ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଲୁଟି ନେଲେ ଦୁର୍ବୃତ୍ତ, ଶହେ ମିଟର ଦୂରରେ ଫିଙ୍ଗିଦେଲେ ଫୋନ
ଉମରକୋଟ(କେନ୍ୟୁଜ): ବନ୍ଧୁକ ଏବଂ ଛୁରୀ ଦେଖାଇ ସୁନା ଗହଣା ଲୁଟ । ଏଥି ସହ ଘରର ସମସ୍ତ ମୋବାଇଲ ଫୋନ ଛଡେଇ ନେଇ ଗାଁ ଠାରୁ ଶହେ ମିଟର ଦୂରରେ ଫିଙ୍ଗି ଚାଲିଯାଇଥିଲେ ଦୁର୍ବୃତ୍ତ । ତେବେ ଏହି ଘଟଣା ଉମରକୋଟର ଝରି ଗ୍ରାମରେ ଘଟିଛି । ଦୁର୍ବୃତ୍ତ ମାନେ ରାତି ଅଧିଆ ପ୍ରଥମେ ଏହି ଗାଁ ଅଭି…