ସଟ୍ଡାଉନ୍ରେ ନିୟମ ନମାନି କଲେ ଟିକ୍ଟକ୍, ପୋଲିସ ଧରିବାରୁ ମାଗିଲେ କ୍ଷମା
ଗଞ୍ଜାମ (କେନ୍ୟୁଜ ବ୍ୟୁରୋ) : ସଟ୍ଡାଉନ୍ ବେଳେ ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି । ହେଲେ ଶନିବାର ଗଞ୍ଜାମ ବଡ଼ବଜାର ଥାନା ଅଞ୍ଚଳର ୪ ଜଣ ଯୁବକ ଟିକ୍ଟକ୍ ଭିଡିଓ ମାଧ୍ୟମରେ ସରକାରଙ୍କ ସଟ୍ଡାଉନ୍ ନିୟମ ପାଳନ କରୁନଥିବା କହିଥିଲେ । ପ୍ରତିଦିନ ଯେପରି ବୁଲନ୍ତି, ସଟ୍ଡାଉନ୍ ବେଳେ…