Below header
Browsing Tag

tiger

କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ଜଙ୍ଗଲ ରାସ୍ତାରେ ବୁଲୁଛି ବାଘ, ଭୟଭୀତ ଲୋକେ

କଳାହାଣ୍ଡି: ରାସ୍ତାରେ ବୁଲୁଛି ବାଘ । କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ରାସ୍ତା ଜଙ୍ଗଲରେ କଲରାପତରିଆ ବାଘ ଦେଖିବାକୁ ମିଳିଛି । ବାଘ ବୁଲୁଥିବାରୁ ଲୋକେ ଭୟଭୀତ ହୋଇ ରହିଛନ୍ତି । ଗତକାଲି ରାତିରେ ସିଉନି ଗାଁର ଆଲୋକ ପାଣିଗ୍ରାହୀ ତାଙ୍କ ସାଙ୍ଗଙ୍କ ସହ ଫେରୁଥିବାବେଳେ ବାଘ…

ଚୌଦ୍ୱାର ଡମଣି ଜଙ୍ଗଲରେ ୨ଟି ବାଘ ଛୁଆ ଖେଳୁଥିବାର ଭିଡିଓ ଭାଇରାଲ୍, ଭୟଭୀତ ସ୍ଥାନୀୟ ଲୋକେ

ଚୌଦ୍ୱାର: କଟକ ବନଖଣ୍ଡ ଡାଲିଯୋଡ ବନାଞ୍ଚଳରେ ବାଘ ଆତଙ୍କ । ଚୌଦ୍ୱାର ଥାନା ଡମଣି ଜଙ୍ଗଲରେ ବାଘ ଦେଖିବାକୁ ମିଳିଛି। ଗତକାଲି ରାତିରେ ରାସ୍ତାରେ ୨ଟି ବାଘଛୁଆ ଖେଳୁଥିବା ଦେଖିବାକୁ ମିଳିଛି। ବାଘକୁ ଦେଖି ଭୟଭୀତ ଅଛନ୍ତି ସ୍ଥାନୀୟ ଲୋକ । ତେବେ ଏ ସମ୍ପର୍କରେ ଜଙ୍ଗଲ ବିଭାଗ ପାଖରେ କିଛି…

ଆନନ୍ଦପୁର: ବାଘ ନୁହେଁ ହେଟା, ଗୁଜବକୁ ଖଣ୍ଡନ କରି ଭୟଭୀତ ନହେବାକୁ ଅନୁରୋଧ କଲା ବନବିଭାଗ

ଆନନ୍ଦପୁର: ବାଘ ନୁହେଁ ହେଟା । ବାଘ ଦେଖା ଦେଇଥିବା ଗୁଜବକୁ ଖଣ୍ଡନ କରିଛି ବନବିଭାଗ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଦେଉଗାଁ ରେଞ୍ଜ ଅନ୍ତର୍ଗତ ରେକୁଟିଆ ଗାଁ ନିକଟରେ ବାଘ ଦେଖିଥିବା ଜଣେ ବ୍ୟକ୍ତି କହିଥିଲେ। ରାସ୍ତାରେ ଆସୁଥିବା ସମୟରେ ବାଘ ସହ ସାମ୍ନାସାମ୍ନି ହେବା ପରେ ସେଠାରୁ…

ବାଘ ଆକ୍ରମଣର ଲାଇଭ୍‌ ଭିଜୁଆଲ୍, ଦେଖିଲେ ଥରି ଉଠିବ ଛାତି

ଆସାମ: ବାଘ ଆକ୍ରମଣର ଲାଇଭ୍‌ ଭିଜୁଆଲ୍ । ଗୋଡାଇ ଗୋଡାଇ ଆକ୍ରମଣ କରୁଛି ବାଘ। ବାଲି ଗଦା ଉପରୁ ଭୟଙ୍କର କୁଦା ମାରି ଲୋକଙ୍କୁ ଆକ୍ରମଣ କରୁଛି। କାଜିରଙ୍ଗା ନ୍ୟାସନାଲ ପାର୍କ ପକ୍ଷରୁ ଜାରି ହୋଇଥିବା ଏହି ଭିଡିଓଟି ଏବେ ଭାଇରାଲ ହୋଇଛି। video courtesy: The Entertainer 101…

ଜେଲରେ ରହିବ ବାଘ ! ହତ୍ୟା ଅଭିଯୋଗରେ ମିଳିଛି ଦଣ୍ଡ

ଜଙ୍ଗଲରେ କିମ୍ବା କୌଣସି ଚିଡିଆଖାନାରେ ବାଘ ଦେଖିବା ଅତି ସାଧାରଣ କଥା । କିନ୍ତୁ ଯଦି କୌଣସି ବାଘ ଉପରେ ହତ୍ୟାର ଆରୋପ ଲଗାଯାଇ ଜେଲ ଦଣ୍ଡ ଦିଆଯାଏ ତେବେ କଥା ଅସାଧାରଣ ହୋଇଯାଏ । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା । କିନ୍ତୁ ପ୍ରକୃତରେ ଏହିପରି ଏକ ଘଟଣା ସତରେ ଘଟିଛି । ଆଉ ଏହି ଘଟଣା ଘଟିଛି…

ଲକଡାଉନରେ ଚାଲି ଚାଲି ୩୦୦ କିଲୋମିଟର ବାଟ ଅତିକ୍ରମ କରିଗଲା ବାଘ, ଜାଣନ୍ତୁ କାହିଁକି

କରୋନା ଯୋଗୁଁ ଯଦିଓ ମଣିଷର ଏଣେତେଣେ ବୁଲିବା ବନ୍ଦ ହୋଇଯାଇଛି କାରଣ ଲକଡାଉନ ଜାରି କରାଯାଇଛି ।ଲୋକମାନେ ଘରେ ବସି ରହୁଛନ୍ତି ଯାହାଦ୍ୱାରା ସେମାନେ କରୋନାଠାରୁ ଦୁରେଇ ରହିପାରିବେ କିନ୍ତୁ ଏହି ନିୟମ ପଶୁପକ୍ଷୀମାନଙ୍କ ଠାରେ ଲାଗୁ କରାଯାଇପାରି ନାହିଁ । ତେବେ ଏହା ମଧ୍ୟରେ ଏକ ବାଘ 300…

ଟିକେ ବି ଭୟ ନାହିଁ! ଏକାଠି ବୁଲୁଛନ୍ତି ଜାତୀୟ ପଶୁ ଓ ଜାତୀୟ ପକ୍ଷୀ; ଦେଖନ୍ତୁ ଭିଡିଓ

ଭାରତର ଜାତୀୟ ପଶୁ ବାଘ ନିଜ ଠାରୁ ଛୋଟ ଜନ୍ତୁଙ୍କୁ ଶିକାର କରିଥାଏ ବୋଲି ତ ସମସ୍ତେ ଜାଣନ୍ତି। କିନ୍ତୁ ବାଘର ବନ୍ଧୁତା ବିଷୟରେ ବୋଧେ ଖୁବ୍‌ କମ୍‌ ଲୋକ ଶୁଣିଥିବେ। ରାଜଧାନୀ ଦିଲ୍ଲୀରେ ବାଘ ଜାତୀୟ ପକ୍ଷୀ ମୟୂର ସହ ଏକାଠି ବୁଲୁଥିବା ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ…

ଆସନ୍ତାକାଲି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ, ଜାଣନ୍ତୁ ଭାରତରେ କେମିତି ଗଣାଯାଏ ବାଘ

ଭାରତର ଜାତୀୟ ପଶୁ ହେଉଛି ବାଘ। ଦେଶର ସବୁଠୁ ବଡ଼ ମାନ୍ୟତା ମିଳିଥିଲେ ବି ପଶୁ ଶ୍ରେଷ୍ଠ ବାଘ ଆଜି ବିପଦରେ। ଏଣୁ ବାଘଙ୍କ ସୁରକ୍ଷା କରିବାକୁ ସବୁ ଦେଶ ଏବେ ଲାଗିପଡ଼ିଛନ୍ତି। ତାପମାତ୍ରା ବୃଦ୍ଧି, ସନ୍ତୁଳନ ରକ୍ଷା, ଆବଶ୍ୟକୀୟ ଯତ୍ନର ଅଭାବ ଓ ଶିକାର କରାଯିବା ଯୋଗୁ ଦିନକୁ ଦିନ ବାଘଙ୍କ ସଂଖ୍ୟା…

ନବରଙ୍ଗପୁର ପୁଟଘର ଗାଁରେ ପୁଣି ବାଘ ଆତଙ୍କ: ବନ ବିଭାଗ ପହଁଚି ଜଙ୍ଗଲର ଦୁଇଟି ସ୍ଥାନରେ କ୍ଯାମେରା ଲଗାଇବା ସହିତ…

ନବରଙ୍ଗପୁର: ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ଦୁଇ କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରିବା ପରେ ଆସେ ନବରଙ୍ଗପୁର ଜିଲ୍ଲାର  ପୁଟ ଘର ଗାଁ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପୁଟଘର ଗାଁ ଲୋକ ନିରାଡ଼ମ୍ବର ଭାବେ ସୁଖ,ଶାନ୍ତି ଓ ଖୁସିରେ ଜୀବନ ଜିଉଁ ଥିବା ବେଳେ ଜଙ୍ଗଲ…

‘ବାଘ’ ଚୋରା କାରବାର: ଜାତିସଂଘର ବନ୍ୟଜନ୍ତୁ ଅପରାଧ ରିପୋର୍ଟ, ଚୀନ୍‌ ପଛକୁ ରହିଛି ଭାରତ

ନୂଆଦିଲ୍ଲୀ: ବାଘ ହାଡ଼ରୁ ତିଆରି ହେଉଛି କେକ୍‌ ଓ ମଦ! ଆଶ୍ଚର୍ଯ୍ଯ ଲାଗୁଥିଲେ ବି ସତ। କେବଳ ଔଷଧୀୟ ଗୁଣକୁ ନେଇ ବାଘର ଶିକାର ହେଉଛି ବୋଲି ଭାବିବା ଭୁଲ୍। ବିଳାସପୂର୍ଣ୍ଣ ସାମଗ୍ରୀ ନିର୍ମାଣ ପାଇଁ ମଧ୍ୟ ବାଘର ଚୋରା କାରବାର ହେଉଛି। ଆଉ ଏଥିରେ ଚୀନ୍‌ ପ୍ରଥମ ସ୍ଥାନରେ ଥିବାବେଳେ ତା ପଛକୁ…

ବାଘ ଛାଲ ର‍୍ୟାକେଟର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ STF, ଦଶପଲ୍ଲା ଗଣିଆ ଅଞ୍ଚଳରୁ ୨ ବେପାରୀ ଗିରଫ

ନୟାଗଡ: ବାଘ ଛାଲ ର‍୍ୟାକେଟର ହେଲା ପର୍ଦ୍ଦାଫାଶ। କ୍ରାଇମବ୍ରାଞ୍ଚ STF ପର୍ଦ୍ଦାଫାଶ କରିଛି ଏହି ର‍୍ୟାକେଟକୁ । ୨ଟି କଲରା ପତରିଆ ବାଘ ଛାଲ ଓ ହରିଣ ଛାଲ ଜବତ କରିଛି STF। ଏହି ଚୋରା କାରବାରରେ ଦଶପଲ୍ଲା ଗଣିଆ ଅଞ୍ଚଳରୁ ୨ ବେପାରୀଙ୍କୁ ଗିରଫ କରାଯାଇଛି। ଆଜି ସେମାନଙ୍କୁ ଦଶପଲ୍ଲା…

ଗଜପତି ଜିଲ୍ଲା ମୋହନା ବନାଞ୍ଚଳରେ ବୁଲୁଛି ବାଘ! ପାଦ ଚିହ୍ନ ପଡ଼ିଥିବା ଦେଖିବାପରେ ଆତଙ୍କିତ ଅଞ୍ଚଳବାସୀ

ମୋହନା: ଗଜପତି ଜିଲ୍ଲା ମୋହନା ବନାଞ୍ଚଳରେ ବାଘ ଆତଙ୍କ । ଗାଣ୍ଡାପଦର ଗାଁ ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଥିବା ଅଭିଯୋଗ ହୋଇଛି । ଏହି ଖବର ଜଣା ପଡ଼ିବା ପରେ ଆତଙ୍କିତ ଅଞ୍ଚଳବାସୀ । ଦୁଇ ଦିନ ତଳେ ଗାଁର ଜଣେ ବ୍ୟକ୍ତିଙ୍କର ଗୋଟିଏ ବଳଦ ନିଖୋଜ ହୋଇଥିଲା । ଖୋଜାଖୋଜି ପରେ ଜଙ୍ଗଲରୁ ମିଳିଥିଲା…