Browsing Tag

Train fire

RRB ପରୀକ୍ଷା ଫଳରେ ଅନିୟମିତତା ଅଭିଯୋଗ: ବିହାରରେ ଟ୍ରେନରେ ନିଆଁ ଲଗାଇଦେଲେ ଶତାଧିକ ପରୀକ୍ଷାର୍ଥୀ

କେନ୍ୟୁଜ୍(ବ୍ୟୁରୋ): ବିହାରରେ ଟ୍ରେନରେ ନିଆଁ ଲଗାଇଦେଲେ ଶତାଧିକ ପରୀକ୍ଷାର୍ଥୀ। ରେଲୱେ ରିକ୍ରୁଇଟିମେଣ୍ଟ ବୋର୍ଡର ନନଟେକ୍ନିକାଲ ପପୁଲାର କେଟେଗୋରୀ ପରୀକ୍ଷା ଫଳରେ ଅନିୟମିତତା ଅଭିଯୋଗ କରି ଲଙ୍କାକାଣ୍ଡ । ଗତକାଲିଠୁ ବିହାରରେ ରାଜେନ୍ଦ୍ରନଗର ଷ୍ଟେସନରେ କୋଲକାତା-ନୂଆଦିଲ୍ଲୀ ଟ୍ରାକକୁ…

ଶତାବ୍ଦୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ, କୋଚରେ ସମସ୍ତ ଯାତ୍ରୀ ଭୟଭୀତ

ନୂଆଦିଲ୍ଲୀ : ହୁ ହୁ ଜଳିଲା ଶତାବ୍ଦୀ ଏକ୍ସପ୍ରେସ୍‌। ନୂଆଦିଲ୍ଲୀରୁ ଡେରାଡୁନ୍ ଯାଉଥିବା ଯାତ୍ରୀବାହୀ ଶତାବ୍ଦୀ ଏକ୍ସପ୍ରେସ୍‌ର ଏକ କୋଚ୍‌ରେ ଲାଗିଲା ନିଆଁ। ଲୋକୋ ପାଇଲଟ୍ ଏବଂ ଗାର୍ଡଙ୍କ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ଟ୍ରେନ୍‌କୁ କଂସରୋ ରେଳ ଷ୍ଟେସନ୍‌ରେ ଅଟକାଇଥିଲେ। ଏହା ପରେ ରାଜିଜି…

ଚପଳ ବୟସରେ ସେଲ୍ଫି ବିକଳ, ଟ୍ରେନ ଉପରେ ସେଲଫି ନେବା ବେଳେ ବିଦ୍ୟୁତ ସଂସ୍ପର୍ଷରେ ଆସି ନବମ ଶ୍ରେଣୀ ଛାତ୍ର ସହ ଜଳିଗଲା…

ଗଜପତି(କେନ୍ୟୁଜ୍):ସେଲଫି ହେଲା କାଳ। ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟରେ ସ୍ବତନ୍ତ୍ର କୋଭିଡ଼ ଟ୍ରେନ ଉପରେ  ଚଢି ଫଟୋ ଉଠାଇବା ବେଳେ ବିଦ୍ୟୁତ ସଂସ୍ପର୍ଷରେ ଆସି ନବମ ଶ୍ରେଣୀ ବାଳକ ଜୀବନ୍ତ ଦଗ୍ଧ। ମିଳିଥିବା ସୂଚନା ମୁତାବକ ପାରଳାଖେମୁଣ୍ଡି ରେଳଷ୍ଟେସନ ନିକଟରେ ରହିଥିବା କୋଭିଡ଼…

ପୁରୀ: ଟ୍ରେନ ପୋଡ଼ି ଘଟଣାରେ ରାୟ ଶୁଣାଇଲେ ପୁରୀ ସିଜିଏମ,ଅଭିଯୁକ୍ତ ସୁବାଷ ରାମଚନ୍ଦ୍ରନଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୭୫…

କେନ୍ୟୁଜ୍(ବ୍ୟୁରୋ):  ବହୁ ଚର୍ଚ୍ଚିତ  ପୁରୀ ଟ୍ରେନ ପୋଡ଼ଇ ଘଟଣାରେ ରାୟ ଶୁଣାଇଲେ ପୁରୀ ସିଜିଏମ। ଅଭିଯୁକ୍ତ ସୁବାଷ ରାମଚନ୍ଦ୍ରନଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୭୫ ହଜାର ୫୦୦ ଟଙ୍କା ଜରିମାନର ରାୟ ଶୁଣାଇଲେ ସିଜିଏମ। ଜରିମାନା ନଦେଲେ ଅଧିକ ୧୦ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କହିଛନ୍ତି…

୬ଘଣ୍ଟା ପରେ ଆୟତ ହେଲା କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଥିବା ନିଆଁ, ମୁରିବାହାଲ ଷ୍ଟେସନରେ ବିଳମ୍ବିତ ରାତିରେ ଘଟିଥିଲା…

କଣ୍ଟାବାଞ୍ଜି: ଆୟତ ହେଲା କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଥିବା ନିଆଁ। ୬ଘଣ୍ଟା ପରେ ନିଆଁକୁ ଆୟତ କଲା କଣ୍ଟାବାଞ୍ଜି ଦମକଳ ବାହିନୀ। ମାଲ ବୋଝେଇ ଟ୍ରେନ୍‌ଟି ବିଶାଖାପାଟଣାରୁ ରାୟପୁରରୁ ଯାଉଥିବାବେଳେ ବିଳମ୍ବିତ ରାତିରେ ମୁରିବାହାଲ ଷ୍ଟେସନରେ ନିଆଁ ଲାଗିଯାଇଥିଲା। ଖବର ପାଇ କଣ୍ଟାବାଞ୍ଜି…

କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ବାଲେଶ୍ୱର(କେନ୍ୟୁଜ୍): କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ। ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନ ଦେଇ ଟ୍ରେନ୍‌ଟି ଯାଉଥିବାବେଳେ ନିଆଁ ଦେଖି ଅଟକା ଯାଇଥିଲା। ତାଳଚେରରୁ ହଳଦିଆ ଯାଉଥିବା ୫୮ଟି ବଗି ନେଇ ଏକ କୋଇଲା ବୋଝେଇ ଟ୍ରେନ୍‌ର ପଛ ବଗିରେ ହତାଠ୍‌ ନିଆଁ ଲାଗିଯାଇଥିଲା। କୋଇଲା…

ପୁରୀ-ହାଓ୍ଵଡା ତପସ୍ୱିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତ ଅଶୋକ ପ୍ରଧାନ ଗିରଫ

ପୁରୀ : ପୁରୀ-ହାଓ୍ଵଡା ତପସ୍ୱିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ହେଲେ ପୁରୀ ବ୍ରହ୍ମଗିରିର ଅଶୋକ ପ୍ରଧାନ । ଆର୍‌ପିଏଫ୍‌ ଓ ଜିଆର୍‌ପି ତାଙ୍କୁ ଗିରଫ କରିଛନ୍ତି । ସିସିଟିଭି ଫୁଟେଜରୁ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିଲା। ଟ୍ରେନରେ ଗଞ୍ଜେଇ ଟାଣୁଥିବା…