Browsing Tag

universe

ପ୍ରତ୍ୟେକ ମୁହୂର୍ତ୍ତରେ ବିସ୍ତାର ହେଉଛି ବ୍ରହ୍ମାଣ୍ଡ, ଜୀବଜଗତ ଉପରେ ପଡ଼ିପାରେ ଏହାର ପ୍ରଭାବ

ମଣିଷ ସର୍ବଦା ରହସ୍ୟମୟୀ ଜିନିଷ ବିଷୟରେ ଜାଣିବାକୁ ଇଚ୍ଛା କରିଥାଏ । ବ୍ରହ୍ମାଣ୍ଡରେ ଅନେକ ରହସ୍ୟମୟୀ ଜିନିଷ ରହିଛି । ଏହି ରହସ୍ୟମୟୀ ଜିନିଷ ବିଷୟରେ ଜାଣିବା ପାଇଁ ମଣିଷ ମନରେ ସ୍ୱତନ୍ତ୍ର ଆଗ୍ରହ ଦେଖାଯାଏ । ବିଶେଷକରି ରାତିର ଅନ୍ଧକାରରେ, ଯେତେବେଳେ ମଣିଷ ଆକାଶରେ ଥିବା ତାରାମାନଙ୍କୁ…

ମାଧ୍ୟାକର୍ଷଣର ଶକ୍ତି ନୁହେଁ : ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଧରି ରଖିଛି ଏହି ଶକ୍ତି, ଜାଣନ୍ତୁ ଏହା ପଛର କାରଣ

ଆମେ ଯେଉଁ ଦୁନିଆରେ ରହୁଛୁ, ସେହି ଦୁନିଆକୁ ବୁଝିବା ଏତେ ସହଜ ନୁହେଁ। ପୁଣି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ବୁଝିବା କିପରି ସମ୍ଭବ? କାରଣ ଦୁନିଆରେ ଅନେକ ଜିନିଷ ରହିଛି। ବୈଜ୍ଞାନିକଙ୍କ କହିବାନୁଯାୟୀ ବ୍ରହ୍ମାଣ୍ଡରେ ପ୍ରାୟ ୧୦୦ ପ୍ରତିଶତ ଜିନିଷରୁ ମଣିଷ କେବଳ ୪ ପ୍ରତିଶତ ଜିନିଷ ସହିତ ଅବଗତ।…

କେମିତି ଦେଖାଯାଉଥିଲା ବ୍ରହ୍ମାଣ୍ଡ ? ‘ଜେମ୍ସ ୱେବ୍ ଟେଲିସ୍କୋପ୍’ ଜାରି କଲା ପ୍ରଥମ ଫଟୋ

ନୂଆଦିଲ୍ଲୀ : ମହାକାଶରେ ବଡ଼ ବିସ୍ଫୋରଣରୁ ସମଗ୍ର ବ୍ରହ୍ମାଣ୍ଡର ସୃଷ୍ଟି । ୧୩୦୦ କୋଟି ବର୍ଷ ପୂର୍ବରୁ ବ୍ରହ୍ମାଣ୍ଡର ସୃଷ୍ଟି ବେଳେ କିପରି ଥିଲା ସେତେବେଳର ଚିତ୍ର ? ତଥ୍ୟ ଅନୁସାରେ ମହାକାଶରେ ଏକ ବଡ଼ ବିସ୍ଫୋରଣରୁ ସମଗ୍ର ବ୍ରହ୍ମାଣ୍ଡର ସୃଷ୍ଟି । ଆମେରିକାର‘ଜେମ୍ସ ୱେବ୍ ଟେଲିସ୍କୋପ୍’…

ବ୍ଲାକ୍ ହୋଲ୍ ରହସ୍ୟ, ପ୍ରତି ସେକେଣ୍ଡରେ ରାକ୍ଷସ ଭଳି ଗିଳି ଦେଉଛି ପୃଥିବୀ ପରି ବଡ଼ ବଡ଼ ଗ୍ରହ

ବ୍ଲାକ୍ ହୋଲ୍ ବିଷୟରେ ଆପଣ ହୁଏତ ଅନେକ କଥା ଶୁଣିଥିବେ। ଯାହାକୁ ନେଇ ଲୁଚି ରହିଛି ଅନେକ ରହସ୍ୟ। ଏମିତିକି କିଛି ଅଜବ ତଥ୍ୟ ମଧ୍ୟ ସମ୍ନାକୁ ଆସିଛି। ଯାହାକୁ ଜାଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ବ୍ଲାକ୍ ହୋଲ୍ କୁଆଡେ ଏବେ ଗ୍ରହ ସବୁକୁ ଖାଇ ଯାଉଛି। ଅଷ୍ଟ୍ରେଲିୟା ନ୍ୟାସନାଲ୍…

୪ ବର୍ଷରେ ନାସା ପାଇଛି ୫ ହଜାର ଏଲିଏନଙ୍କ ଦୁନିଆ, ଏବେ କରିବ ବଡ ରିସର୍ଚ୍ଚ

ଆପଣ ଜାଣିଛନ୍ତି ଯେ ଏଲିଏନଙ୍କୁ ନେଇ ସବୁ ସମୟରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଏମିତିକି ଏହି ଅନ୍ୟ ଗ୍ରହର ପ୍ରାଣୀଙ୍କୁ ଅନେକ ଲୋକ ଦେଖିଥିବାର ମଧ୍ୟ କହିଛନ୍ତି। ଯାହାକୁ ନେଇ କିଛି ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ତେବେ ଏହାରି ମଧ୍ୟରେ ଏଲିଏନକୁ ନେଇ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।…

ପୃଥିବୀ ପୃଷ୍ଠର ୧୫ ଲକ୍ଷ କିଲୋମିଟର ଉଚ୍ଚରେ ରହିଛି ଜେମ୍ସ ୱେବ ସ୍ପେସ ଟେଲିସ୍କୋପ , ଉତ୍ତୋଳନ କରିବ ମହାଜାଗତିକ ଦୃଶ୍ୟ

ଦୁନିଆର ସବୁଠାରୁ ବଡ ଓ ଶକ୍ତିଶାଳୀ ଟେଲିସ୍କୋପ ର ନିର୍ମାଣ ସରିଛି । ଯାହାର ନାମ ହେଉଛି ଜେମ୍ସ ୱେବ ସ୍ପେସ ଟେଲିସ୍କୋପ । ଏହି ଟେଲିସ୍କୋପ ହିଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ । ଏହି ଶକ୍ତିଶାଳୀ ସ୍ପେସ୍ ଟେଲିସ୍କୋପ୍ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କପ ପୃଥିବୀଠାରୁ ପ୍ରାୟ ମିଲିୟନ୍…

ବୈଜ୍ଞାନିକଙ୍କ ଅଜବ ଆକଳନ: ଏହି ଦିନ ଜଳିଯିବେ ସୂର୍ଯ୍ୟ, ସୂର୍ଯ୍ୟଙ୍କ ଠାରୁ ମଧ୍ୟ ୧୦୦ ଗୁଣା ବଡ ତାରା ରହିଛି…

ଆପଣମାନେ ଜାଣିଥିବେ ବର୍ତ୍ତମାନ ଦିନକୁ ଦିନ ବୈଜ୍ଞାନିକମାନେ ନୂଆ ନୂଆ ବସ୍ତୁର ଉଦ୍ଭାବନ କରୁଛନ୍ତି । ଯାହା ଦ୍ୱାରା ଦୁନିଆର ଅନେକ ଅଜବ ଅଜବ ତଥ୍ୟ ଆମ ସାମ୍ନାକୁ ଆସୁଛି । ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ଓ ଆମ ପୃଥିବୀକୁ ନିଜର ସୂର୍ଯ୍ୟ କିରଣ ଦେଇ ସମସ୍ତଙ୍କୁ ଶକ୍ତି ଯୋଗାଇଥାଆନ୍ତି…

ମହାକାଶରେ ଭାସୁଛି ରହସ୍ୟମୟ ରୂପା ଚଟାଣ , ୨୦୧୭ ମସିହାରେ ହୋଇଥିଲା ପୃଥିବୀର ନିକଟତର

ଆପଣ ଜାଣିଥିବେ ମହାକାଶରେ ଅନେକ ମହାଜାଗତିକ ଦୃଶ୍ୟ ବେଳେ ବେଳେ ଆମେ ଦେଖିଥାଉ । କିଛି ସମୟରେ ଆପଣ ଆକାଶରେ ଅନେକ ପ୍ରକାର ଦୃଶ୍ୟ ଦେଖିଥିବେ, ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିବେ । ପୁଣି ଇଚ୍ଛା କରିଥିବେ ସେହି ବସ୍ତୁ ବିଷୟରେ ଜାଣିବା ପାଇଁ । ତେବେ ଆକାଶରେ ଘଟୁଥିବା…

ପ୍ରଥମ ଦିନରେ ବକ୍ସ ଅଫିସ ରେ ଧମାଲ କଲା,ସ୍ପାଇଡରମ୍ୟାନ ନୋ ୱେ ହୋମ

ମାର୍ବଲ ସିନେମାଟିକ ୟୁନିଭର୍ସ ର ନୂଆ ଫିଲ୍ମ ସ୍ପାଇଡରମ୍ୟାନ ନୋ ୱେ ହୋମ, ହଲିଉଡ ଫିଲ୍ମ ବକ୍ସ ଅଫିସରେ ଏମିତି ଧମାଲ କରିଛି ଯେ ଏହି ବର୍ଷ ବଡ ବଡ ଷ୍ଟାର ଙ୍କ ଫିଲ୍ମ ମଧ୍ୟ କରି ପାରିନାହିଁ । ଏହି ଫିଲ୍ମ ପ୍ରଥମ ଦିନରେ ହିଁ ଦେଶ ରେ ସବୁଠାରୁ ଅଧିକ ଇନକମ କରିଛି । ମିଳିଥିବା ରିପୋର୍ଟ…

ମହାକାଶର କିଛି ଅଦ୍ଭୁତ ଓ ଦୁର୍ଲଭ ଫଟୋ ଜାରି କଲା ନାସା, ଯାହା ଦେଖିଲେ ଆପଣ ବି କରିପାରିବେନି ବିଶ୍ୱାସ

ଆମେରିକାର ସ୍ପେସ୍ ଏଜେନ୍ସି ନାସା ବ୍ରହ୍ମାଣ୍ଡର କିଛି ଚମତ୍କାର ଏବଂ ଅଦୃଶ୍ୟ ଚିତ୍ର ପ୍ରକାଶ କରିଛି । ଏଥିମଧ୍ୟରେ ଗ୍ୟାଲେକ୍ସି, ସୁପରନୋଭା ର ଅବଶିଷ୍ଟାଂଶ, ତାରା, ଗ୍ରହ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହାକୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ଏକ୍ସ-ରେ ଟେଲିସ୍କୋପ 'ଚନ୍ଦ୍ର ଏକ୍ସ-ରେ…

ଜାଣନ୍ତୁ ବିଶ୍ୱ ବ୍ରହ୍ମାଣ୍ଡର ୮ ଟି ବିରାଟ ରହସ୍ୟ, ଯାହାକୁ ମଣିଷ ଆଜିବି ଭେଦ କରିପାରିନାହିଁ

କାହିଁ କେଉଁ କାଳରୁ ମଣିଷ ଏହି ବିଶାଳ ବ୍ରହ୍ମାଣ୍ଡ ବିଷୟରେ ବିଭିନ୍ନ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରିଆସୁଛି । ଏହା ପାଇଁ ପୃଥିବୀର ବିଶିଷ୍ଟ ବୈଜ୍ଞାନିକ ମାନେ କେତେଯେ ଗବେଷଣା କଲେଣି ତାର କୌଣସି ଠିକଣା ନାହିଁ । ବ୍ରହ୍ମାଣ୍ଡ ସଂବଧୀୟ କେତେ ଗୁଡିଏ ପ୍ରଶ୍ନର ଉତ୍ତର ମିଳିଥିବା ବେଳେ କିଛି…

ବ୍ରହ୍ମାଣ୍ଡରେ ଅଛି କେତେ ତାରା ? ମିଳିଲା ସନ୍ଧାନ

ରାତିରେ ଯେବେ ବି ଆପଣ ଆକାଶ ଆଡକୁ ଦେଖୁଥିବେ , ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଉଠୁଥିବ । ପ୍ରକୃତରେ ବ୍ରହ୍ମାଣ୍ଡରେ କେତେ ତାରା ଅଛି ? ତେବେ ଆପଣଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ କହିଛନ୍ତି ଜ୍ୟୋତିର୍ବିଜ୍ଞାନି କର୍ଲ ସଗନ୍ । ଏକ ଟିଭି ଶୋରେ ସେ ଏନେଇ ଦାବି କରି କହିଛନ୍ତି…