ଉତ୍ତରକାଶୀ ଟନେଲ୍ ରେସକ୍ୟୁର ଅସଲି ହିରୋ ୧୨ ଜଣିଆ ରାଟ୍ ହୋଲ ମାଇନର୍ସ
ଉତ୍ତରକାଶୀ : ଉତ୍ତରକାଶୀ ଟନେଲ୍ ରେସକ୍ୟୁର ଅସଲି ହିରୋ ରାଟ୍ ହୋଲ ମାଇନର୍ସ । ଯାହା କରି ପାରି ନଥିବା ଆମେରିକା ନିର୍ମିତ ଅଗର ଡ୍ରିଲିଂ ମେସିନ୍, ତାହା ଶେଷ ପର୍ଯ୍ୟାୟରେ ସମ୍ଭବ କରି ଦେଖାଇଛନ୍ତି ୧୨ ଜଣିଆ ରାଟ ହୋଲ୍ ମାଇନର୍ସ ଟିମ୍ ।
୮୦୦ ମିଲିମିଟର ପାଇପ୍ ଭିତରେ ପଶି ନିଜ ଜୀବନକୁ…