ହୋଲିରେ ଉମେଶ ଯାଦବଙ୍କ ଘରକୁ ଆସିଲେ ଲକ୍ଷ୍ମୀ, ସୋସିଆଲ ମିଡିଆରେ ସୂଚନା ଦେଲେ ଉମେଶ
ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଛି । ଏହା ମଧ୍ୟରେ ଖୁସି ଖବର ଦେଇଛନ୍ତି ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଉମେଶ ଯାଦବ । ଦ୍ୱିତୀୟ ଥର ବାପା ହୋଇଛନ୍ତି ଉମେଶ । ହୋଲି ଦିନ ଉମେଶଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି । ଉମେଶଙ୍କ ପତ୍ନୀ ତନୟା କନ୍ୟା ସନ୍ତାନଙ୍କୁ ଜନ୍ମ…