Browsing Tag

tapaswini

ବହୁ ଚର୍ଚ୍ଚିତ ବ୍ରହ୍ମପୁର ପାରିବାରିକ ବିବାଦ ମାମଲା: ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବାକୁ ହାଇକୋର୍ଟଙ୍କ…

କଟକ(କେନ୍ଯୁଜ୍): ବହୁ ଚର୍ଚ୍ଚିତ ବ୍ରହ୍ମପୁର ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ମୋଡ଼। ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଭରଣପୋଷଣ ନେଇ ତଳକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ଉପରେ ସ୍ଥଗିତାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି…

ତପସ୍ୱିନୀଙ୍କ ଟ୍ରାକ୍‌ରେ ରଶ୍ମିତା, ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଦେଇଛନ୍ତି ଧାରଣା

ବ୍ରହ୍ମପୁର(କେନ୍ୟୁଜ୍):ତପସ୍ୱିନୀଙ୍କ ଟ୍ରାକ୍‌ରେ ରଶ୍ମିତା । ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଧାରଣା । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଆମ୍ବପୁର ଗାଁର ରଶ୍ମିତା କୁମାରୀ ରାଉଳ ଧାରଣା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ, ୨୦୧୪ରେ ରଶ୍ମିତା ପୋଡାପଲ୍ଲୀ ଗାଁର ଜିତେନ୍ଦ୍ର ମୁନିଙ୍କୁ ବିବାହ…

ତପସ୍ୱିନୀଙ୍କ ଗୃହ ପ୍ରବେଶ ପରେ ଘର ଛାଡ଼ିଲେ ଶ୍ୱଶୁର, କହିଲେ- ‘ମୁଁ ଘରେ ଅସୁରକ୍ଷିତ ମଣୁଛି’

ବୋହୂ ତପସ୍ୱିନୀଙ୍କ ଏଣ୍ଟ୍ରି ପରେ ଘରୁ ବାହାରି ଯାଇଛନ୍ତି ଶ୍ୱଶୁର ଅର୍ଥାତ୍‌ ସୁମିତଙ୍କ ବାପା। ବୋହୂ ଘରେ ପ୍ରବେଶ କରିବା ପରେ ନିଜକୁ ଅସୁରକ୍ଷିତ ମଣି ଘର ଛାଡ଼ିଛନ୍ତି ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ। ଘର ଛାଡ଼ିବା ପରେ ଏକ ଭିଡିଓ ସେୟାର କରି ସେ ଏନେଇ ସୂଚନା ଦେଇଛନ୍ତି। ଏଥିସହ ତାଙ୍କ…

ମୋତେ ଗ୍ରହଣ କରିନିଅ ସୁମିତ ମୁଁ ତୁମକୁ ବହୁତ ଭଲ ପାଉଛି: ଭାଇରାଲ ହେଲା ତପସ୍ୱିନୀଙ୍କ ଆଉ ଏକ କୋହଭରା ଭିଡିଓ

ବ୍ରହ୍ମପୁର(କେନ୍ୟୁଜ୍): ତପସ୍ୱିନୀ-ସୁମିତ୍‌ ପାରିବାରିକ ବିବାଦ ଭିତରେ ସାମ୍ନାକୁ ଆସିଲା ତପସ୍ୱିନୀଙ୍କ ଆଉ ଏକ କୋହଭରା ଭିଡିଓ । କାନ୍ଦିକାନ୍ଦି କହିଲେ ସୁମିତ୍‌ ମୁଁ ତୁମକୁ ବର୍ବାଦ କରିବାକୁ ଚାହେଁନି, ମୁଁ ବଞ୍ଚିଛି ମତେ ନେଇଯାଅ । ମୁଁ ଅର୍ଥ ଚାହୁଁନି ମୋତେ ମୋ ସ୍ୱାମୀଙ୍କୁ ଫେରାଇଦିଅ ।…

ପୁଣି ୧୫ ଦିନ ଛୁଟିରେ ଗଲେ ଡାକ୍ତର ସୁମିତ୍‌, ଘର ବାରଣ୍ଡାରେ ସେମିତି ବସିରହିଛନ୍ତି ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ-ସୁମିତ୍‌ ବିବାଦରେ ପ୍ରତିଦିନ ବଦଳୁଛି ମୋଡ଼। ପୁଣି ଛୁଟିରେ ଗଲେ ଡାକ୍ତର ସୁମିତ ସାହୁ। ପୂର୍ବରୁ ୨୦ ଦିନ, ଏବେ ପୁଣି ୧୫ ଦିନ ଛୁଟିରେ ଗଲେ ସୁମିତ୍‌। ଏପଟେ ସୁମିତଙ୍କ ଓକିଲ SDJMଙ୍କ କୋର୍ଟରେ ଆଉ ଏକ ପିଟିସନ ଦାଖଲ କରିଥିବା ସୂଚନା ମିଳିଛି। ଏଥିରେ ଘର…

କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଥମିବାର ନାଁ ନେଉଛି ସୁମିତ-ତପସ୍ୱିନୀ ବିବାଦ, ଜିଲ୍ଲାପାଳ ଦେଲେ ଏମିତି ଉପଦେଶ

ବ୍ରହ୍ମପୁର(କେନ୍ଯୁଜ୍): ଥମିବାର ନାଁ ନେଉଛି ସୁମିତ- ତପସ୍ୱିନୀ ବିବାଦ। କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ବିବାଦ ତୁଟିବାର ନାଁ ଧରୁନି। ଏପଟେ ଡାକ୍ତର ସୁମିତଙ୍କ ଘର ଆଗରେ ସ୍ତ୍ରୀ ତପସ୍ୱିନୀଙ୍କ ଧାରଣାକୁ ମାସେ ପୁରିଛି। ତେବେ ନ୍ୟାୟ ପାଇଁ ଗତ ମାସ ୨୦ ତାରିଖରେ ରାଜ୍ୟପାଳଙ୍କ ନିକଟକୁ ଏକ…

ସୁମିତଙ୍କ ଘର ବାରଣ୍ଡାରେ ଧାରଣାରେ ତପସ୍ୱିନୀ: ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ବ୍ରହ୍ମାନଗର ୧୪୪ ଧାରା ଜାରି

ବ୍ରହ୍ମପୁର(କେନ୍ଯୁଜ୍): ବ୍ରହ୍ମପୁରର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ ନେଉଛି ଭିନ୍ନ ମୋଡ଼ । ଏବେ ସୁମିତଙ୍କ ଘର ବାରଣ୍ଡାରେ ଧାରଣାରେ ତପସ୍ୱିନୀ । ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ବ୍ରହ୍ମାନଗର ଅଞ୍ଚଳରେ ୧୪୪ ଧାରା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି ।…

ସ୍ତ୍ରୀଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି ସୁମିତ, କହିଲେ- ‘ଏମିତି ବି ମୋ ଲାଇଫ୍‌କୁ ବରବାଦ୍‌…

ବ୍ରହ୍ମପୁର (କେନ୍ୟୁଜ): କୁଆଡ଼େ ଗଲେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ । ପତ୍ନୀ ତପସ୍ୱିନୀ ଫେରାର୍‌ ନେଇ ଆଣିଥିବା ଅଭିଯୋଗ ଉପରେ ମୁହଁ ଖୋଲିଲେ ସୁମିତ । ଏକ ଅଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସ୍ତ୍ରୀଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି । ସୁମିତ କହିଛନ୍ତି, ତପସ୍ୱିନୀ ତାଙ୍କୁ ଓ…

୪ଦିନ ଛୁଟି ନେଇ ଡାକ୍ତର ସ୍ୱାମୀ ଫେରାର୍, କାନ୍ଦି କାନ୍ଦି ଦୁଃଖ ବଖାଣିଲେ ସ୍ତ୍ରୀ ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ବ୍ରହ୍ମପୁରର ତପସ୍ୱିନୀ ଦାସ ଓ ସ୍ୱାମୀ ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । ସ୍ୱାମୀ ଫେରାର ହୋଇଯାଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତପସ୍ୱିନୀ । ସକାଳୁ ଫେରାର ଥିବା କହିଛନ୍ତି ତପସ୍ୱିନୀ । ଗତକାଲି ଏସ୍‌ଡିଜେଏମ୍‌ କୋର୍ଟଙ୍କ ଅର୍ଡର ପରେ…

ଆଜି ସରୁଛି ୭ ଦିନର ମହଲତ: ଆସିକାରେ ଏକାଠି ରହୁଛନ୍ତି ତପସ୍ୱିନୀ ଓ ସୁମିତ୍‌, ପୂର୍ବ ପିଟିସନର ହୋଇପାରେ ଶୁଣାଣି

ବ୍ରହ୍ମପୁର(କେନ୍ଯୁଜ୍): ଆସିକାରେ ଏକାଠି ରହୁଛନ୍ତି ତପସ୍ୱିନୀ ଓ ସ୍ୱାମୀ ସୁମିତ୍‌ । ଆଜି ସରୁଛି ୭ ଦିନର ମହଲତ । କୋର୍ଟଙ୍କ ନିର୍ଦ୍ଦେଶରେ ସେମାନେ ଏକାଠି ରହିବା ମଧ୍ୟରେ ଉଭୟଙ୍କ ଭିତରେ ବୁଝାମଣା ଓ ସଂପର୍କ ନେଇ ପ୍ରତିଦିନ ରିପୋର୍ଟ ପ୍ରଦାନ କରାଯାଉଛି। କୋର୍ଟରେ ରିପୋର୍ଟ ପ୍ରଦାନ…

କଡା ସୁରକ୍ଷା ବଳୟ ଭିତରେ ଏକାଠି ଅଛନ୍ତି ସୁମିତ୍ ଓ ତପସ୍ବିନୀ, ସଂପର୍କ ଯୋଡ଼ିବାକୁ SDJM କୋର୍ଟଙ୍କ ଉଦ୍ୟମ

ବ୍ରହ୍ମପୁର(କେନ୍ଯୁଜ୍): ଶ୍ୱଶୁର ଘର ସମ୍ମୁଖରେ ନବବଧୂ ତପସ୍ୱିନୀ ଧାରଣା ଦେବା ମାମଲାରେ ଏସ୍‌ଡିଜେଏମ୍‌ କୋର୍ଟ  ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ପରେ ଏବେ ଉଭୟ ସୁମିତ୍ ଓ ତପସ୍ବିନୀ ଏକାଠି ଅଛନ୍ତି। ଉଭୟଙ୍କ ମଧ୍ୟରେ ସଂପର୍କ ଯୋଡ଼ିବାକୁ SDJM ଏପରି ଉଦ୍ୟମ କରିଛନ୍ତି। ଉଭୟଙ୍କୁ ୭ ଦିନ…

ସମ୍ପର୍କ ସୁଧାରିବାକୁ ୭ ଦିନ: ଆସିକା ଚିନି ଶିଳ୍ପ ଅତିଥି ଭବନରେ ସ୍ୱାମୀ ସୁମିତଙ୍କ ସହ ରହିଲେ ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ସମ୍ପର୍କ ସୁଧାରିବାକୁ ୭ ଦିନ। ସ୍ୱାମୀ ସୁମିତଙ୍କ ସହ ରହିବେ ତପସ୍ୱିନୀ ଦାସ । ସାତ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ । ଉଭୟଙ୍କୁ ଆସିକା ଚିନି ଶିଳ୍ପ ଅତିଥି ଭବନରେ ରଖାଯାଇଛି। ଆସିକା ଥାନା ଅଧିକାରୀଙ୍କ ଦାୟିତ୍ୱରେ…