Browsing Tag

swine flu

ବ୍ୟାପୁଛି ସ୍ୱାଇନ ଫିଭର, ୯୦୦ ଘୁଷୁରୀକୁ ମାରିବା ପାଇଁ ନିର୍ଦ୍ଦେଶ

ହଂକଂରେ ଆଫ୍ରିକୀୟ ସ୍ୱାଇନ ଫିଭର ଦ୍ରୁତଗତିରେ ବଢିବାରେ ଲାଗିଛି । ଏହାକୁ ଦେଖି ପଶୁପାଳକ ଚିନ୍ତାରେ ରହିଛନ୍ତି । ଏହାମଧ୍ୟରେ ପଶୁ ଚିକିତ୍ସକର ଏକ ସମୂହ ସ୍ୱାଇନ ଫିଭର ବ୍ୟାପିବାକୁ ରୋକିବା ପାଇଁ ୯୦୦ରୁ ଅଧିକ ଘୁଷୁରୀ ମାରିବା ପାଇଁ ଆଦେଶ ଦେଇଛନ୍ତି । ଅଧିକାରୀ ନ୍ୟୁ ଟେରିଟରିଜ ଜିଲ୍ଲାର ଏକ…

ବ୍ରହ୍ମପୁରରେ ଘୁଷୁରୀ ମଡକ: ଗଲାଣି ୨୦ ରୁ ଅଧିକ ଘୁଷୁରୀଙ୍କ ଜୀବନ

ବ୍ରହ୍ମପୁର: ହଠାତ୍‌ ଅସୁସ୍ଥ ହୋଇପଡୁଛନ୍ତି । ତା ପରେ ଚାଲିଯାଉଛି ଜୀବନ । ଏକ ନୁହେଁ କି ଦୁଇ ନୁହେଁ । ଗୋଟାଏ ପରେ ଗୋଟାଏ ହୋଇ ୨୦ ରୁ ଅଧିକ ଘୁଷୁରୀଙ୍କ ମୃତ୍ୟୁ ହେଲାଣି ବ୍ରହ୍ମପୁର ସହରରେ । ଗତ କିଛି ଦିନ ହେବ ଲାଗିରହିଛି ଘୁଷୁରୀ ମଡକ । ଯାହାକୁ ନେଇ ଚିନ୍ତାରେ ଘୁଷୁରୀ ପାଳକ ଏବଂ…

କରୋନା ଭଳି ଆଉ ଏକ ମାରାତ୍ମକ ରୋଗ ସ୍ୱାଇନ ଫ୍ଲୁ, ଜାଣନ୍ତୁ ଏହି ରୋଗର ଘରୋଇ ଉପଚାର

ସ୍ୱାଇନ ଇନଫ୍ଲୁଏଞ୍ଜାକୁ ସ୍ୱାଇନ ଫ୍ଲୁ ନାମରେ ଜଣାଯାଏ। କାଶ, ଥଣ୍ଡା, ଜ୍ୱର, ବାନ୍ତି ହେବା, ଝାଡା ହେବା, ଶରୀରରେ ଯନ୍ତ୍ରଣା ଅନୁଭବ ଆଦି ଏହି ରୋଗର ପ୍ରମୁଖ ଲକ୍ଷଣ। ଏହି ଭାଇରସରେ ପରିବର୍ତ୍ତିତ ହେବାର କ୍ଷମତା ହୋଇଥାଏ, ଯାହାଦ୍ୱାରା ଏହା ସହଜରେ ଲୋକଙ୍କ ମଧ୍ୟରେ ବ୍ୟାପିଯାଇଥାଏ। ଏହାର…

ସ୍ୱାଇନ୍‌ ଫ୍ଲୁ ଯୋଗୁ ଏବେ ଯାଏଁ ୧୦ ଜିଲ୍ଲାରେ ମଲେଣି ୧୪,୪୬୫ ଘୁଷୁରୀ, ଚିନ୍ତାରେ ରାଜ୍ୟ ସରକାର

କରୋନା ଭାଇରସ୍‌ର ଆତଙ୍କ ଥମିନଥିବା ବେଳେ ପୁଣିଥରେ ଆଉ ଏକ ରୋଗ ଦେଶରେ ଦେଖାଦେଇଛି। ଆସାମରେ ଆଫ୍ରିକାନ୍‌ ସ୍ୱାଇନ୍‌ ଫ୍ଲୁର ପ୍ରକୋପ କ୍ରମଶଃ ବଢ଼ିବାରେ ଲାଗିଛି। ଆସାମରେ ପଶୁପାଳନ ମନ୍ତ୍ରୀ ଅତୁଳ ବୋରା ଆଜି ସୂଚନା ଦେଇ କହିଛନ୍ତି ଯେ ସ୍ୱାଇନ୍‌ ଫ୍ଲୁ ଯୋଗୁ ଏବେ ଯାଏଁ ୧୦ଟି ଜିଲ୍ଲାରେ ୧୪,୪୬୫…

କରୋନା ସଙ୍କଟ ନ ଥମୁଣୁ ଆସିଲାଣି ସ୍ୱାଇନ ଫ୍ଲୁ, ଆସାମରେ ମଲେଣି ୨୫୦୦ ଘୁଷୁରୀ

ଦେଶରେ କରୋନା ସଙ୍କଟ ଥମିବାର ନାଁ ଧରୁନଥିବା ବେଳେ ଇତି ମଧ୍ୟରେ ଆଉ ଏକ ଛାତି ଥରାଇଦେବା ଭଳି ଖବର ସାମ୍ନାକୁ ଆସିଛି। ଆସାମରେ ଆଫ୍ରିକୀୟ ସ୍ୱାଇନ ଫ୍ଲୁର ପ୍ରଥମ ମାମଲା ଦେଖିବାକୁ ମିଳିଛି। ଏନେଇ ରବିବାର ଦିନ ଆସାମ ସରକାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ସ୍ୱାଇନ ଫ୍ଲୁରେ…

କରୋନାଭାଇରସ୍‌ ଉହାଡରେ ବୃଦ୍ଧି ପାଉଛି କି ସ୍ୱାଇନ୍‌ ଫ୍ଲୁର ଭୟ !

ଚାଇନାରେ ଜନ୍ମ ନେଇଥିବା କରୋନା ଭାଇରସ ଆଜି ପୂରା ଦୁନିଆ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସରକାର ଏହି ଭାଇରସକୁ ରୋକିବାରେ ସବୁପ୍ରକାର ଚେଷ୍ଟା କରୁଛନ୍ତି। କିନ୍ତୁ ସ୍ଥିତି ଏବେ ବି ସଙ୍ଗୀନ ରହିଛି। କିନ୍ତୁ ଏହି କରୋନା ଭାଇରସ ସହିତ ସ୍ୱାଇନ୍‌ ଫ୍ଲୁ ମଧ୍ୟ ନିଜ କାୟା ବିସ୍ତାର କରୁଛି।…

ସ୍ବାଇନ ଫ୍ଲୁ ରୋଗରେ ହସ୍ପିଟାଲରେ ଭର୍ତ୍ତି ହେଲେ ‘ଡାୟନ’ ସିରିୟଲର ଅଭିନେତ୍ରୀ ଟୀନା ଦତ୍ତା

କିଛି ଦିନ ପୂର୍ବରୁ ସିରିୟଲ ‘ଡାୟନ’ ର ଲିଡ୍ ରୋଲରେ ଅଭିନୟ କରୁଥିବା ଟେଲିଭିଜନ ଅଭିନେତ୍ରୀ ଟୀନା ଦତ୍ତା ସ୍ବାଇନ ଫ୍ଲୁ ରୋଗର ସିକାର ହୋଇଛନ୍ତି। ଏହି ସମୟରେ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁଯାୟୀ ଅନେକ ଦିନ ପୂର୍ବରୁ ଟୀନାଙ୍କ ସ୍ବାସ୍ଥ୍ୟବସ୍ଥା…