Below header
Browsing Tag

tips and tricks

ନିଜ ସିମ କାର୍ଡକୁ କରନ୍ତୁ ଲକ୍‌, ଜାଣନ୍ତୁ ଏହାର ସହଜ ଷ୍ଟେପ

ସିମ୍‌ କାର୍ଡ କେତେ ଜରୁରୀ ହୋଇଥାଏ, ଏକଥା ତ ଆମେ ସମସ୍ତେ ଜାଣିଛୁ । ଯଦି ଏହାକୁ ନେଇ ସାମାନ୍ୟ ବି ଦାୟିତ୍ୱହୀନ ହେବେ,ତେବେ ଏହା ଆପଣଙ୍କ ପାଇଁ ବଡ ଅସୁବିଧାର କାରଣ ହୋଇପାରେ । ୟୁଜର୍ସ ସାଧାରଣତଃ ନିଜର ଫୋନ୍‌କୁ ବିଭିନ୍ନ କୋଡ୍‌ ମାଧ୍ୟମରେ ଲକ୍‌ କରିଥାନ୍ତି । ହେଲେ ଏବେ ଏମିତି ମାମଲା…

ସ୍ମାର୍ଟଫୋନର ଏହି ସ୍ମାର୍ଟ ଟିପ୍ସ ଜାଣିଲେ ରହିବେ ବହୁତ ଫାଇଦାରେ

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ଅଛି । ଛୁଆଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହା ସହ ବେଶ ଅଭ୍ୟସ୍ଥ । ଖାଲି ଯେ ସ୍ମାର୍ଟ ଫୋନ ସାହାଯ୍ୟରେ କେବଳ ମନୋରଞ୍ଜନକର କାମ ହେଉଛି ତାହା ନୁହେଁ । ବହୁ ଗୁରୁତ୍ୱପୂର୍ଣ କାମ ପାଇଁ ମଧ୍ୟ ଲୋକେ ସ୍ମାର୍ଟ ଫୋନର ବ୍ୟବହାର ଦ୍ୱାରା ହିଁ…

ଆପଣଙ୍କ ସ୍ମାର୍ଟଫୋନ୍‌ ପାଲଟିଯିବ DSLR, ଏହି ୫ ଟିପ୍ସ ଆସିବ ବଡ କାମରେ

ଯଦି ଆପଣ ସ୍ମାର୍ଟଫୋନ୍‌ ଠାରୁ ଭଲ ଫଟୋଗ୍ରାଫୀ କରିବାକୁ ଚାହୁଁଛନ୍ତି, ତାହେଲେ ଆଜି ଆମେ ଆପଣଙ୍କୁ ଏମିତି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଫଟୋଗ୍ରାଫୀକୁ ନେକ୍ସଟ ଲେବଲକୁ ନେଇଯିବ। ସବୁବେଳେ ଆପଣଙ୍କୁ ଏକ ଫ୍ଲାସ୍‌ ରଖିବା ଉଚିତ ଯେ ଏହାଦ୍ୱାରା ସନ୍ଧ୍ୟା ସମୟରେ ଫଟୋ କ୍ଲିକ…

ୟୁଟ୍ୟୁବ୍‌ ସଟ୍ସ ଭିଡିଓକୁ ହ୍ଵାଟ୍ସଆପ୍‌ ଷ୍ଟାଟସରେ ରଖିବାକୁ ଚାହୁଁଛନ୍ତି କି? ତେବେ ଜାଣନ୍ତୁ ଡାଉନଲୋଡ୍‌ କରିବାର ସହଜ…

ୟୁଟ୍ୟୁବ୍‌ ସଟ୍ସ ଏବେ ବହୁତ ଅଧିକ ପପୁଲାର ହୋଇଗଲାଣି। ଟିକଟକ୍‌ ପରେ ଇନଷ୍ଟାଗ୍ରାମ ରିଲ୍ସ ଏବଂ ୟୁଟ୍ୟୁବ୍‌ ସଟ୍ସ ହିଁ ଲୋକଙ୍କର ଏମିତି ଏକ ପ୍ଲାଟଫର୍ମ ହୋଇଯାଇଛି, ଯେଉଁଠି ୟୁଜର୍ସ ପ୍ରତିଦିନ ନିଜ କ୍ରିଏଟିଭିଟୀ ଦେଖାଇପାରୁଛନ୍ତି। ଏମିତିରେ ୟୁଟ୍ୟୁବ୍‌ ସଟ୍ସର ଅନେକ ଗୁଡିଏ ଭିଡିଓଜ୍‌ ଅଛି,…

ପୁରୁଣା ନମ୍ବର ବନ୍ଦ କରି ନୂଆ ମୋବାଇଲ ନମ୍ବର ନେଇଛନ୍ତି କି ? ତାହେଲେ ତୁରନ୍ତ କରନ୍ତୁ ଏହି କାମ ନଚେତ୍‌

ଆଜିକା ଜମାନାରେ ଲୋକଙ୍କର ଆବଶ୍ୟକତା ବନିଗଲାଣି ମୋବାଇଲ। ଏବେ ସମସ୍ତଙ୍କ ହାତରେ ଆପଣ ମୋବାଇଲ ଦେଖିବାକୁ ପାଇବେ। ସେହିପରି ଲୋକମାନେ ପ୍ରାୟତଃ ନୂଆ ମୋବାଇଲ ନମ୍ବର ନିଅନ୍ତି ଏବଂ ପୁରୁଣା ନମ୍ବରକୁ ବନ୍ଦ କରିଦିଅନ୍ତି। ଏମିତିରେ ଲୋକମାନେ ପୁରୁଣା ମୋବାଇଲ ନମ୍ବରକୁ ଯଦି କୌଣସି ଜରୁରୀ କାମରେ…

ଆପଣଙ୍କ ଅଜାଣତରେ କେଉଁଠି ଲଗ୍‌ ଇନ ହୋଇଛି ଆପଣଙ୍କ Gmail ଆକାଉଣ୍ଟ, ଏହି ଟ୍ରିକରୁ ଜାଣିନିଅନ୍ତୁ

ଆଜି ଆମେ ଏକ ଖାସ ଟିପ୍ସ ସମ୍ପର୍କରେ କହିବୁ ଯାହାକୁ ମାନି ଆପଣ ଜାଣିପାରିବେ ଯେ ଆପଣଙ୍କ ଜିମେଲ ଆକାଉଣ୍ଟ ଅନ୍ୟ କେଉଁଠାରେ ଲଗଇନ ହୋଇଛି। ସାଧାରଣ ଭାବେ ଆମ ଅଫିସରେ କାମ କରୁଥିବା ସମୟରେ ଆମ ଆକାଉଣ୍ଟକୁ ଲଗଇନ କରିଥାଉ। କିନ୍ତୁ କାମ ସରିବା ପରେ ଏହି ଆକାଉଣ୍ଟକୁ ଲଗ ଆଉଟ କରିବା ଭୁଲିଯାଉ।…

ବର୍ଷ ବର୍ଷ ଧରି ଚମକିବ ଆପଣଙ୍କ କାର, ବାସ୍‌ ଫଲୋ କରନ୍ତୁ ଏହି ଟିପ୍ସ ଜମା ବି ଲାଗିବନି ପୁରୁଣା

ଯଦି ଆପଣ ନିଜ କାରକୁ ବହୁତ ଭଲ ପାଆନ୍ତି ତାହେଲେ ଆପଣ ନିଶ୍ଚୟ ଚାହିଁବେ ଯେ କାର ସବୁବେଳେ ନୂଆ ଭଳି ଚମକୁଥାଉ। ଅର୍ଥାତ୍‌ କାରର ସାଇନ୍‌ ସେମିତି ହିଁ ଥାଉ ଯେମିତି ନୂଆ କାର କିଣିବା ସମୟରେ ଥିଲା। କିନ୍ତୁ ଏହା ସେତେ ସହଜ ହୋଇନଥାଏ ଯେତେ ସହଜ ଆମେ ଭାବିଥାଉ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ…

ସାବଧାନ ଫୋନରେ ଏହିସବୁ ଆପ୍‌ ଥିଲେ ବ୍ୟାଟେରୀ ହୋଇପାରେ ଖରାପ, ତୁରନ୍ତ ଜାଣି କରନ୍ତୁ ଡିଲିଟ

ଫୋନକୁ ସବୁବେଳେ ବ୍ୟବହାର କରିବା ଦ୍ବାରା ବ୍ୟାଟେରୀ ଜଲଦି ଶେଷ ହୋଇଯାଇଥାଏ ଏବଂ ବ୍ୟାଟେରୀ ମଧ୍ୟ ଖରାପ ହୋଇଥାଏ। କେବଳ ଫୋନର ବ୍ୟବହାର ନୁହେଁ ବରଂ ମୋବାଇଲରେ କିଛି ନିର୍ଦ୍ଧିଷ୍ଟ ଆପ ରହିବା ଦ୍ବାରା ଏହା ଶୀଘ୍ର ଖରାପ ହେବା ଦେଖାଯାଇଥାଏ। ଆଜିକାଲି ଦୁନିଆରେ ଲୋକମାନେ ସ୍ମାର୍ଟଫୋନ ବିନା ଗୋଟେ…

ଏବେ ଆଉ ଚିନ୍ତା ନାହିଁ, WhatsAppରେ ଏପରି ଡାଉନଲୋଡ କରନ୍ତୁ ଆଧାର ଏବଂ ପାନ୍‌

ମିନିଷ୍ଟ୍ରୀ ଅଫ୍‌ ଇଲେକଟ୍ରୋନିକ୍ସ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି ପକ୍ଷରୁ ଡିଜିଲକର ସର୍ଭିସ ଉପଲବ୍ଧ କରାଯାଇଛି। ଏହା ଏକ ଅନଲାଇନ୍‌ ଡିଜିଟାଲ ସର୍ଭିସ, ଯାହା ଆପଣଙ୍କ ଡକ୍ୟୁମେଣ୍ଟ ଏବଂ ସାର୍ଟିଫିକେଟ ଯେପରିକି ଡ୍ରାଇଭିଙ୍ଗ ଲାଇସେନ୍ସ, ଭେଇକିଲ ରେଜିଷ୍ଟ୍ରେସନ ଏବଂ ଏଜୁକେସନ ସାର୍ଟିଫିକେଟର…

କେବଳ ରେନକୋଟ୍‌ ପିନ୍ଧିଲେ ହେବନି, ବର୍ଷାରେ ବାଇକ ଚଲାଇବା ସମୟରେ ବି ଏହି କଥାକୁ ନିଶ୍ଚୟ ଦିଅନ୍ତୁ ଧ୍ୟାନ

ଏବେ ତ ସବୁଠି ଖାଲି ବର୍ଷା। ଦେଶର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଓଡିଶାର ଅନେକ ସ୍ଥାନରେ ବର୍ଷାର ମଜା ନେଉଛନ୍ତି ଲୋକ। ଯଦିଓ ଏହି ସମୟରେ ବାଇକରେ ଯାତ୍ରା କରିବା ବଡ ମୁସକିଲ ହୋଇଥାଏ। ଯେଉଁ ଲୋକଙ୍କୁ ପ୍ରତିଦିନ ବାଇକରେ ଯାତ୍ରା କରୁଛନ୍ତି, ସେମାନେ ରେନକୋଟ ବ୍ୟବହାର କରନ୍ତି।…

ଇଂରାଜୀ ପାଇଁ ଅସୁବିଧା ହେଉଛି କି, ତାହେଲେ ଏବେ କରନ୍ତୁ ନିଜ ଭାଷାରେ ଚାଟିଙ୍ଗ୍‌; ବାସ୍‌ କରନ୍ତୁ ଏହି ସେଟିଙ୍ଗ

ଚାଟିଙ୍ଗ୍‌ ପ୍ଲାଟଫର୍ମ whatsapp ଦୁନିଆର ସବୁଠାରୁ ଲୋକପ୍ରିୟ ଏବଂ ଫେମସ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ। ତେବେ ଏହି ଆପକୁ ଯେତେବେଳେ ଡାଉନଲୋଡ କରାଯାଏ ସେତେବେଳେ ଦେଖିବାକୁ ମିଳେ ଯେ ଏହାରର ଡିଫଲ୍ଟ ଲାଙ୍ଗୁଏଜ୍‌ ଇଂରାଜୀ ରହିଛି। କିନ୍ତୁ କଣ ଆପଣ ଜାଣିଛନ୍ତି ହ୍ଵାଟ୍ସଆପର ଲାଙ୍ଗୁଏଜକୁ ଆପଣ…

ଆପଣ ବି ତକିଆ ତଳେ ଫୋନ୍‌ ରଖି ଶୋଉଛନ୍ତି କି? ତାହେଲେ ନିଶ୍ଚୟ ପଢ଼ନ୍ତୁ

ଆମ ମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ଏମିତି ଅଭ୍ୟାସ ରହିଛି ଯେ ଶୋଇବା ସମୟରେ ତକିଆ ତଳେ ଫୋନ୍‌ ରଖି ଶୋଇବା। ଏମିତି କରିବାର ଅନେକ କାରଣ ରହିଛି ଯେଉଁଥିରେ ନିଦ ଆସିବା ପରେ ବି ଫୋନ୍‌ ଦେଖି ଶୋଇବା। ଆମକୁ ନିଦ ଆସୁଥାଏ କିନ୍ତୁ ଆମେ ଦେଖୁଥାନ୍ତି। ଏହାପରେ ନିଦ ଆସିଲେ ଫୋନକୁ ତକିଆ ତଳେ ରଖି…