ରାଜଧାନୀ ରାସ୍ତା ଏତେ ଭିଡ଼ କାହିଁକି ? ଜବାବ ଦେବାକୁ କେହି ଯେମିତି ନାହାନ୍ତି
ଭୁବନେଶ୍ୱର (କେନ୍ୟୁଜ୍) : ଏଇ କିଛି ଦିନ ହେଲା ରାଜଧାନୀ ଭୁବନେଶ୍ୱରର ରାସ୍ତାଘାଟରେ ଭାରି ଭିଡ଼ ଦେଖିବାକୁ ମିଳୁଛି । ଟ୍ରାଫିକ ଛକରେ ଗାଡ଼ି ସବୁ ଜାମ୍ ହୋଇ ଯାଉଛି । ଗାଡ଼ି ପଛରେ ଗାଡ଼ି ଲାଗି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି । ବିଚରା କେଇଜଣ ଟ୍ରାଫିକ୍ ପୋଲିସ୍ ଏଭଳି ଭିଡ଼କୁ…