

କୁମ୍ଭୀରର କ୍ଲୋଜ୍‌ ସଟ ନେବାକୁ ଉଡ଼ୁଥିଲା ଡ୍ରୋନ୍‌, କିନ୍ତୁ ତାକୁ ଚୋବାଇ ଖାଇଗଲା ଘଡ଼ିଆଳ; ଦେଖନ୍ତୁ ଭିଡିଓ

କୁମ୍ଭୀର ଖାଇଗଲା ଡ୍ରୋନ୍‌। ଆକାଶରେ ଉଡ଼ୁଥିବା ଏକ ଡ୍ରୋନ୍‌କୁ ଘଡ଼ିଆଳ କୁମ୍ଭୀର ଚୋବାଇ ଖାଇଦେଇଛି। କୁମ୍ଭୀରଟି ଡ୍ରୋନ୍‌କୁ ଖାଇବା ପରେ ତା’ ପାଟିରୁ ଧୂଆଁ ବାହାରୁଥିବା ଦେଖାଯାଇଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓଟି ଭାଇରାଲ ହେବାର ଆଉ ଏକ କାରଣ…

ସୁନ୍ଦର ପିଚାଇଙ୍କ ବଡ଼ ଘୋଷଣା, କରୋନା ସହ ଲଢ଼ିବା ପାଇଁ ଭାରତକୁ ୧୩୫ କୋଟି ଟଙ୍କା ଦେବ ଗୁଗଲ

କରୋନାର ଦ୍ୱିତୀୟ ଲହରୀ ଯୋଗୁ ସାରା ଦେଶରେ ହାହାକାର ସ୍ଥିତି ଦେଖା ଦେଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେରିକାର ଟେକ୍‌ କମ୍ପାନୀ ଗୁଗଲ ଭାରତକୁ କୋଭିଡ୍‌-୧୯ ସହ ଲଢ଼ିବା ପାଇଁ ୧୩୫ କୋଟି ଟଙ୍କାର ଫଣ୍ଡ ଦେବାକୁ ଘୋଷଣା କରିଛି। ଗୁଗଲ କହିଛି ଯେ ଏହି ଫଣ୍ଡ GiveIndia ଓ UNICEF କୁ…

ଭାରତରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ ଗୁଗୁଲ୍, ଘୋଷଣା କଲେ ସୁନ୍ଦର ପିଚାଇ

ଭାରତରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ ଗୁଗୁଲ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ । ଭାରତର ଡିଜିଟାଲ୍‌ ଅର୍ଥ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ଵିତ କରିବା ପାଇଁ ଗୁଗୁଲ୍‌ ଫର୍‌ ଇଣ୍ଡିଆ ଡିଜିଟାେଇସନ୍‌ ଫଣ୍ଡ ଘୋଷଣା…

Googleର ବଡ଼ ଘୋଷଣା, ଜୁନ୍ ପୂର୍ବରୁ ଅଫିସ ଆସିବେନି କୌଣସି କର୍ମଚାରୀ

ଲକଡାଉନ ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଦେଶରେ ଏବେ ଲକଡାଉନ ଶେଷ ହୋଇଥିବା ବେଳେ ଗୁଗଲ କିନ୍ତୁ ନିଜ କର୍ମଚାରୀଙ୍କୁ ଜୁନ ୧ ପୂର୍ବରୁ ଅଫିସ ଆସିବାକୁ ମନା କରିଛି। ଏନେଇ ଆଲଫବେଟର ସିଇଓ ସୁନ୍ଦର…

ଗୁଗଲ CEO ସୁନ୍ଦର ପିଚାଇ କରୋନା ଯୁଦ୍ଧରେ ଭାରତକୁ ଦାନ କଲେ ଏତେ କୋଟି ଟଙ୍କା, ଏହି ଲୋକଙ୍କ ଉପରେ ଖର୍ଚ୍ଚ ହେବ

ଗୁଗଲ CEO ସୁନ୍ଦର ପିଚାଇ କରୋନା ଭାଇରସ ମହାମାରୀକୁ ମୁକାବିଲା କରିବା ପାଇଁ 'ଗିଭ ଇଣ୍ଡିଆ'କୁ 5 କୋଟି ଟଙ୍କା ଦାନ କରିଛନ୍ତି। ଗିଭ ଇଣ୍ଡିଆ ଟୁଇଟ କରିଛି ଯେ 'ସଙ୍କଟଗ୍ରସ୍ତ ଦିନ ମଜୁରିଆଙ୍କ ପରିବାରକୁ ଗୁଗଲ ତରଫରୁ 5 କୋଟି ଟଙ୍କା ଅନୁଦାନ ଦିଆଯାଇଛି। ଧନ୍ୟବାଦ ସୁନ୍ଦର ପିଚାଇ'। Thank…