Browsing Tag

uttar pradesh

ଯୋଗୀ ସରକାରଙ୍କ ବଡ଼ ଉପହାର! ବେସରକାରୀ ସ୍କୁଲରେ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ପାଠପଢ଼ା ହେବ ସମ୍ପୂର୍ଣ୍ଣ ମାଗଣା

ଉତ୍ତର ପ୍ରଦେଶର ଯୋଗୀ ସରକାର ବେସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଝିଅଙ୍କ ମା’, ବାପାମାନଙ୍କୁ ବଡ଼ ଆରାମ ଦେବାକୁ ଯାଉଛନ୍ତି। ସିଏମ୍ ଯୋଗୀ ଆଦିତ୍ୟନାଥ କହିଛନ୍ତି କି, ଯଦି ବେସରକାରୀ ବିଦ୍ୟାଳୟରେ ଦୁଇ ଭଉଣୀ ପାଠ ପଢ଼ୁଛନ୍ତି, ତା’ ହେଲେ ସେମାନଙ୍କ ମଧ୍ୟରୁ ଜଣେ ଝିଅର ଫିସ୍‌ ୟୁପି ସରକାର ଭରିବେ।…

କ୍ଲାସ୍‌ ରୁମ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଲା ସ୍କୁଲ ପ୍ରିନ୍ସିପାଲଙ୍କ ମୃତଦେହ; ସକାଳୁ ସକାଳୁ ଏପରି ଦୃଶ୍ୟ ଦେଖି…

ଉତ୍ତର ପ୍ରଦେଶର ହମୀରପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ବୁଧବାର ସକାଳେ ଏକ ସରକାରୀ ପ୍ରାଇମେରୀ ସ୍କୁଲର ଗେଟ୍‌ ଖୋଲିବା କ୍ଷଣି ସ୍କୁଲ କର୍ମଚାରୀ ଏବଂ ପିଲାମାନଙ୍କର ଚିଲ୍ଲାଇବା ଶବ୍ଦ ଶୁଣିବାକୁ ମିଳିଥିଲା। ସ୍କୁଲ ଶ୍ରେଣୀଗୃହରେ ପ୍ରଧାନ ଶିକ୍ଷକଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲନ୍ତା…

କାନପୁରରେ ଆହତ ଅବସ୍ଥାରେ ମିଳିଲା ବିଶାଳକାୟ ହିମାଳୟ ଶାଗୁଣା; ଚାରିପାଖରେ ଛିଡ଼ା ହୋଇ ଫଟୋ ଉଠାଇଲେ ଲୋକେ

ଉତ୍ତର ପ୍ରଦେଶର କାନପୁରରେ ଏକ ବିଶାଳକାୟ ହିମାଳୟ ଗ୍ରିଫନ୍ ଶାଗୁଣା ଉଦ୍ଧାର ହୋଇଛି। ଏହି ଦୁର୍ଲ୍ଲଭ ଶାଗୁଣା ମିଳିବା ପରେ ସେଠାକାର ଲୋକେ ତାକୁ ଧରି ଫଟୋ ଉଠାଇବାକୁ ଲାଗିଥିଲେ। ଦେଖୁ ଦେଖୁ ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଥିଲା। ସ୍ଥାନୀୟ ଲୋକେ କହିଛନ୍ତି ଯେ…

ରସିକିଆ ପୋଲିସ ବାବୁ, ଯୁବତୀଙ୍କ ସହିତ ୫୦ ଥର ଶାରୀରିକ ସଂପର୍କ ରଖିବା ପରେ ବିବାହ ପାଇଁ କଲେ ମନା

ଉତ୍ତରପ୍ରଦେଶ ଲକ୍ଷ୍ମୌରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏଠାରେ ଜଣେ ଯୁବତୀଙ୍କୁ ପୋଲିସ କର୍ମଚାରୀ ୫୦ ଥର ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ କାନପୁର ଦେହାତ ପୋଲିସ ଥାନାରେରେ କାର୍ଯ୍ୟ କରୁଛନ୍ତି। ପୀଡିତାଙ୍କ ଅଭିଯୋଗ ପରେ…

ମଦ୍ୟପ ସ୍ୱାମୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ତ୍ରୀ, ଆଉ କହିଲା କେହି ଜଣେ ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଗଲା

ଉତ୍ତରପ୍ରଦେଶର ବାରାବଙ୍କୀରେ ମଦ ନିଶାରେ ବୁଡିଥିବା ସ୍ୱାମୀଙ୍କୁ ନୃଶଂସ ଭାବେ ହତ୍ୟା କରିଛି ପତ୍ନୀ । ନିଜ ଦୋଷକୁ ଲୁଚାଇବା ପାଇଁ ଜବରଦସ୍ତ ପ୍ଲାନ୍‌ ମଧ୍ୟ କରିଥିଲେ । ସ୍ୱାମୀଙ୍କୁ ହତ୍ୟା କରିବା ପରେ ବାହାରକୁ ଆସି ପତ୍ନୀ ଚିତ୍କାର କରିଥିଲେ, ଆଉ କହିଥିଲେ, ଜଣେ ଦୁର୍ବୃତ୍ତ ମୋ…

ଭିକାରୀ ପକେଟରୁ ମିଳିଲା ସାଢେ ୩ ଲକ୍ଷ ଟଙ୍କା; ଦେଖି ଆଶ୍ଚର୍ଯ୍ୟ ହୋଇଗଲା ପୋଲିସ

ଭିକାରୀ ପକେଟରୁ ମିଳିଲା ୩ ଲକ୍ଷ ୬୪ ହଜାର । ଭିକାରୀ ପାଖରେ ଏକା ଥରକେ ଏତେ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପୋଲିସ ବାବୁ । ଉତ୍ତର ପ୍ରଦେଶ ଗୋରଖପୁରରେ ଏପରି ଘଟଣା ଦେଖିବାକୁ ମିଳିଛି । ଭିକାରୀର ନାମ ସରିଫ ଓ ତାଙ୍କ ବୟସ ୫୦ରୁ ଅଧିକ ହେବ । ପରିବାରରେ କେହି ନ ଥିବା ବେଳେ ସେ ତାଙ୍କ…

ଖାଇବାରେ ଚୁଟି ବାହାରିଲା ବୋଲି ସ୍ତ୍ରୀକୁ ମାରପିଟ୍‌ କରି ଲଣ୍ଡା କରିଦେଲା ସ୍ୱାମୀ, ଏବେ ଗିରଫ

ଖାଦ୍ୟରେ ଚୁଟି ମିଳିବା ପରେ ପତ୍ନୀଙ୍କୁ ମାରିବା, ପିଟିବା ପରେ ଲଣ୍ଡା କରିଦେଲେ ସ୍ୱାମୀ । ଏମିତି ଘଟଣା ଉତ୍ତରପ୍ରଦେଶର ପିଲିଭିତରେ ଦେଖିବାକୁ ମିଳିଛି। ଆଉ ଏହି ଘଟଣାରେ ଯୁବକଙ୍କୁ ସହଯୋଗ କରିଥିଲେ ପରିବାର ଲୋକେ। ତାଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ଦାଏର କରାଯାଇଛି । ଖବର ମୁତାବକ,…

ୟୁପି: ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୪୫ ପିଲା ଗୁରୁତର ଅସୁସ୍ଥ, ଭୟରେ ଅଭିଭାବକ

ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୪୫ ପିଲା ଅସୁସ୍ଥ ହୋଇ ପଡ଼ିଛନ୍ତି। ଖବରରୁ ଜଣାପଡ଼ିଛି, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇବା ପରେ ହଠାତ୍‌ ୪୫ ଜଣ ପିଲାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ପିଲାମାନେ ଅସୁସ୍ଥ ହେବା ଖବର…

ଚାଲୁଥିବା ବେଳେ ଆସିଲା ଛିଙ୍କ, ରାସ୍ତାରେ ଟଳିପଡିଲେ ଯୁବକ : ଭିଡିଓ ଭାଇରଲ

ମୃତ୍ୟୁ ସୁନିଶ୍ଚିତ । ହେଲେ କେଉଁଠି, କେତେବେଳେ ଆସିବ, ତାହା କେହି ଜାଣିପାରିବେ ନାହିଁ । ଏମିତି ଏକ ଘଟଣା ଉତ୍ତରପ୍ରଦେଶ ମେରଠରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଜଣେ ଯୁବକ ରାସ୍ତାରେ ଯାଉଥିବା ସମୟରେ ଛିଙ୍କ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି। ଖବର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କୁହୁଡ଼ି ଯୋଗୁ ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଚାଲିଗଲା ୬ ଜୀବନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବହରାଇଚ୍ ଜାତୀୟ ରାଜପଥରେ ସକାଳୁ ସକାଳୁ ବଡ ଧରଣର ଦୁର୍ଘଟଣା ହୋଇଛି। ଫଳରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ବସ୍‌କୁ ପଛପଟୁ ଟ୍ରକ୍ ଧକ୍କା ମାରିବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ଆହତଙ୍କ…

ଏଥର ହୋଲିରେ ମିଳିବ ୨ ମାଗଣା ଗ୍ୟାସ୍‌ ସିଲିଣ୍ଡର, ଏହି ରାଜ୍ୟର ସରକାର କଲେ ଘୋଷଣା; ଲାଭ ଉଠାଇବେ ୧.୬୫ କୋଟି ଜନତା

ସାଧାରଣ ଲୋକଙ୍କ ପାଇଁ ଖୁସି ଖବର। ଯଦି ଆପଣ ବି ସାରା ଦେଶରେ ଗ୍ୟାସ୍‌ ଦର ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି, ତା’ ହେଲେ ଏବେ ଆପଣଙ୍କୁ ବିଲ୍‌କୁଲ ବି ଚିନ୍ତା କରିବାର ଆବଶ୍ୟକ ନାହିଁ। ଏଥର ହୋଲିରେ ସରକାର ଆପଣଙ୍କୁ ୨ଟି ଗ୍ୟାସ୍‌ ସିଲିଣ୍ଡର ମାଗଣାରେ ଦେବାକୁ ଯୋଜନା କରୁଛନ୍ତି। ଆସନ୍ତୁ…

ଦୁଷ୍କର୍ମରେ ଉତ୍ତର ପ୍ରଦେଶ ନମ୍ବର ୧! ପ୍ରତିଦିନ ଘଟୁଛି ୧୧ ଘଟଣା; NCRBରୁ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଉତ୍ତର ପ୍ରଦେଶର ଉନ୍ନାଓରେ ପୁଣିଥରେ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ୧୦ ନଭେମ୍ବରରେ ଭିନ୍ନ ଜାତିର ଜଣେ ଯୁବତୀଙ୍କୁ ତାଙ୍କ ଘରେ ହିଁ ଦୁଷ୍କର୍ମ କରାଯାଇଛି। ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ମୁତାବକ, ୟୁପିର ଉନ୍ନାଓରେ ଜଣେ କଲେଜ ଛାତ୍ରୀ ଦୁଷ୍କର୍ମର…