Below header
Browsing Tag

tiktok

କରୋନା ଭାଇରସ୍‌ ଚ୍ୟାଲେଞ୍ଜ ନାଁରେ ଟଏଲେଟ୍‌ ସିଟ୍‌କୁ ଚାଟିଲେ ମହିଳା, ଦେଖନ୍ତୁ ଭିଡିଓ

କରୋନା ଭାଇରସ୍‌କୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଏହି ଭାଇରସ୍‌ ପାଇଁ ମେଡିସିନ୍‌ ମିଳୁନଥିବାରୁ ଲୋକମାନେ ଆତଙ୍କିତ ଥିବା ବେଳେ ସରକାର ଏହାକୁ ଜାତୀୟ ବିପତ୍ତି ବୋଲି ଘୋଷଣା କରିଛନ୍ତି। ତେବେ କରୋନାର ଭୟବହତାକୁ ଦୃଷ୍ଟିରେ ରଖି ସବୁଆଡ଼େ ଏବେ ଧୀରେ ଧୀରେ ଦୋକାନ ବଜାର ବନ୍ଦ କରି ଦିଆଯାଉଛି।…

ଟିକଟକ ଭିଡିଓ ବନାଇବା ପାଇଁ କରୁଥିଲେ ଏପରି କାମ..ଅକାଳରେ ଚାଲିଗଲା ପ୍ରାଣ

ଉତ୍ତରପ୍ରଦେଶରେ ଟିକଟକ ଭିଡିଓ ବନାଇବା ସମୟରେ ଜଣେ ନବବିବାହିତ ଯୁବକଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଯୁବକ ଜଣକ ଏକ ଚଳନ୍ତା ଟ୍ରାକ୍ଟର ଉପରେ ଷ୍ଟଣ୍ଟ କରିବା ସହିତ ଟିକଟକ ଭିଡିଓ ବନାଉଥିଲେ । ଠିକ ସେହି ସମୟରେ ଟ୍ରାକ୍ଟରଟି ଓଲଟିଯିବାରୁ ସେ ଗାଡି ତଳକୁ ଆସିଯାଇଥିଲା ଏବଂ ତାର ମୃତ୍ୟୁ…

ଗର୍ଲଫ୍ରେଣ୍ଡକୁ ଇମ୍ପ୍ରେସ୍‌ କରିବା ଚକ୍କର୍‌ରେ ଗଲା ଯୁବକଙ୍କ ଜୀବନ, ଜାଣନ୍ତୁ ପୁରା ଘଟଣା

ଆଜିକାଲି ଯୁବପିଢୀ ନିଜ ଜୀବନକୁ ଖାତିରି ନକରି ଟିକ୍‌ଟକ୍‌ ଭିଡିଓ କରି ପୋଷ୍ଟ କରୁଛନ୍ତି। ଟିକ୍‌ଟକ୍‌ରେ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ କରି ଯୁବପିଢୀ ଲୋକପ୍ରିୟ ହେବାକୁ ଚାହୁଁଛନ୍ତି। ଏଭଳି ଏକ ଘଟଣା ମୋଗା-ଫିରୋଜପୁର ରୋଡ ସ୍ଥିତ ଗାଁ ଘଲଖୁର୍ଦ ନିକଟରେ ଦେଖିବାକୁ ମିଳିଛି। ଯେଉଁଠାରେ ୧୮…

ହ୍ଵାଟ୍ସଆପ, ଟିକଟକ ଓ ଟ୍ୱିଟର ବିରୋଧରେ ଦେଶରେ ରୁଜୁ ହେଲା ମାମଲା, ଜାଣନ୍ତୁ କଣ କହିଲେ ଅଭିଯୋଗକାରୀ

ହାଇଦ୍ରାବାଦ ପୋଲିସ ମାଇକ୍ରୋ ବ୍ଳଗିଙ୍ଗ ପ୍ଲାଟଫର୍ମ, ଫେସବୁକର ହ୍ଵାଟ୍ସଆପ ଏବଂ ଟିକଟକ ପ୍ଲାଟଫର୍ମ ବିରୋଧରେ ଦେଶରେ ଘୃଣା ଏବଂ ରାଷ୍ଟ୍ର ବିରୋଧୀ ଜିନିଷର ପ୍ରଚାର ଓ ପ୍ରସାର ଉପରେ ଏକ ଅପରାଧିକ ମାମଲା ରୁଜୁ କରିଛି । ତେବେ ହ୍ଵାଟ୍ସଆପ ଟ୍ୱିଟର, ଟିକଟକ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି…

ଖୋର୍ଦ୍ଧା: ସୋସିଆଲ୍‌ ମିଡିଆରେ ଟିକଟକ୍‌ ଭିଡିଓ ପୋଷ୍ଟ କରି ଆତ୍ମହତ୍ୟା କଲେ ଯୁବକ, ନିଜ ମୃତ୍ୟୁ ପାଇଁ କିଛି…

ବେଗୁନିଆ: ଟିକଟକ୍‌ ଭିଡିଓ କରି ସୁଇସାଇଡ୍‌ । ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଆତ୍ମହତ୍ୟା କଲେ ଯୁବକ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ଘଟିଛି ଏହି ଘଟଣା । ମୃତ ଯୁବକଙ୍କ ନାଁ ଭଗବାନ ସାହୁ ଓ ଘର ତଳସାହିରେ । ଆଜି ଦିନ ବେଳା ସେ ଏକ ଟିକଟକ୍‌ ଭିଡିଓ କରିଥିଲେ । ତାପରେ ଆତ୍ମହତ୍ୟା…

ପେଚା ସହ ଟିକ୍‌ଟକ୍‌ କରିବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା, ଗଣିବାକୁ ପଡ଼ିଲା ମୋଟା ଅଙ୍କର ଜରିମାନା

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଟିକ୍‌ଟକ୍‌ ଭିଡିଓ ଭାଇରାଲ ହେଉଛି। ଲୋକପ୍ରିୟ ହେବା ଆଶାରେ ଯୁବପିଢ଼ି ଟିକ୍‌ଟକ୍‌ କରୁଥିବା ବେଳେ କିଛି ଲୋକଙ୍କ ପାଇଁ ଏହା ମହଙ୍ଗା ମଧ୍ୟ ପଡୁଛି। ଅଧିକ ଲାଇକ୍‌ କମେଣ୍ଟ ପାଇଁ ଟିକଟକ୍‌ ଭିଡିଓ କରି ନିକଟରେ ଜଣେ ମହିଳା ହଟହଟା ହୋଇଛନ୍ତି। ଏଭଳି ଏକ…

ସ୍ୱର୍ଣ୍ଣ ମନ୍ଦିରରେ ଟିକଟକ ବ୍ୟାନ, ମୋବାଇଲ ଫୋନ ଉପରେ ମଧ୍ୟ ଲାଗିପାରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ

ନିକଟରେ ଚଣ୍ଡୀଗଡ଼ ସ୍ୱର୍ଣ୍ଣ ମନ୍ଦିରର କିଛି ଭିଡିଓ ଭାଇରଲ ହେବାପରେ ଶିରୋମଣି ଗୁରୁଦ୍ୱାରର ପ୍ରବନ୍ଧକ ସମିତି ସୋସିଆଲ ମିଡ଼ିଆ ଆପ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ପୂର୍ବରୁ ଅକାଳ ଯଥେଦାର ଜ୍ଞାନୀ ହରପ୍ରିତ ସିଂ କହିଥିଲେ ଯଦି ଶ୍ରଦ୍ଧାଳୁ ମନ୍ଦିର…

ଟିକ୍‌ଟକ୍‌ କରୁଥିବାରୁ ସ୍ତ୍ରୀକୁ ଛାଡ଼ପତ୍ର ଦେଲା ସ୍ୱାମୀ, ଜାଣନ୍ତୁ ସୋସିଆଲ ମିଡିଆ ଯୋଗୁ କେମିତି ଭାଙ୍ଗୁଛି ଘର

ସୋସିଆଲ ମିଡିଆର ପ୍ରଭାବ ଧୀରେ ଧୀରେ ସାମାଜିକ ଜୀବନ ଉପରେ ପଡ଼ୁଛି। ଖାସ୍‌ କରି ଦାମ୍ପତ୍ୟ ଜୀବନ ଉପରେ ଏହାର ପ୍ରଭାବ ଟିକେ ଅଧିକ ପଡ଼ୁଛି। ବର୍ତ୍ତମାନ ଲୋକମାନେ ଲୋକପ୍ରିୟ ହେବା ପାଇଁ ସୋସିଆଲ ମିଡିଆ ଆପ୍‌ ଟିକ୍‌ଟକ୍‌ ବ୍ୟବହାର କରୁଛନ୍ତି। ଟିକ୍‌ଟକ୍‌ କିଛି ସମୟ ପାଇଁ ମନୋରଞ୍ଜନର ମାଧ୍ୟମ…

ଟିଭି ଜଗତର ଏହି ଲୋକପ୍ରିୟ ଅଭିନେତ୍ରୀ ହସ୍ପିଟାଲରେ ହେଲେ ଭର୍ତ୍ତି, ଶୀଘ୍ର ଠିକ୍‌ ହୋଇଯିବା ପାଇଁ ଫ୍ୟାନ୍ସ କରୁଛନ୍ତି…

ଷ୍ଟାରପ୍ଳସରେ ପ୍ରସାରଣ ହେଉଥିବା ବିରା ସିରିୟଲରେ ନିଜର ନା କରିଥିବା ଅଭିନେତ୍ରୀ ଆରିସଫା ଖାନ୍‌ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୋସିଆଲ୍‌ ମିଡିଆରେ ସେ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । କିନ୍ତୁ ଆରିସଫା କେଉଁ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେନେଇ…

ଏବେ କଷ୍ଟ ହେବ ଫେସବୁକ୍‌, ହ୍ଵାଟ୍ସଆପ୍‌ ଏବଂ ଟିକଟକ୍‌ର ବ୍ୟବହାର, ଆସୁଛି ନୂଆ ନିୟମ

ଏବେ ଆପଣଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର କରିବା କଷ୍ଟକର ହୋଇପାରେ। କେନ୍ଦ୍ର ସରକାର ଦେଶରେ ଥିବା ସମସ୍ତ ସୋସିଆଲ ମିଡିଆ ଫେସବୁକ୍‌ (Facebook) ହ୍ଵାଟ୍ସଆପ୍‌ (WhatsApp), ଇନଷ୍ଟାଗ୍ରାମ (Instagram), ଟ୍ଵିଟର (Twitter) , ଏବଂ ଟିକଟକ୍‌ (Tik Tok) ଆକାଉଣ୍ଟ ଖୋଲିବା ନିୟମକୁ ସକ୍ତ…

ଏଣିକି ଟିକ୍‌ଟକ୍‌ ଭିଡିଓ ମାଧ୍ୟମରେ ଶିକ୍ଷାଦାନ ହେବ, ଆଇଏମଏମ ଇନ୍ଦୋର ପକ୍ଷରୁ ଟିକ୍‌ଟକ୍‌ ସହ ବୁଝାମଣା ପତ୍ର ହୋଇଛି…

ଟିକ୍‌ଟକ୍‌ ଭିଡିଓ ମାଧ୍ୟମରେ ଏଣିକି ଶିକ୍ଷାଦାନ ହେବ । ପାଠ ପଢିବେ ଇନ୍ଦୋରର ଆଇଏମଏମ ଛାତ୍ରଛାତ୍ରୀ । ଏନେଇ ଆଇଏମଏମ ଇନ୍ଦୋର ପକ୍ଷରୁ ଟିକ୍‌ଟକ୍‌ ସହ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଯୁବକ-ଯୁବତୀଙ୍କ ମଧ୍ୟରେ ଟିକଟକର ଆଗ୍ରହକୁ ଦେଖି ମନୋରଞ୍ଜନ ଛଡା ଶିକ୍ଷାଦାନ ପାଇଁ ଏଭଳି ପ୍ରୟାସ…

ଗଞ୍ଜାମ: ମାରିଦେଲା ଟିକଟକ୍, ପୁଣି ଟିକଟକ୍ ମୋହରେ ପଡି ଶଳା ଭିଣୋଇ ହେଲେ ଦୁର୍ଘଟଣାଗ୍ରସ୍ତ, ଭିଣୋଇ ମୃତ ଶଳା ଗୁରୁତର

ବାରମ୍ବାର ସଚେତନ ସତ୍ତ୍ବେ ସୁଧୁରୁନାହାନ୍ତି ଯୁବପିଢୀ। ଗାଡି ଚଳାଇଲାବେଳେ ବିଭିନ୍ନ ପ୍ରକାର ଜୀବନ ହାନି କରୁଥିବା ହରକତ କରି ପଡୁଛନ୍ତି ମୃତ୍ୟୁମୁଖରେ। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି  ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ। ଟିକଟିକ ନେଲା ଜୀବନ। ଚଳନ୍ତା ଗାଡିରେ ଟିକଟକ…