ପାକିସ୍ତାନ ନସୁଧୁରିଲେ ସର୍ଜିକାଲ ଷ୍ଟ୍ରାଇକ କରିବ ଭାରତ, ଚେତାବନୀ ଦେଲେ ଅମିତ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶହ ପାକିସ୍ତାନକୁ ସୀମା ଭିତରେ ରହିବା ନେଇ ଚେତାବନୀ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତିଯେ କାଶ୍ମୀର ମାମଲାକୁ ନେଇ ଯଦି ପାକିସ୍ତାନ ଆତଙ୍କବାଦୀ ମାନଙ୍କୁ ସମର୍ଥନ କରେ ତେବେ ନିଶ୍ଚିତ ରୂପେ ସର୍ଜିକାଲ ଷ୍ଟ୍ରାଇକ ଭଳି ପରିସ୍ଥିତି ଉପୁଜିବ । ଯଦି ନିଜ ହରକତ…