Browsing Tag

surya kumar yadav

ହଠାତ ଅସୁସ୍ଥ ହୋଇପଡିଲା ପାଳିତ କୁକୁର, ଟୁଇଟରରେ ଏମିତି ସାହାଯ୍ୟ ମାଗିଲେ ଏହି କ୍ରିକେଟର, ସୋସିଆଲ ମିଡିଆରେ ଭାଇରଲ

କରୋନା ଲକଡାଉନ ଭିତରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କ ପାଳିତ କୁକୁର ଅସୁସ୍ଥ ହୋଇପଡିଛି । ଏଥିପାଇଁ ସେ ଟୁଇଟରରେ ଏକ ପୋଷ୍ଟ କରି ସହାୟତା ମାଗିଛନ୍ତି । ସେ ଲେଖିଛନ୍ତି, ମୋ ପାଳିତ କୁକୁର ବେମାର ପଡିଯାଇଛି, ଆପଣଙ୍କ ସାହାଯ୍ୟ ନିହାତି ଆବଶ୍ୟକ । ଆମେ ଏହାର ଔଷଧ…