Below header
Browsing Tag

top news

ରାସ୍ତାରେ ଠିଆ ହୋଇ କାନ୍ଦିଲେ ଜମାଟୋ ଡେଲିଭରୀ ବଏ, ସୋସିଆଲ ମିଡିଆରେ ଭାଇରାଲ

ଜମାଟୋର ଜଣେ ଡେଲିଭରୀ ବଏ ରାସ୍ତାରେ ଠିଆ ହୋଇ କାନ୍ଦୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍ଥାନଟି ଉତ୍ତର ଦିଲ୍ଲୀର ଜିଟିବି ନଗର ବୋଲି ଜଣାପଡ଼ିଛି । ସୋହମ୍‌ ଭଟ୍ଟାଚାର୍ଯ୍ୟ ନାମକ ବ୍ୟକ୍ତି ଏହି ଡେଲିଭରୀ ବଏଙ୍କ ଫଟୋ ସହିତ ଏକ ଭାବପୂର୍ଣ୍ଣ ବାକ୍ୟ ସୋସିଆଲ ମିଡିଆରେ ସେୟାର…

ମାଫିଆ ଡନ୍‌ ମୁଖତାର ଅନସାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ୟୁପିରେ ୧୪୪ ଧାରା; ହତ୍ୟା ଅଭିଯୋଗ ଆଣିଲେ ପୁଅ

ଉତ୍ତର ପ୍ରଦେଶରେ ମାଫିଆ ଡନ୍‌ରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ସାରା ରାଜ୍ୟରେ ୧୪୪ ଧାରା ଜାରି । ତେବେ ଅନସାରୀଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପାଙ୍କୁ ‘ସ୍ଲୋ ପଏଜନ୍’ ଦେଇ ହତ୍ୟା କରାଯାଇଛି । ଏହି ଘଟଣାରେ ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ…

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପିଟିସନ ଖାରଜ, ଶୁଣାଣି କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପଦରୁ ହଟାଇବା ପିଟିସନ ହାଇକୋର୍ଟରେ ଖାରଜ ହୋଇଛି । କେଜ୍ରିଓ୍ଵାଲଙ୍କୁ ସିଏମ୍‌ ପଦରୁ ହଟାଇବାକୁ ଦାବି କରୁଥିବା ପିଆଇଏଲ୍‌ (PIL) ଉପରେ ଶୁଣାଣି କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । ଆବେଦନ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟ…

ସମନ ସତ୍ତ୍ୱେ EDରେ ହାଜର ହେଲେନି ମହୁଆ ମୋଇତ୍ର, କହିଲେ, ‘ମୁଁ ନିର୍ବାଚନ ପ୍ରଚାରରେ ବ୍ୟସ୍ତ’

ତୃଣମୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନକୁ ଅଣଦେଖା କରିଛନ୍ତି । ଗୁରୁବାର ସେ କୃଷ୍ଣାନଗର ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ ବୋଲି କହିଛନ୍ତି । ମହୁଆ ମୋଇତ୍ର କହିଛନ୍ତି ଯେ 'ଅପରାହ୍ନରେ ମୁଁ କୃଷ୍ଣାନଗର ନିର୍ବାଚନମଣ୍ଡଳୀରେ…

‘ଆପଣଙ୍କ ପୁଅ, ଆପଣଙ୍କ ଭାଇ ଲୁହାରେ ତିଆରି…’, ଜେଲ୍‌ରୁ ବାର୍ତ୍ତା ଦେଲେ ଅରବିନ୍ଦ କେଜ୍ରିଓ୍ଵାଲ; ପଢ଼ି ଶୁଣାଇଲେ ପତ୍ନୀ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ରାଜଧାନୀରେ ଘମାସାନ । ରାଜରାସ୍ତାରେ ଆମ ଆଦମୀ ପାର୍ଟିର ନେତା ଓ କର୍ମୀ । ଗିରଫଦାରୀକୁ ବେଆଇନ କହି କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି ଦଳୀୟ ନେତା । ଆପ୍‌ର ବିକ୍ଷୋଭ ଓ ପ୍ରତିବାଦ ମଧ୍ୟରେ ଜେଲରୁ ବାର୍ତ୍ତା…

ସାପ ବିଷ ମାମଲାରେ ଏଲ୍‌ଭିଶ ଯାଦବଙ୍କୁ ଜାମିନ୍‌, ଜେଲ୍‌ରେ କାଟିଲେ ୫ ଦିନ

ପ୍ରସିଦ୍ଧ ୟୁଟ୍ୟୁବର ତଥା ବିଗ୍‌ବସ୍‌ ଓଟିଟି ୨ ବିଜେତା ଏଲ୍‌ଭିଶ ଯାଦବଙ୍କୁ ଜାମିନ୍‌ । ସାପ ବିଷ ମାମଲାରେ ତାଙ୍କୁ ଜାମିନ୍‌ ମିଳିଛି । ଏଲ୍‌ଭିଶ ସାପ ଏବଂ ସାପ ବିଷ କିଣାବିକା ମାମଲାରେ ଫସିଛନ୍ତି । ଶୁକ୍ରବାର ତାଙ୍କ ଜାମିନ୍‌ ଆବେଦନ ଉପରେ ଏନ୍‌ଡିପିଏସ୍‌ର ନିମ୍ନ ଅଦାଲତରେ ଶୁଣାଣି…

‘ନିଜର କର୍ମ ଯୋଗୁ ଗିରଫ ହୋଇଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲ, ଏବେ ଆଇନ ତା’ କାମ କରିବ’: ଆନ୍ନା ହଜାରେ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଜଣାଶୁଣା ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ଆନ୍ନା ହଜାରେ କହିଛନ୍ତି, ‘ଆମେ ମଦ ବିରୋଧରେ ଥିଲୁ । ଅରବିନ୍ଦ ମଧ୍ୟ ଏଥିରେ ଆମକୁ ସମର୍ଥନ କରିଥିଲେ । ସେ ଯେଉଁ ମଦ ନୀତି ତିଆରି କଲେ, ତାହା…

ପତ୍ନୀ ବିଦେଶୀ… Zomato ସିଇଓ ଦୀପିନ୍ଦର ଗୋଏଲ କଲେ ଦ୍ୱିତୀୟ ବିବାହ

ଫୁଡ୍‌ ଡେଲିଭରୀ ଆପ୍‌ Zomatoର ଫାଉଣ୍ଡର ତଥା ସିଇଓ ଦୀପିନ୍ଦର ଗୋଏଲ ଦ୍ୱିତୀୟ ବିବାହ କରିଛନ୍ତି । ସେ ମେକ୍ସିକାନ୍‌ ମଡେଲ ଗ୍ରେସିଆ ମୁନୋଜଙ୍କୁ ବିବାହ କରିଛନ୍ତି । ଦୀପିନ୍ଦର ଓ ମୁନୋଜ ଫେବୃୟାରୀରେ ହନିମୁନରୁ ଘରକୁ ଫେରିଛନ୍ତି । ରିପୋର୍ଟ ଅନୁଯାୟୀ, ଦୁହିଁଙ୍କ ବିବାହ ଗୋଟିଏ ମାସ…

ଆଶାରାମଙ୍କୁ ଝଟ୍‌କା, ଚିକିତ୍ସା କରିବାକୁ ମନା କରିଦେଲା କରଭଡ୍‌ ହସ୍ପିଟାଲ

ଦୁଷ୍କର୍ମ ମାମଲାରେ ରାଜସ୍ଥାନର ଯୋଧପୁର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ଏବେ କରଭଡ୍‌ ହସ୍ପିଟାଲ ଆଶାରାମ ବାପୁଙ୍କ ଚିକିତ୍ସା କରିବାକୁ ମନା କରିଦେଇଛି । ଏହା ପୂର୍ବରୁ ରାଜସ୍ଥାନ ହାଇକୋର୍ଟ ଚିକିତ୍ସା ପାଇଁ ମହାରାଷ୍ଟ୍ର ଯିବାକୁ ତାଙ୍କୁ…

ଚିରାଗ ପାସଓ୍ଵାନଙ୍କ ବଡ଼ ଘୋଷଣା, ବାପା ରାମବିଳାସଙ୍କ ପାରମ୍ପରିକ ହାଜିପୁର ଆସନରୁ ଲଢ଼ିବେ ନିର୍ବାଚନ

ବିହାରରେ ଏନ୍‌ଡିଏର ସିଟ୍ ବଣ୍ଟନର ଦୁଇ ଦିନ ପରେ ଚିରାଗ ପାସୱାନ ଏକ ବଡ଼ ଘୋଷଣା କରିଛନ୍ତି । ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମୁଖ୍ୟ ଚିରାଗ ପାସୱାନ ନିଜ ବାପା ରାମବିଳାସଙ୍କ ପାରମ୍ପରିକ ହାଜିପୁର ଆସନରୁ ନିର୍ବାଚନ ଲଢ଼ିବେ । ବୁଧବାର ସେ ଏହି ଘୋଷଣା କରିଛନ୍ତି । ଖାସ୍‌ କଥା ହେଉଛି,…

ବିରାଟ କୋହଲି IPL ପୂର୍ବରୁ କଲେ ନୂଆ ହେୟାର କଟ୍‌, ଆଇବ୍ରୋ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍‌ରେ ବିରାଟ କୋହଲି ଓ ଏମ୍‌ଏସ୍‌ ଧୋନି ଏକ ଲମ୍ବା ସମୟ ବ୍ୟବଧାନ ପରେ ପରସ୍ପର ବିପକ୍ଷରେ ଖେଳୁଥିବାର ନଜର…

ଦିଲ୍ଲୀ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ପୁଣି ଝଟ୍‌କା, ଏପ୍ରିଲ ୬ ପର୍ଯ୍ୟନ୍ତ ବଢ଼ିଲା ଜେଲ୍‌ ଅବଧି

ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ପୁଣି ଝଟ୍‌କା । ସିସୋଦିଆଙ୍କ ନ୍ୟାୟିକ ହେପାଜତ ଏପ୍ରିଲ ୬ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଅର୍ଥାତ୍‌ ବର୍ତ୍ତମାନ ସେ ଜେଲ୍‌ରେ ଆଉ କିଛି ଦିନ ରହିବେ । ରାଉସ୍‌ ଆଭେନ୍ୟୁ କୋର୍ଟ ମଙ୍ଗଳବାର ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଶୁଣାଣି କରି ସିସୋଦିଆଙ୍କ…