Browsing Tag

surya kumar yadav

ବସ୍‌ରେ ଅର୍ଶଦୀପଙ୍କୁ କାହିଁକି ରାଗୁଛନ୍ତି ସୂର୍ଯ୍ୟକୁମାର ଯାଦବ ! ଭିଡିଓ ଭାଇରଲ

ଭାରତୀୟ କ୍ରିକେଟ ଟିମ୍‌ ଏବେ ସାଉଥ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ କେଏଲ ରାହୁଲଙ୍କୁ ଦିନିକିଆ ଦାୟିତ୍ୱ ଦିଆଯାଇଛି । ଦିନିକିଆ ସିରିଜ ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ବସ୍‌ ଭିତରେ…

ଆଇସିସି ତିନି ଫର୍ମାଟରେ ରେକର୍ଡ କଲେ କିଙ୍ଗ କୋହଲି, ଆଇସିସି କଲା ଘୋଷଣା

ପୁଣି କମାଲ କଲେ ବିରାଟ କୋହଲି । ବିଶ୍ୱର ଏକ ମାତ୍ର କ୍ରିକେଟର ଭାବରେ ଆଇସିସିର ତିନିଟି ଫର୍ମାଟରେ ରେକର୍ଡ କରିଛନ୍ତି କିଙ୍ଗ କୋହଲି। ଆଇସିସି ଟେଷ୍ଟ, ଦିନିକିଆ ପରେ ଟି-୨୦ ଟିମ୍ ଅଫ୍ ଦି ଇଅରରେ ସ୍ଥାନ ପାଇଛନ୍ତି ବିରାଟ କୋହଲି । ଆଇସିସି ପକ୍ଷରୁ ପୁରୁଷ ଏବଂ ମହିଳା ଟି-୨୦ ଟିମ୍‌ ଅଫ୍‌ ଦ…

ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ଦେଖି ପ୍ରଶଂସାରେ ପୋତି ପକାଇଲେ ବିରାଟ କୋହଲି, ବିରାଟଙ୍କୁ ଏମିତି ଜବାବ ଦେଲେ ସୂର୍ଯ୍ୟ

ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବନ୍ଧୁତା ସମସ୍ତେ ମଇଦାନରେ ଦେଖିଛନ୍ତି । ଆଉ କୋହଲି କେବଳ ମଇଦାନରେ ନୁହେଁ ବରଂ ବାହାରେ ମଧ୍ୟ ସାଥି ଖେଳାଳିଙ୍କୁ ଭରପୂର ସମର୍ଥନ କରିଥାନ୍ତି । ଏବେ ବିରାଟ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ଖେଳିନଥିଲେ ସତ କିନ୍ତୁ ଶେଷ ମ୍ୟାଚରେ ସୂର୍ଯ୍ୟଙ୍କ…

ସୂର୍ଯ୍ୟକୁମାର ଯାଦବଙ୍କ ବଡ ନିଷ୍ପତ୍ତି, ଅନ୍ତର୍ରାଷ୍ଟ୍ରୀୟ କ୍ରିକେଟ ଛାଡି ଖେଳିବେ ରଣଜୀ ମ୍ୟାଚ୍‌

ଭାରତୀୟ କିକ୍ରେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ନିଜ ବ୍ୟାଟିଂ ଷ୍ଟାଇଲରେ ସମସ୍ତଙ୍କ ମନ ଜିଣିପାରିଛନ୍ତି । ଟି୨୦ ହେଉ ଅବା ଦିନିକିଆ ତାଙ୍କର ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଛି । ପାଖାପାଖି ୭୫ ଦିନ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ଭାରତୀୟ ଟିମ୍‌ ସହିତ ରହିବା ପରେ…

ଛୋଟ ବେଳରୁ ବ୍ୟାଡମିଣ୍ଟନ ପ୍ରତି ରୁଚି ରଖୁଥିବା ସୂର୍ଯ୍ୟ ଆଜି କ୍ରିକେଟ ଜଗତର ଉଦୀୟମାନ ଷ୍ଟାର, କରୁଛନ୍ତି ଅନେକ…

ଟିମ୍‌ ଇଣ୍ଡିଆର ନୂଆ ଷ୍ଟାର ବ୍ୟାଟସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ । ଦିନିକିଆ ଏବଂ ଟି-୨୦ ମ୍ୟାଚରେ କମାଲ୍‌ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣି ନେଇଛନ୍ତି। ତାଙ୍କ ବ୍ୟାଟିଂ ଷ୍ଟାଇଲରେ କ୍ରିକେଟ ଫ୍ୟାନ୍ସ ପାଗଳ । ପଡିଆକୁ ଆସିବା ମାତ୍ରେ ଆଟାକିଂ ମୁଡରେ ନଜର ଆସନ୍ତି ସୂର୍ଯ୍ୟକୁମାର ଯାଦବ ।…

ଟି-୨୦ ବିଶ୍ୱ କପରେ ରେକର୍ଡ଼ କଲ ସୂର୍ଯ୍ୟ କୁମାର, ପ୍ରଥମ ଭାରତୀୟ ଖେଳାଳି ଭାବେ ଏହି ତାଲିକାରେ ସାମିଲ

(କେନ୍ୟୁଜ୍‌ ବ୍ୟୁରୋ): ପୁଣିଥରେ ରନ୍‌ ବର୍ଷା କଲେ ଭାରତୀୟ ଯୁବ ଷ୍ଟାର କ୍ରିକେଟର ସୂର୍ଯ୍ୟ କୁମାର ଯାଦବ । ଟି-୨୦ ବିଶ୍ୱକପରେ ମେଲବର୍ଣ୍ଣରେ ଖେଳା ଯାଇଥିବା ମ୍ୟାଚରେ ସୂର୍ଯ୍ୟ କୁମାରଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ଇନିଂସ୍‌ ଦେଖିବାକୁ ମିଳିଛି । ଏହି ମ୍ୟାଚ୍‌ରେ ସେ ଧୂଆଁଧାର ବ୍ୟାଟିଂ…

ଟିମ୍‌ ଇଣ୍ଡିଆକୁ ଝଟକା, ଦୀପକଙ୍କ ପରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବାଦ୍‌ ପଡିଲେ ସୂର୍ଯ୍ୟକୁମାର ଯାଦବ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆସନ୍ତାକାଲିରୁ ଲକ୍ଷ୍ମୌରେ ଆରମ୍ଭ ହେବାକୁ ଯାଉଛି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ଜୋରଦାର ଝଟକା ଲାଗିଛି। ଦଳର ଦ୍ରୁତ ବୋଲର ଦୀପକ ଚହର ଆହତ ହୋଇ ଟି-୨୦ ସିରିଜ୍‌ରୁ ବାଦ୍ ପଡିଛନ୍ତି।…

ନିଜ ଶରୀରରେ ଦୁଇଟି ଖାସ୍ ଟାଟୁ କରିଛନ୍ତି ଏହି ଖେଳାଳି, ଆଇପିଏଲରେ ଦେଖାଉଛନ୍ତି ଅଦ୍ଭୁତ କାରନାମା

ଆଇପିଏଲ୍ ୨୦୨୦ରେ ସୂର୍ଯ୍ୟକୁମାର ଯାଦବ ରନ ବର୍ଷା କରୁଛନ୍ତି। ସୂର୍ଯ୍ୟକୁମାର ନିଜ ଦମରେ ମୁମ୍ବାଇ ଇଣ୍ଡିଆନ୍ସକୁ ବାଙ୍ଗାଲୋର ବିପକ୍ଷରେ ଜିତ ଦେଇଥିଲେ। ସୂଚନାଯୋଗ, ସୂର୍ଯକୁମାର ଏବି ଡିଭିଲିୟର୍ସଙ୍କ ଭଳି ଅଜୀବ ସର୍ଟସ ଖେଳିବାର ସଉକ ରଖନ୍ତି। କେବଳ ଏତିକି ନୁହେଁ, କେବଳ କ୍ରିକେଟ ନୁହେଁ…

ସୂର୍ଯ୍ୟକୁମାରଙ୍କ ଲୟକୁ ଏମିତି ବିଗାଡିବାକୁ ଚେଷ୍ଟା କରୁଥିଲେ କୋହଲି, ଭିଡିଓ ଭାଇରଲ ହେବା ପରେ ଏବେ ଟ୍ଵିଟରରେ ଝଡ

ପଡ଼ିଆ ମଧ୍ୟରେ ନିଜର ଆକ୍ରମଣାତ୍ମକ ଆଚରଣ ଲାଗି ବିରାଟ କୋହଲି ଜଣାଶୁଣା। ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ବେଳେ କୋହଲି ଏଭଳି ଆଚରଣ ଦେଖାଇଥିଲେ। ଏହି ମ୍ୟାଚର ହିରୋ ସୂର୍ଯ୍ୟକୁମାର ଯାଦବଙ୍କ ଲୟକୁ ବିଗାଡ଼ିବା ଲାଗି ସେ ଚେଷ୍ଟା କରିଥିଲେ। ଏହି ଘଟଣାର ଫଟୋ ସାମାଜିକ…

ହଠାତ ଅସୁସ୍ଥ ହୋଇପଡିଲା ପାଳିତ କୁକୁର, ଟୁଇଟରରେ ଏମିତି ସାହାଯ୍ୟ ମାଗିଲେ ଏହି କ୍ରିକେଟର, ସୋସିଆଲ ମିଡିଆରେ ଭାଇରଲ

କରୋନା ଲକଡାଉନ ଭିତରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କ ପାଳିତ କୁକୁର ଅସୁସ୍ଥ ହୋଇପଡିଛି । ଏଥିପାଇଁ ସେ ଟୁଇଟରରେ ଏକ ପୋଷ୍ଟ କରି ସହାୟତା ମାଗିଛନ୍ତି । ସେ ଲେଖିଛନ୍ତି, ମୋ ପାଳିତ କୁକୁର ବେମାର ପଡିଯାଇଛି, ଆପଣଙ୍କ ସାହାଯ୍ୟ ନିହାତି ଆବଶ୍ୟକ । ଆମେ ଏହାର ଔଷଧ…