ମହାରାଷ୍ଟ୍ର: କୃଷ୍ଣା ନଦୀ ପାର୍ ବେଳେ ଓଲଟି ପଡ଼ିଲା ଯାତ୍ରୀବାହୀ ଟ୍ରାକ୍ଟର; ଭାସିଗଲେ ୮, ୬ ଉଦ୍ଧାର
ମହାରାଷ୍ଟ୍ରର କୋହ୍ଲାପୁରରେ ଏକ ଯାତ୍ରୀବାହୀ ଟ୍ରାକ୍ଟର ନଦୀକୁ ଓଲଟି ପଡ଼ିଛି । ଏଠାରେ ଜଳାର୍ଣ୍ଣବ ରାସ୍ତା ଦେଇ ନଦୀ ପାର୍ କରୁଥିବା ଟ୍ରାକ୍ଟରଟି କୃଷ୍ଣା ନଦୀକୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୮ ଜଣ ଲୋକ ନଦୀରେ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା…