Browsing Tag

tiktok

ଟିକଟକ୍ ଜାରି କଲା ଆଡଭାଇଜରୀ, ଗାଇଡଲାଇନ୍‌ ନବୁଝିଲେ ବନ୍ଦ କରିଦିଆଯିବ ଆକାଉଣ୍ଟ

ଭିଡିଓ ଆଧାରିତ ସୋସିଆଲ ମିଡିଆ କମ୍ପାନୀ ଟିକଟକ୍‌ ନିଜ ମଞ୍ଚରୁ ଧାର୍ମିକ, ରାଷ୍ଟ୍ରିୟତା ଆଦି ଆଧାର ଉପରେ କୌଣସି ବ୍ୟକ୍ତି ବା ସମୂହଙ୍କ ପ୍ରତି ହିଂସା ପ୍ରଦର୍ଶନ ବାହାର କରିବା ନେଇ ଗତ ବୁଧବାର ଦିନ ସୂଚନା ଜାରି କରିଛି। କମ୍ପାନୀ ଚାହୁଁଛି ଉପଭୋକ୍ତାମାନେ ଟିକଟକ୍‌ ର ଗାଇଡଲାଇନ୍‌ ବୁଝନ୍ତୁ…

ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକୀୟ ସେନା, ଯବାନମାନେ ଏହି ଆପର କରିପାରିବେ ନାହିଁ ବ୍ୟବହାର

ଆମେରିକା: ଲୋକପ୍ରିୟ ଚାଇନିଜ ଆପ୍‌ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକୀୟ ସେନା । ଏଣିକି ଆମେରିକାର ସେନାରେ କାମ କରୁଥିବା ଯବାନମାନେ ଟିକ୍‌ଟକ୍‌ ଆପର ବ୍ୟବହାର କରିପାରିବେ ନାହିଁ । ଆମେରିକା ସରକାର ଏହି ଆପ୍‌ କୁ ଏକ ସାଇବର କ୍ଷତି ଭାବେ ପରିଗଣିତ କରିଥିବାବେଳେ ଦେଶର…

କାହିଁକି ଟିକଟକ ଡିଲିଟ କରିଥିଲା ଏହି ଲେସବିୟନ କପୁଲଙ୍କ ଭିଡିଓ ?

ଏହି ଦୁଇ ଯୁବତୀଙ୍କୁ ଦେଖି ଚିହ୍ନି ପାରୁଥିବେ ନିଶ୍ଚୟ । କିଛିଦିନ ପୂର୍ବେ ଏମାନଙ୍କ ପ୍ରେମର ସୁନ୍ଦର ଫଟୋଶୁଟ ଇଣ୍ଟରନେଟରେ ଭାଇରଲ ହୋଇଥିଲା । ପାକିସ୍ତାନର ସୁନ୍ଦାସ ମଲିକ ଏବଂ ଭାରତର ଅଞ୍ଜଳି ଚକ୍ରା ଜଣେ ଅନ୍ୟଜଣକୁ ପ୍ରେମ କରନ୍ତି । ଆଜ୍ଞା ହଁ ଏମାନେ ହେଉଛନ୍ତି ଏକ ଲେସବିୟନ କପୁଲ ।…

ଟିକ୍‌ଟକ୍‌ରେ ମାର୍କ ଜୁକରବର୍ଗଙ୍କ ସିକ୍ରେଟ୍‌ ଆକାଉଣ୍ଟ! କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ସମୟରେ ଟିକ୍‌ଟକ୍‌ ଆମେରିକାରୁ ନେଇ ଭାରତ ପଯ୍ୟର୍ନ୍ତ ସବୁଠି ଫେସ୍‌ବୁକ ପାଇଁ ମୁଣ୍ଡବିନ୍ଧାର କାରଣ ବନିଛି। ଟିକ୍‌ଟିକ୍‌ରୁ ଫେକ୍‌ବୁକକୁ କଡ଼ା ଚ୍ୟାଲେଞ୍ଜ ମିଳୁଛି। ଖବର ମୁତାବକ, ଟିକ୍‌ଟକ୍‌ର ବିଜିନେସ୍‌ ମେଡଲକୁ ବୁଝିବା ପାଇଁ ମାର୍କ ଜୁକରବର୍ଗ ସିକ୍ରେଟ ଆକାଉଣ୍ଟ ବନାଇଛନ୍ତି।…

Tiktok କମ୍ପାନୀ ByteDance ଲଞ୍ଚ୍‌ କଲା ପ୍ରଥମ ସ୍ମାର୍ଟଫୋନ୍‌, ଜାଣନ୍ତୁ ଫିଚର ଓ ଦାମ୍‌

Tiktokର କମ୍ପାନୀ ବାଇଟ୍‌ଡ୍ୟାନ୍ସ ଏବେ ନିଜର ପ୍ରଥମ ସ୍ମାର୍ଟଫୋନ୍‌ Smartisan Jianguo Pro 3 (Nut Pro 3) ଲଞ୍ଚ୍‌ କରିଛି। ଟିକ୍‌ଟକ୍‌ର ଏହି ସ୍ମାର୍ଟଫୋନ୍‌ରେ କ୍ୱାଲକମ୍‌ର ଫ୍ଲେଗସିପ୍‌ ସ୍ନାପଡ୍ରାଗନ୍‌ ୮୫୫ ପ୍ଲସ୍‌ ପ୍ରୋସେସର ଦିଆଯାଇଛି। ଏଥିସହ ଫୋନ୍‌ରେ ଟିକ୍‌ଟକ୍‌ର ଏକ ସର୍ଟକଟ୍‌…

ମିଳିଗଲା ‘ଟଙ୍କା ଗଛ’! ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି ଭିଡିଓ

ଘରେ ହେଉ ବା ବାହାରେ ଯାହାକୁ ବି ପଇସା ମାଗିଲେ ଗୋଟିଏ ଉତ୍ତର ଶୁଣିବାକୁ ମିଳେ ‘‘ପଇସା କ’ଣ ଗଛରେ ଫଳେ, ଯେ ତୋଳିକି ଦେଇଦେବି’’। ଆମେମାନେ କେବେ ନା କେବେ ଏଭଳି ଉତ୍ତର ନିହାତି ପାଇଥିବା। ତେବେ ବର୍ତ୍ତମାନ ଏହି କଥା ସତ ହୋଇଯାଇଥିବା ଦେଖିବାକୁ ମିଳିଛି। ଟଙ୍କାର ବୃକ୍ଷ ଏବେ ମିଳିଯାଇଛି।…

ଆମେରିକା ପାଇଁ ବିପଦ ସାଜୁଛି ଟିକଟକ୍‌, ଏହାକୁ ଯାଞ୍ଚ ପାଇଁ ସରକାର ଦେଲେ ନିର୍ଦ୍ଦେଶ

ଭାରତରେ ନିଜର ଆପତ୍ତିଜନକ ଭିଡିଓ ଏବଂ ବ୍ୟକ୍ତିଗତ ଡାଟାକୁ ଷ୍ଟୋର କରିବା ଅଭିଯୋଗରେ ଆଇନରେ ଫସି ଥିବା ମୋବାଇଲ ଆପ୍ ଟିକଟକ ଏବେ ଆମେରିକାରେ ବି ସମସ୍ୟାରେ ପଡିଛି। ଆମେରିକା ସରକାର କମ୍ପାନୀ ବିରୁଦ୍ଧରେ ରାଷ୍ଟ୍ରୀୟ ସୁରକ୍ଷା ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ସପ୍ତାହରେ…

ଟିକଟକ୍‌ରେ ଶ୍ରୀମନ୍ଦିର ଭିଡ଼ିଓ ଭାଇରାଲ ଘଟଣା, ଯୁବତୀଙ୍କ ବିରୋଧରେ ୪ଟି ମାମଲା ରୁଜୁ କଲା ସିଂହଦ୍ୱାର ଥାନା ପୋଲିସ

ପୁରୀ(କେନ୍ୟୁଜ୍): ଟିକ୍‌ଟକ୍‌ କରି ଫସିଗଲେ । ଶ୍ରୀମନ୍ଦିର ଭିଡ଼ିଓ ଭାଇରାଲ କରି ଥାନାରେ ପହଞ୍ଚିଲେ ଯୁବତୀ । ଭିଡ଼ିଓ ଭାଇରାଲ କରିଥିବା ଯୁବତୀଙ୍କୁ ଅଟକ ରଖିଛି ପୁରୀ ସିଂହଦ୍ୱାର ଥାନା ପୋଲିସ । ନିମାପଡ଼ାରେ ସାଂସ୍କୃତିକ କାର୍ଯ୍ୟକ୍ରମବେଳେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ତାଙ୍କ…

ଦେଖନ୍ତୁ ଡାଲି ପେସା ଯିବାର ନିଆରା ପ୍ରକ୍ରିୟା, ଟିକ୍‌ଟକ୍‌ ରେ ଭାଇରାଲ ହେଉଛି ଭିଡିଓ

ଅଧିକାଂଶ ଲୋକମାନଙ୍କ ଘରେ ବାଟିବା ପାଇଁ ଶିଳ ରହିଥାଏ। ଏଥିରେ ବଟା ଯାଇଥିବା ମସଲା ଏବଂ ଚଟଣୀ ମଧ୍ୟ ଖୁବ୍ ସ୍ୱାଦିଷ୍ଟ ହୋଇଥାଏ। କିନ୍ତୁ ମିକ୍ସର ଗ୍ରାଇଣ୍ଡର ଆସିବା ପରେ ଏହାର ବ୍ୟବହାର ଖୁବ୍ କମ ହୋଇଯାଇଛି। ଶିଳ ସାଧାରଣତଃ ନାଲି, କଳା ଏବଂ ମାଟିଆ ରଙ୍ଗର ହୋଇଥାଏ। କିନ୍ତୁ ଆଜିକାଲି ଘରେ ଘରେ…

ଟିକଟକରେ ଭାଇରାଲ୍ ହେଲା ବିରେନ୍ଦ୍ର ସେହୱାଗଙ୍କର ଏହି ଭିଡିଓ, ଦେଖନ୍ତୁ କେମିତି କହି କହି ମାରିଥିଲେ ଛକା

ଟିକଟକରେ ପ୍ରତିଦିନ ଭଳି ଆଜି ମଧ୍ୟ ବହୁ ମଜାଳିଆ ଭିଡିଓ ଟପ୍ ଟ୍ରେଣ୍ଡରେ ରହିଛି । ଯାହାକୁ ଦେଖି ଆପଣ ମଧ୍ୟ ନିଜ ହସକୁ କଣ୍ଟ୍ରୋଲ୍ କରିପାରିବେନାହିଁ । ଟିକଟକରେ ବହୁ ସେଲିବ୍ରେଟିସଙ୍କର ଭିଡିଓ ଭାଇରାଲ୍ ହୋଇସାରିଛି । ଏହି ପରିପେକ୍ଷୀରେ ବିରେନ୍ଦ୍ର ସେହୱାଗଙ୍କର  ଏକ ଭିଡିଓ ଏବେ ଭାଇରାଲ୍…

ଛେଳି ଚରାଉଥିବା ଏହି ବ୍ୟକ୍ତିଙ୍କ ପାଇଁ ଦିଓ୍ଵାନା ହେଲେ ଲୋକେ, କାହିଁକି ଭିଡିଓ ଦେଖିଲେ ଜାଣିପାରିବେ ଆପଣ

ଇଣ୍ଟରନେଟରେ ସବୁ ପ୍ରକାରର ଭିଡିଓ ଉପଲବ୍ଧ ରହିଛି ଏବଂ ଟିକଟକ ଭିଡିଓକୁ ନେଇ ଲୋକମାନଙ୍କର ପାଗଳାମି ଖୁବ୍‌ ଦେଖିବାକୁ ମିଳିଛି। ଟିକଟକରେ ଅଧିକାଂଶ ଏମିତି ଭିଡିଓ ବନାଯାଉଛି ଯାହାକୁ ଲୋକମାନେ ଟ୍ରୋଲ କରିଦେଉଛନ୍ତି। କିନ୍ତୁ ଆଜିକାଲି ଟ୍ଵିଟରରେ ଟିକଟକର ଏକ ଏମିତି ଭିଡିଓ ଭାଇରାଲ ହେଉଛି…

ଟିକଟକ୍‌ ରେ ଭାଇରାଲ୍‌ ହେବାରେ ଲାଗିଛି ଏହି ଭିଡିଓ, ଦେଖନ୍ତୁ ଡିଜେର ତାଳେ ତାଳେ କାଦୁଅରେ କିପରି ନାଗିନ୍‌ ଡ୍ୟାନ୍ସ…

ଟିକଟକରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହାକୁ ଲୋକେ ଖୁବ୍‌ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ବର୍ତ୍ତମାନ ଟିକଟକରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିବା ସହିତ ବହୁଳ ମାତ୍ରାରେ ସେୟାର କରୁଛନ୍ତି। ଏହି ଭିଡିଓରେ ଏକ ଯୁବକ କାଦୁଅରେ…