Browsing Tag

tiger

ଆଫ୍ରିକା ନାମିବିୟାରୁ ଭାରତ ଆସିବ ଚିତା ବାଘ, ସୁପ୍ରିମକୋର୍ଟ ଦେଲା ଗ୍ରୀନ ସିଗନାଲ

କେନ୍ୟୁଜ୍(ବ୍ୟୁରୋ):ଆଫ୍ରିକାରୁ ଭାରତ ଆସିବ ଚିତା ବାଘ । ନାମିବିୟାରୁ ଅଣାଯିବ । ଏନେଇ ସୁପ୍ରିମକୋର୍ଟ ଦେଇଛନ୍ତି ଗ୍ରୀନ ସିଗନାଲ । କେନ୍ଦ୍ର ସରକାରଙ୍କୁ ଅନୁମତି ମିଳିଛି । ଆଫ୍ରିକାରୁ ଚିତା ବାଘ ଆଣିବା ପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଜାତୀୟ ବ୍ୟାଘ୍ର ସଂରକ୍ଷଣ…

ନନ୍ଦନ କାନନରେ ବାଘ ସଂଖ୍ୟା ବଢ଼ାଇଲେ ଦୁଇ ନୂଆ ଅତିଥି

ନନ୍ଦନକାନନରେ ନୂଆ ଅତିଥି । ନନ୍ଦନକାନନରେ ୨ଟି ବାଘ ଛୁଆ ଜନ୍ମ ନେଇଛନ୍ତି । ଧଳା ବାଘୁଣୀ ସ୍ନେହା ଗର୍ଭରୁ ୨ଟି ବାଘ ଛୁଆ ଜନ୍ମ ହୋଇଛନ୍ତି । ଫଳରେ ଏବେ ନନ୍ଦନକାନନରେ ବାଘସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଏବେ ୮ଟି ଧଳାବାଘ ଓ ୪ଟି କଳାବାଘ ଅଛନ୍ତି। ସିସିଟିଭି ମାଧ୍ୟମରେ ଛୁଆମାନଙ୍କ ଉପରେ ନଜର…

ପାଣିରେ ପଡ଼ିଲା ୨୬ କୋଟି ଟଙ୍କା !, ଫେଲ୍‌ ମାରିଲା ଅନ୍ତଃରାଜ୍ୟ ବ୍ୟାଘ୍ର ପ୍ରକଳ୍ପ

କେନ୍ୟୁଜ୍(ବ୍ୟୁରୋ): ପଦାରେ ପଡ଼ିଲା ରାଜ୍ୟ ବନବିଭାଗର ପାରିବାପଣିଆ । ପାଣିରେ ପଡ଼ିଲା ୨୬ କୋଟି ଟଙ୍କା । ପ୍ରଥମକରି ରାଜ୍ୟ ରାଜ୍ୟ ଭିତରେ ବାଘ ସ୍ଥାନାନ୍ତରକରଣ ଓଡ଼ିଶା-ମଧ୍ୟପ୍ରଦେଶ ମଧ୍ୟରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଥିଲା । କିନ୍ତୁ ଚୁଲିକି ଯାଇଛି ଦେଢବର୍ଷ ତଳର ଖୁସି । ରାଜ୍ୟ ବନବିଭାଗକୁ…

ଅନୁଗୁଳ ସାତକୋଶିଆରୁ ଫେରିଯିବ ସୁନ୍ଦରୀ, ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି ଜାତୀୟ ବାଘ୍ୟ ସଂରକ୍ଷଣ ପ୍ରାଧିକରଣ ବା…

କେନ୍ୟୁଜ୍(ବ୍ୟୁରୋ): ଶିକାରୀଙ୍କ ଗୁଳିମାଡରେ ମହାବୀରର ମୃତ୍ୟୁ ହୋଇଛି । ମହାବୀରର ମୃତଦେହ ଅସ୍ୱଭାବିକ ପରିସ୍ଥିତିରେ ମିଳିଥିଲା । ପ୍ରାଥମିକ ତଦନ୍ତରୁ ଏହା ସ୍ୱଷ୍ଟ ହୋଇଛି । ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି ଜାତୀୟ ବାଘ୍ୟ ସଂରକ୍ଷଣ ପ୍ରାଧିକରଣ ବା NTCA । ସେହିପରି ଅନୁଗୁଳ…

ବାଘ ନୁହେଁ ମଣିଷଖିଆ, ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ-ଏନସିଟିଏ ପକ୍ଷରୁ ସଂଶୋଧିତ ଗାଇଡଲାଇନରେ ଉଲ୍ଲେଖ

ବାଘ ନୁହେଁ ମଣିଷଖିଆ। କୌଣସି ପରିସ୍ଥିତିରେ ଯଦି ବାଘ ମଣିଷକୁ ଆକ୍ରମଣ କରେ, ତେବେ ବାଘକୁ ମଣିଷଖିଆ କୁହାଯାଇପାରିବ ନାହିଁ। ତେବେ ସେମାନଙ୍କ ଠାରୁ ମଣିଷ ପ୍ରତି ବିପଦ ଥିବା କୁହାଯାଇପାରିବ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ-ଏନସିଟିଏ ପକ୍ଷରୁ ସଂଶୋଧିତ ଗାଇଡଲାଇନରେ ଏହା ଉଲ୍ଲେଖ…

ତିନି ଛୁଆଙ୍କ ସହ ବାଘୁଣୀ ନଦୀରୁ ପାଣି ପିଉଥିବା ଦୁର୍ଲ୍ଲଭ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ପ୍ରତିଦିନ ପଶୁପକ୍ଷୀଙ୍କ ସମ୍ବନ୍ଧୀୟ ବିଭିନ୍ନ ଭିଡିଓ ସେୟାର ହେଉଛି। ପ୍ରାୟ ସବୁ ଭିଡିଓରେ ଜୀବଜନ୍ତୁମାନେ ମଣିଷ ଭଳି ବ୍ୟବହାର କରି ଲୋକଙ୍କ ହୃଦୟ ଜିତିଯାଉଛନ୍ତି। ଏବେ ପୁଣି ଥରେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ବାଘୁଣୀ ତିନି ଛୁଆଙ୍କ…

ଆଜି ବିଶ୍ୱ ବ୍ୟାଘ୍ର ଦିବସ, ପ୍ରକାଶ ପାଇବ ବର୍ଷ ୨୦୧୮ ପାଇଁ ବାଘ ଗଣନା ରିପୋର୍ଟ

ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ବିଶ୍ୱ ବ୍ୟାଘ୍ର ଦିବସ । ଏହି ଅବସରରେ ପ୍ରକାଶ ପାଇବ ବର୍ଷ ୨୦୧୮ ପାଇଁ ବାଘ ଗଣନା ରିପୋର୍ଟ । ଗତ ୩ଟି ଗଣନାରେ ଦେଶରେ ବାଘ ବଂଶ ବୃଦ୍ଧି ପାଇଥିଲା । କିନ୍ତୁ ଓଡ଼ିଶାରେ କ୍ରମାଗତ ଖସିଛି । ୨୦୦୬ରେ ଓଡ଼ିଶାରେ ୪୫ଟି ବାଘ ଥିବା ବେଳେ ଗତ ଗଣନାରେ ମାତ୍ର ୨୮ଟି ଚିହ୍ନଟ…

ବିଂଝାରପୁର ରାହସ ଗୁହାଳି ଗାଁରେ ବାଘ ଆତଙ୍କ, ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ

ଯାଜପୁର ଟାଉନ୍ : ଗତକାଲି ସନ୍ଧ୍ୟାରେ ବିଂଝାରପୁର ରାହସ ଗୁହାଳି ଗାଁର ଆମ୍ବ ନଈ ନିକଟରେ କେତେକ ଗ୍ରାମବାସୀ ଗୋଟିଏ ବାଘୁଣୀ ଏବଂ ୩ଟି ଛୁଆ ବୁଲୁଥିବା ଦେଖିବାକୁ ପାଇଥିଲେ।ଏ ନେଇ ଗ୍ରାମବାସୀମାନେ ବନବିଭାଗ କୁ ଖବର ଦେଇଥିଲେ। ଆଜି ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ବାଘ ଛଆ ଓ ତା ମା’କୁ…

ଗଲ୍ଫ ଖେଳାଳି ଟାଇଗର ଉଡ୍‌ସଙ୍କ ନାଁରେ ହତ୍ୟା ଅଭିଯୋଗ, ଜାଣନ୍ତୁ ପୂରା ଘଟଣା

ଲଣ୍ଡନ : ଆମେରିକାର ବିଶ୍ୱ ଶ୍ରେଷ୍ଠ ଗଲ୍ଫ ଖେଳାଳି ଟାଇଗର ଉଡ୍‌ସଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ । ତାଙ୍କ ରୋସ୍ତୋରାଁରେ କାମ କରୁଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ପରିବାର ପକ୍ଷରୁ ଉଡ୍‌ସ ଓ ତାଙ୍କ ପ୍ରେମିକା ସମେତ କମ୍ପାନୀ ଉପରେ ମକଦ୍ଦମା କରିଛନ୍ତି । ଗତବର୍ଷ…

ଶୋଇଥିବା ବାଘକୁ ଉଠାଇବା ପଡିଲା ଭାରି, ଦେବାକୁ ପଡିଲା ୫୧ ହଜାର ଜରିମାନା

ରାଜସ୍ଥାନର ରଣଥମ୍ବୋର ବାଘ ରିଜର୍ଭରେ ଥିବା ଏକ ବାଘ ଉପରେ ପଥର ଫୋପଡ଼ାଯିବା ମାମଲା ସାମ୍ନାକୁ ଆସିଛି। କୁହାଯାଉଛି କି, ଜଣେ ପର୍ଯ୍ୟଟକ ଆଉ ତାଙ୍କ ଗାଇଡ୍ ବାଘକୁ ନିଦରୁ ଉଠାଇବା ପାଇଁ ତାହା ଉପରେ ପଥର ଫୋପାଡିଥିଲେ। ତେବେ ଏହି ସଂପୂର୍ଣ୍ଣ ଘଟଣାଟି ସେଠାରେ ଥିବା ସିସିଟିଭିରେ ରେକର୍ଡ…

ରାଜଧାନୀରେ ପୁଣି ବାଘ ଆତଙ୍କ

ଭୁବନେଶ୍ବର : ରାଜଧାନୀରେ ପୁଣି ବାଘ ଆତଙ୍କ । ଭୁବନେଶ୍ୱର ଉପକଣ୍ଠ ରଙ୍ଗମାଟିଆରେ ବାଘ ବୁଲୁଥିବା ନେଇ ଚର୍ଚ୍ଚା ହୋଇଛି। ଏହି ଚର୍ଚ୍ଚା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଘଟଣାସ୍ଥଳରେ ବନବିଭାଗ ଟିମ୍‌ ପହଞ୍ଚି ଛାନବିିନ୍‌ ଆରମ୍ଭ କରିଛନ୍ତି। ରଙ୍ଗମାଟିଆରେ ବାଘ ବୁଲିବା ନେଇ…

ନବୀନ ନିବାସ ନିକଟରେ ବୁଲୁଛି କଲରାପତରିଆ , ସିସିଟିଭିରେ କଏଦ୍ ହେଲା ଭିଜୁଆଲ୍

ଭୁବନେଶ୍ବର : ରାଜଧାନୀରେ ବାଘ । ଭୁବନେଶ୍ୱରରେ କଲରାପତରିଆ ବାଘ ନେଇ ଆତଙ୍କ। ସିସିଟିଭିରେ କଏଦ୍ ହୋଇଛି ରାସ୍ତାରେ ବୁଲୁଥିବାର ଭିଜୁଆଲ୍ । ପାଚେରୀ ଡେଇଁ ଗେଟ୍‌ ଆଗରେ ଚକ୍କର କାଟୁଛି। ଘର ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ସେହି ଦୃଶ୍ୟ । ଭୁବନେଶ୍ୱର ପଳାଶପଲ୍ଲୀ…