Browsing Tag

the Kashmir files

‘ଦ କଶ୍ମୀର ଫାଇଲ୍ସ’ ଅଭିନେତ୍ରୀ ପଲ୍ଲବୀ ଯୋଶୀ ଦୁର୍ଘଟଣାର ଶିକାର, ସୁଟିଂ ସେଟରେ ଅନିୟନ୍ତ୍ରିତ ହୋଇ ଧକ୍କା ଦେଲା ଗାଡି

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଅଭିନେତ୍ରୀ ପଲ୍ଲବୀ ଯୋଶୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ହାଇଦ୍ରାବାଦରେ ଅପକମିଂ ଫିଲ୍ମ ‘ ଦ ଭ୍ୟାକସିନ ଓ୍ଵାର’ ର ସୁଟିଂ ସମୟରେ ତାଙ୍କୁ ଏକ ଗାଡି ଧକ୍କା ଦେଇଥିଲା। ଆହତ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ହାଇଦ୍ରାବାଦରେ ଫିଲ୍ମ ‘ ଦ…

ଓସ୍କାର ୨୦୨୩ ପାଇଁ ସଟ୍‌ଲିଷ୍ଟ ହେଲା ‘ଦ କଶ୍ମୀର ଫାଇଲ୍ସ’ ସମେତ ଆଉ ୫ ଭାରତୀୟ ଫିଲ୍ମ, ବିବେକ ଅଗ୍ନିହୋତ୍ରୀ କଲେ…

ବଲିଉଡ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ଓସ୍କାର ୨୦୨୩ ପାଇଁ ସର୍ଟଲିଷ୍ଟ ହୋଇଛି । କେବଳ କଶ୍ମୀର ଫାଇଲ୍ସ ନୁହେଁ ବରଂ କାନ୍ତାରା, ଆରଆରଆର, ଗଙ୍ଗୁବାଇ କାଠିଆଓ୍ଵାଡି, ଚେଲୋ ସୋ ମଧ୍ୟ ଓସ୍କାର ନୋମିନେସନ ପାଇଁ ସର୍ଟଲିଷ୍ଟ ହୋଇଛି । ଆଉ ଏହାକୁ ନେଇ ବିବେକ…

ବିବେକ ଅଗ୍ନିହୋତ୍ରୀ ତିଆରି କରିବେ କାଶ୍ମୀର ଫାଇଲ୍ସର ଦ୍ୱିତୀୟ ଭାଗ ‘କାଶ୍ମୀର ଫାଇଲ୍ସ: ଅନ୍‌ରିପୋର୍ଟେଡ୍‌’; କହିଲେ,…

ବିବେକ ଅଗ୍ନିହୋତ୍ରୀ ନିଜର ଚର୍ଚ୍ଚିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ର ସିକ୍ୱେଲ ତିଆରି କରିବାକୁ ଘୋଷଣା କରିଛନ୍ତି। ସିକ୍ୱେଲର ନାମ ‘କାଶ୍ମୀର ଫାଇଲ୍ସ: ଅନ୍‌ରିପୋର୍ଟେଡ୍‌’ ହେବ। ସିକ୍ୱେଲ ବିଷୟରେ ଘୋଷଣା କରି ବିବେକ ଅଗ୍ନିହୋତ୍ରୀ କହିଛନ୍ତି କି, ଆମ ପାଖରେ କାଶ୍ମୀର ପଣ୍ଡିତମାନଙ୍କର ଦୁଃଖ…

ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ କୁ ଅଶ୍ଲୀଳ ଏବଂ ପ୍ରଚାର ଭିତ୍ତିକ ବୋଲି କହିଲେ IFFI ଜୁରୀ ନାଦବ ଲାପିଡ, ଅନୁପମ ଖେର…

ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଉପରେ ଟିପ୍ପଣୀ ଦେଇ ଫସିଛନ୍ତି ଇସ୍ରାଏଲର ରାଜଦୂତ ନାଦବ ଲାପିଡ । ଗୋଆ ଫିଲ୍ମ ଫେଷ୍ଟିଭାଲରେ ଇଣ୍ଟରନେସନ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ(IFFI))ର ଜୁରୀ ମୁଖ୍ୟ ନାଦବ ଲାପିଡ କହିଛନ୍ତି, ‘ ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ଏକ ଅଶ୍ଳୀଳ ଏବଂ ପ୍ରଚାର ଭିତ୍ତିକ ହୋଇଥିବା…

ଜଲ୍‌ଦି ଆସୁଛି ‘ଦ କାଶ୍ମୀର ଫାଇଲ୍ସ’ର ଦ୍ୱିତୀୟ ଭାଗ; ନିର୍ଦ୍ଦେଶକ ଜଣାଇ ଦେଲେ ତାରିଖ, ଜାଣନ୍ତୁ କେବେ ହେବ ରିଲିଜ୍‌

ଚଳିତ ବର୍ଷ ଆସିଥିବା ‘ଦ କାଶ୍ମୀର ଫାଇଲ୍ସ’ ଅନେକ ଲୋକଙ୍କୁ ସ୍ତବ୍ଧ କରି ଦେଇଥିଲା। କାଶ୍ମୀର ପଣ୍ଡିତମାନଙ୍କ ଯନ୍ତ୍ରଣା ଦେଖି ଲୋକେ ସିନେମା ହଲ୍‌ରେ ହିଁ କାନ୍ଦି ପକାଇଥିଲେ। ଲୋକମାନେ ଏହି ଫିଲ୍ମକୁ ଏତେ ମାତ୍ରାରେ ପସନ୍ଦ କରିଥିଲେ ଯେ ବହୁତ କମ୍‌ ବଜେଟ୍‌ରେ ପ୍ରସ୍ତୁତ ହୋଇଥିବା ଫିଲ୍ମ…

‘ଦ କାଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକଙ୍କ ବଡ଼ ଘୋଷଣା! ୫ ବିଦ୍ୟାର୍ଥୀଙ୍କୁ ଦେବେ ୫୦ ହଜାର ଲେଖାଏ ଟଙ୍କା; ଫିଲ୍ମରେ ମିଳିବ…

‘ଦ କାଶ୍ମୀର ଫାଇଲ୍ସ’ର ଅପାର ସଫଳତା ପରେ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଏବେ ୫ ଜଣ ବିଦ୍ୟାର୍ଥୀଙ୍କ ଭାଗ୍ୟ ଫିଟିଯିବ। ଖାସ୍‌ କଥା ହେଉଛି, ନିକଟରେ ଆୟୋଜିତ ଏକ ଫିଲ୍ମ ଉତ୍ସବରେ ନିର୍ଦ୍ଦେଶକ ଏହି ଘୋଷଣା କରିଛନ୍ତି। ଅଗ୍ନିହୋତ୍ରୀ ନିଜ…

ବ୍ରିଟିଶ୍‌ ସଂସଦ ଯିବେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ, ଆସିଛି ନିମନ୍ତ୍ରଣ

‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମ ପାଇଁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ବେଶ୍‌ ଚର୍ଚ୍ଚିତ ହୋଇଯାଇଛନ୍ତି। ଦେଶର ଅନେକ ସହରରୁ ତାଙ୍କୁ ନିମନ୍ତ୍ରଣ ଆସୁଛି। ସେଠାରେ ପହଞ୍ଚି ବିବେକ ଫିଲ୍ମ ବିଷୟରେ ନିଜ ମତାମତ ଦେଉଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ବିବେକଙ୍କୁ ବ୍ରିଟିଶ୍‌ ସଂସଦରୁ…

କେଜରିଓ୍ଵାଲଙ୍କ ପରେ ଏବେ ରାମଦେବ ବି କହିଲେ- ‘ଦ କଶ୍ମୀର ଫାଇଲ୍ସ’କୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଦେବା ଉଚିତ୍‌

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ପରେ ଏବେ ଯୋଗଗୁରୁ ବାବା ରାମଦେବ ମଧ୍ୟ ‘ଦ କଶ୍ମୀର ଫାଇଲ୍ସ’କୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିବାକୁ କହିଛନ୍ତି। ଏକ ଇଣ୍ଟରଭ୍ୟୁରେ ରାମଦେବ କହିଛନ୍ତି, ଏହି ଫିଲ୍ମ ଇତି ମଧ୍ୟରେ ଭଲ ରୋଜଗାର କରିସାରିଲାଣି। ଏଣୁ ଏବେ ଏହାକୁ ୟୁଟ୍ୟୁବ୍‌ ଓ…

ପାଗଳ, ମୁର୍ଖ, ନିର୍ବୁଦ୍ଧିଆ…! ମୁଖ୍ୟମନ୍ତ୍ରୀ କେଜରିଓ୍ଵାଲକୁ ଏମିତି କାହିଁକି କହିଲେ ‘ଦ କଶ୍ମୀର ଫାଇଲ୍ସ’…

ଦିଲ୍ଲୀରେ ‘ଦ କଶ୍ମୀର ଫାଇଲ୍ସ’କୁ କର ମୁକ୍ତ କରିବାକୁ ବୟାନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ…

ଫିଲ୍ମ ‘ଦ କାଶ୍ମୀର ଫାଇଲସ୍‌’ ଉପରେ ମନ୍ତବ୍ୟ ଦେବା ଯୁବକଙ୍କୁ ପଡିଲା ମହଙ୍ଗା : ମନ୍ଦିରରେ ନାକ ରଗଡି ମାଗିଲେ…

ରାଜସ୍ଥାନର ଅଲୱାରରେ ଥିବା କାଶ୍ମୀର ଫାଇଲ ଫିଲ୍ମ ଉପରେ ମନ୍ତବ୍ୟ ଦେବା ଜଣେ ଯୁବକଙ୍କ ଉପରେ ଭାରି ପଡିଛ । ଗାଁର ବରିଷ୍ଠ ବ୍ୟକ୍ତି ମାନେ ଦଳିତ ଯୁବକଙ୍କୁ ମନ୍ଦିରକୁ ଡାକି ଜବରଦସ୍ତ କ୍ଷମା ମାଗିଥିଲେ। କ୍ଷମା ମାଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ପ୍ରଶାସନର ହୋସ…

କାଶ୍ମୀର ଫାଇଲ୍ସ ପରେ ଏବେ ପରଦାକୁ ଆସିବ ‘ଦ କେରଳ ଷ୍ଟୋରୀ’, ସାମ୍ନାକୁ ଆସିବ ୩୨ ହଜାର ଝିଅ ଗାଏବ ହୋଇଥିବା ଘଟଣା

କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’ ଲୋକଙ୍କୁ ଖୁବ ପସନ୍ଦ ଆସିଛି। ଏହି ଫିଲ୍ମ ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ ପ୍ରଦର୍ଶିତ କରାଯାଇଛି। ଦ କାଶ୍ମୀର ଫାଇଲ୍ସ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକ ଟ୍ରେଣ୍ଡ୍ ଆରମ୍ଭ କରିଦେଇଛି ।…

ଦିନେ ତନୁଶ୍ରୀ ଦତ୍ତାଙ୍କୁ ଡ୍ରେସ୍‌ ଖୋଲି ନାଚିବାକୁ କହିଥିଲେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଏବେ ‘ଦ କଶ୍ମୀର ଫାଇଲ୍ସ’ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ‘ଦ କଶ୍ମୀର ଫାଇଲ୍ସ’ ୧୯୯୦ ମସିହାରେ ଘଟିଥିବା ସତ୍ୟ ଘଟଣା ଉପରେ ଆଧାରିତ। କଶ୍ମୀର ପଣ୍ଡିତମାନଙ୍କୁ ସେତେବେଳେ କିଭଳି ନିର୍ଯାତନା ଦିଆଯାଉଥିଲା, ତାହା ଫିଲ୍ମରେ ଦର୍ଶାଯାଇଛି। ମାତ୍ର ୧୫ କୋଟି…