Below header
Browsing Tag

trending news

ବ୍ରିଟେନ: ସହଯୋଗୀଙ୍କୁ କିସ୍ କରିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପଡିଲା ମହଙ୍ଗା, ଶେଷରେ ଚାଲିଗଲା ପଦବୀ

ନିକଟରେ ବ୍ରିଟେନର ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା । ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମାଟ୍ ହାନକକ୍‌ଙ୍କ କିସିଂ ଭିଡିଓ ସିସି କ୍ୟାମେରାରେ କଏଦ ହୋଇଥିଲା । ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାକୁ ଲାଗିଲା । ଭିଡିଓରେ ମାଟ୍ ନିଜ ସହଯୋଗୀଙ୍କୁ କିସ୍ କରୁଥିବାର ଦେଖିବାକୁ…

ଏ କି ଦୋଷ! ଲମ୍ବା କେଶ ପାଇଁ ଜେଲ ଗଲେ ଯୁବକ, ଖବର ହେଲା ଭାଇରାଲ

ପାକିସ୍ତାନର ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହାର କାରଣ ଜାଣିଲେ ଆପଣ ମଧ୍ୟ ବାୟା ହୋଇଯିବେ । ଏହି ବ୍ୟକ୍ତି ଜଣକ ନିଜ କେଶ ପାଇଁ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ଏଭଳି ବିଚିତ୍ର କଥା ଶୁଣି ଏବେ ସମସ୍ତେ ଆଶ୍ଚର୍ଯ୍ୟ । ପାକିସ୍ତାନର ଏହି ବ୍ୟକ୍ତି ଜଣକ ନାମ ଅବୁଜାର ମଧୁ…

ପମ୍ପ ହାଉସରେ ଫଣା ଟେକି ବସିଥିଲା କୋବ୍ରା, ଉଦ୍ଧାର କରିବା ବେଳେ ବାନ୍ତି କଲା ବଡ଼ ଶିକାର; ଦେଖନ୍ତୁ ପୂରା ଦୃଶ୍ୟ

ପମ୍ପ ହାଉସରୁ ଉଦ୍ଧାର ହେଲା ବିରାଟ କୋବ୍ରା। ଉଦ୍ଧାରକାରୀ ଟିମ୍ ତାକୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପରେ ଏକ ବଡ଼ ଶିକାର ବାନ୍ତି କରିଛି ସାପଟି। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଟୋଙ୍କ ଜିଲ୍ଲା ମୁଖ୍ୟାଳୟର ଧୌଲାଖେଡ଼ା ସ୍ଥିତ ବିସଲପୁର ପେୟଜଲ ପରିଯୋଜନାର ପମ୍ପ ହାଉସରେ।…

ଯୁବତୀ ପାଦରେ ଚାପିଦେଲେ ଏକ ମାଙ୍କଡ଼ର ହାତ, ରାଗରେ ଘେରି ଗଲେ ୩୫ ମାଙ୍କଡ଼, ଆଉ ଶେଷରେ ଡାକିବାକୁ ପଡ଼ିଲା ପୋଲିସ

ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ମାଙ୍କଡ଼ ଦଳ ଜଣଙ୍କ ଘର ଛାତ ଉପରେ ବସିଥିଲେ। ସେହି ଛାତକୁ ଲାଗି ଏକ ରୁମରେ ଜଣେ ଯୁବତୀ ବସିଥିଲେ। ମାଙ୍କଡ଼ଙ୍କୁ ଦେଖି ଯୁବତୀ ଯେତେବେଳେ କବାଟ ବନ୍ଦ କରିବାକୁ ଆସିଲେ, ସେତେବେଳେ ତାଙ୍କ ଗୋଡ଼ ଏକ ମାଙ୍କଡ଼ର ହାତ ଉପରେ…

ଫେସ୍‌ ମାସ୍କ ଜାଗାରେ ମୁହଁରେ ପେଣ୍ଟ୍‌ କରାଇଥିଲେ ଯୁବତୀ, ଧରାପଡ଼ିବା ପରେ ମିଳିଲା ଏମିତି ଦଣ୍ଡ

କରୋନାର ଏହି ସଙ୍ଗୀନ ସ୍ଥିତିରେ ବୈଜ୍ଞାନିକ ଓ ଡାକ୍ତରମାନେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ କିଛି ଲୋକ ଏହାକୁ ହେୟଜ୍ଞାନ କରୁଛନ୍ତି। ମାସ୍କ ସୁନ୍ଦରତାକୁ ନଷ୍ଟ କରି ଦେଉଛି ବୋଲି ସେମାନେ ଭାବୁଛନ୍ତି। ଏହାରି ଭିତରେ ବାଲିରୁ ଏମିତି…

ବ୍ରିଟେନର ସବୁଠାରୁ ମହଙ୍ଗା ଛାଡ଼ପତ୍ର! ବାପାଙ୍କ ତରଫରୁ ପୁଅ ମା’କୁ ଦେବ ୭୬୦ କୋଟି ଟଙ୍କା

ବ୍ରିଟେନରୁ ଛାଡ଼ପତ୍ରର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଦମ୍ପତିଙ୍କ ଛାଡ଼ପତ୍ର ମାମଲାରେ ଜଣେ ପୁଅ ହସ୍ତକ୍ଷେପ କରିଛି। ବାପାଙ୍କ ତରଫରୁ ପୁଅ ତା’ ମା’କୁ ପ୍ରଦାନ କରିବ ୭୬୦ କୋଟି ଟଙ୍କା, ଯାହାକୁ ବ୍ରିଟେନର ସବୁଠାରୁ ମହଙ୍ଗା ଛାଡ଼ପତ୍ର ବୋଲି କୁହାଯାଉଛି। ଖବର ମୁତାବକ, ଏହି…

ନିଜଠାରୁ ଛୋଟକୁ କେବେ ବି ଦୁର୍ବଳ ବୋଲି ମନେ କରିବା ଭୁଲ୍ କରନ୍ତୁ ନାହିଁ, ବିଶ୍ବାସ ହେଉନି ଦେଖନ୍ତୁ ଭିଡିଓ

ଆପଣ ଏମିତି ଅନେକ କାହାଣୀ ଶୁଣିଥିବେ, ଯେଉଁଥିରେ ଯାହାକୁ ଆପଣ ଦୁର୍ବଳ ଭାବୁଥିବେ, ସେ ହିଁ ବାଜି ମାରିନେବ। ଲୋକ ସବୁବେଳେ ଏମିତି କାହାଣୀରୁ ପ୍ରେରଣା ନିଅନ୍ତି। ଯଦି ଆପଣଙ୍କୁ ପଚରାଯାଏ କି, ସାପ ଏବଂ ଜନ୍ଦା ମଧ୍ୟରେ କିଏ ଶକ୍ତିଶାଳୀ। ତେବେ ନିଶ୍ଚିତ ଆପଣ ସାପ ନାଁ ନେବେ। କିନ୍ତୁ ସୋସିଆଲ…

ଘରୁ ଚୋରି ହୋଇଗଲା ଦୁନିଆର ସବୁଠୁ ବଡ଼ ଠେକୁଆ, ଫେରାଇ ଆଣିଲେ ମିଳିବ ବଡ଼ ରକମର ପୁରସ୍କାର ରାଶି

ଲଣ୍ଡନ: ଦୁନିଆର ସବୁଠୁ ବଡ଼ ଠେକୁଆ ନିଜ ମାଲିକ ଘରୁ ଚୋରି ହୋଇଯାଇଛି। ଏହି ଠେକୁଆକୁ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ବିଶ୍ୱର ସବୁଠୁ ବଡ଼ ଠେକୁଆ ହିସାବରେ ସମ୍ମାନିତ କରାଯାଇଛି। ଏବେ ଠେକୁଆ ଚୋରି ହେବା ନେଇ ଅଭିଯୋଗ ମିଳିବା ପରେ ପୋଲିସ ଏହାର ସନ୍ଧାନରେ ଲାଗି ପଡ଼ିଛି। ସେପଟେ ମାଲିକ ଠେକୁଆକୁ…

ହାଇଡ୍ରାମା: ୨ ବର୍ଷ ହେବ ବାପଘରୁ ଫେରି ନାହିଁ ସ୍ତ୍ରୀ, ରାଗରେ ୫୦ ଫୁଟ ଉଚ୍ଚ ଗଛ ଉପରେ ଚଢ଼ିଗଲା ସ୍ୱାମୀ, ଆଉ ତା’ ପରେ…

ରାଜସ୍ଥାନର ଧୋଲପୁରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଭଦୋରିଆର ପାଡା ଅଞ୍ଚଳରେ ରହୁଥିବା ଜଣେ ଯୁବକ ୨ ଦିନ ତଳେ ହାଇ ଭୋଲ୍‌ଟେଜ ଡ୍ରାମା କରିଛନ୍ତି। ଯୁବକ ଜଣକ ପାଖାପାଖି ୫୦ ଫୁଟ ଉଚ୍ଚ ଏକ ଅଶ୍ୱତ୍‌ଥ ଗଛ ଉପରେ ଚଢ଼ିଯାଇଥିଲେ। ଗଛ ଉପରେ ଚଢ଼ିଯିବା ପରେ ସେ ନିଜର ଦୁଇ ଗୋଡ଼କୁ ଡାଳରେ ବାନ୍ଧି…

ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟକୁ ଛୁଇଁବାକୁ ଚେଷ୍ଟା କରୁଥିଲେ ଫିଲିପାଇନ୍ସ ରାଷ୍ଟ୍ରପତି ! ଭିଡିଓ ଭାଇରାଲ

ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ କୌଣସି ନା କୌଣସି କାରଣରୁ ସବୁବେଳେ ବିବାଦରେ ରହିଥାଆନ୍ତି। ଏବେ ରାଷ୍ଟ୍ରପତି ଦୁତେର୍ତେ ପୁଣିଥରେ ଏମିତି କିଛି କରିଛନ୍ତି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।…

ଉଚ୍ଚତା ମାତ୍ର ୨ ଫୁଟ, ତଥାପି ନିଜ ପାଇଁ ଝିଅ ଖୋଜୁଛନ୍ତି ଏହି ଯୁବକ, ଥାନାରେ ପହଞ୍ଚି କହିଲେ, ‘ମ୍ୟାଡାମ୍‌, ମୋ ବିବାହ…

ଉତ୍ତର ପ୍ରଦେଶର ଶାମଲି ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ମହିଳା ଥାନାରେ ପହଞ୍ଚି ତାଙ୍କ ବିବାହ କରେଇ ଦେବାକୁ ନିବେଦନ କରିଛନ୍ତି। ଯୁବକଙ୍କ କହିବା ହେଲା, ତାଙ୍କ ଉଚ୍ଚତା ମାତ୍ର ୨ ଫୁଟ ହୋଇଥିବାରୁ ବିବାହ ପାଇଁ କେହି ଝିଅ ମିଳୁ ନାହାନ୍ତି। ଏମିତିରେ ସେ ଆଉ କେତେ…

ଏ ହେଉଛି ଦୁନିଆର Frozen City, ୮ ବର୍ଷ ହେବ ପଡ଼ି ରହିଛି ଶୂନଶାନ, ତାପମାତ୍ରା ଜାଣିଲେ ଦେହ କମ୍ପି ଉଠିବ

ବିଶ୍ୱରେ ଏମିତି ବି ଏକ ଜାଗା ଅଛି, ଯାହା ନିଜର ପ୍ରତିକୂଳ ପାଣିପାଗ ଯୋଗୁ ଶୂନଶାନ ପଡ଼ି ରହିଛି। ଆଜି କି କାଲି ନୁହେଁ, ଦୀର୍ଘ ୮ ବର୍ଷ ହେବ ଏହା ଖାଲି ପଡ଼ିଛି। ଜାଣି ଆଶ୍ଚର୍ଯ୍ୟ ହେବେ, ବର୍ତ୍ତମାନ ସବୁଠି ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ଏଠି କିନ୍ତୁ ଚାରିଆଡ଼େ ବରଫ ଜମି ରହିଛି।…