Browsing Tag

vastu

ବହୁତ ଖାସ୍‌ ଆଜିର ଦିନ, ଭୁଲରେ କରନ୍ତୁ ନାହିଁ ଏହି ଭୁଲ ନଚେତ ପୂରା ବଂଶ ହୋଇଯିବ ନାଶ

ସବୁ ମାସରେ ଦୁଇଟି ଏକାଦଶୀ ପଡିଥାଏ ଏବଂ ଏସବୁକୁ ଭଗବାନ ବିଷ୍ଣୁଙ୍କୁ ସମର୍ପଣ କରାଯାଏ। ତେବେ ଏଥିମଧ୍ୟରୁ କିଛି ଏକାଦଶୀ ବହୁତ ଖାସ୍‌ ହୋଇଥାଏ। ଏମିତି ଗୋଟିଏ ଏକାଦଶୀ ହେଉଛି ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀ। ଚଳିତ ବର୍ଷ ଅର୍ଥାତ୍‌ ୨୭ ଫେବୃୟାରୀ ଦିନ ବିଜୟା ଏକାଦଶୀ ପଡୁଛି। ମାନ୍ୟତା…

ଶୁକ୍ରବାର ୫ ଟଙ୍କିଆ ମୁଦ୍ରାରେ ଲେଖିଦିଅନ୍ତୁ ଗୋଟିଏ ଅକ୍ଷର, ହେବ ଧନର ବର୍ଷା

ସମସ୍ତେ ଚାହାଁନ୍ତି ବହୁତ ଟଙ୍କା ରୋଜଗାର କରିବା ପାଇଁ। ସମସ୍ତଙ୍କର ଥାଏ ଧନୀ ହେବାର ନିଶା। କିଛି ଲୋକଙ୍କର ଏହି ନିଶା ପୂରଣ ହୋଇଥାଏ ତ ଆଉ କିଛି ଲୋକଙ୍କର ପୂରଣ ହୋଇପାରେନାହିଁ। ତେବେ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଲକ୍ଷେ ଥର ଚେଷ୍ଟା କଲା ପରେ ବି କୋଟିପତି ହୋଇପାରନ୍ତିନାହିଁ। ଯାହା…

ଅଫିସରେ ଉନ୍ନତି ଏବଂ ସମୃଦ୍ଧି ପାଇଁ ନିଶ୍ଚିତ ଲଗାନ୍ତୁ ଏହି ଗଛ, ଜାଣନ୍ତୁ କ’ଣ 

ଅଫିସ ଏମିତି ଏକ ସ୍ଥାନ, ଯାହା ପ୍ରଡକ୍ଟିଭିଟ୍‌ ଏବଂ କ୍ରିଏଟିଭିଟି କାମ କରିବାର ପ୍ରକୃତ ସ୍ଥାନ। ଏହା ଆପଣଙ୍କ ଆୟ କରିବାର ଉପାୟ। ଏହା କୌଣସି ପୂଜା ସ୍ଥଳରୁ କମ୍‌ ନୁହେଁ। ଏହି କାରଣ ଯୋଗୁଁ ବହୁତ ସାବଧାନ ରହିବା ଉଚିତ। ଆପଣଙ୍କ କାର୍ଯ୍ୟାଳୟ ବାସ୍ତୁ ଅନୁସାରେ ଠିକ୍‌ କି ନୁହେଁ, କୌଣସି…

ରବିବାର ଦିନ କରନ୍ତୁ ଏହି ଉପାୟ, ନିଶ୍ଚୟ ପୂରିବ ମନୋକାମନା ହେବେ ମାଲାମାଲ୍‌

ମଣିଷ ଜୀବନରେ ଅନେକ ଥର ଏମିତି ସମୟ ଆସିଥାଏ ଯେ ଅନେକ ଚେଷ୍ଟା ପ୍ରଚେଷ୍ଟା କଲା ପରେ ବି ସଫଳତା ମିଳିନଥାଏ। ଏଥିପାଇଁ ଲୋକମାନେ ଅନେକ ଚେଷ୍ଟା କରନ୍ତି ତଥାପି ବି କାମରେ ସଫଳତା ମିଳିନଥାଏ। ତେଣୁ ଆପଣଙ୍କୁ ରବିବାର ଦିନ କିଛି ଏମିତି ଉପାୟ କରିବାର ଅଛି ଯାହାଦ୍ୱାରା ଆପଣଙ୍କୁ କେବଳ ଉନ୍ନତି ହିଁ…

ଏହି ରାଶିର ବ୍ୟକ୍ତିଙ୍କୁ ଜମା ବି କରନ୍ତୁନି ଭରଷା, ପଦାରେ ପଡିଯିବ ଆପଣଙ୍କ ସବୁ ସିକ୍ରେଟ୍‌

ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱଭାବ, ବ୍ୟକ୍ତିତ୍ୱ ଓ ଭବିଷ୍ୟ ରେଜଲ୍ଟ ଅଲଗା ଅଲଗା ହୋଇଥାଏ, ଯାହାକି ତାଙ୍କ ରାଶିରୁ ଅନୁମାନ କରାଯାଏ । ପ୍ରତ୍ୟେକ ରାଶି ନିଜର ଗ୍ରହ ଯୋଗୁ ଅଲଗା ଅଲଗା ସ୍ୱଭାବର ହୋଇଥାନ୍ତି । କିଛି ରାଶିର ଲୋକେ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି ଓ ସେମାନେ ଅନ୍ୟ ସିକ୍ରେଟ କାହାଆଗରେ…

ବାସ୍ତୁ ଶାସ୍ତ୍ର: ଏହି ଜିନିଷଗୁଡ଼ିକୁ କଦାପି ଘରେ ଏଣେତେଣେ ରଖନ୍ତୁ ନାହିଁ, ବଢ଼ିଥାଏ ରୋଗ ଓ କଳହ

ଆଜିକାଲି ସମସ୍ତଙ୍କ ଘରେ ବିଭିନ୍ନ ପ୍ରକାର ବୈଦ୍ୟୁତିକ ଉପକରଣ ଭରି ହୋଇ ଅଛି। ଲାପ୍‌ଟପ, ମୋବାଇଲ୍‌ ଫୋନ୍‌ଠୁ ଆରମ୍ଭ କରି କମ୍ପ୍ୟୁଟର, ଫ୍ରିଜ୍‌, ଟିଭି, ରେଡିଓ, ଟେଲିଫୋନ୍‌ ଭଳି ଉପକରଣ ଅତି ସାଧାରଣ ହୋଇଗଲାଣି। ଏ ସବୁ ଉପକରଣର ପ୍ରୟୋଗ ସୁବିଧା ତ ବଢ଼ାଇଥାଏ, କିନ୍ତୁ ଆବଶ୍ୟକଠାରୁ ଅଧିକ…

ଋଣ ବୋଝ ବଢ଼ୁଥିଲେ ଆପଣାନ୍ତୁ ଏସବୁ ବାସ୍ତୁ ଉପାୟ, ତୁରନ୍ତ ମିଳିବ ମୁକ୍ତି

କରଜ ନେବାକୁ କାହାକୁ ବା ଭଲ ଲାଗେ। ବେଳେବେଳେ କିଛି ଲୋକ କରଜ ଯୋଗୁ ଜୀବନ ବି ହାରିଥାନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ, ଯଦି କିଛି ବାସ୍ତୁ ଦୋଷ ଥାଏ ତେବେ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଋଣବୋଝ ବଢ଼ି ବଢ଼ି ଚାଲିଥାଏ। ଆପଣଙ୍କର ବି ଯଦି ବାସ୍ତୁଦୋଷ ଯୋଗୁ ଋଣ ବୋଝ ବଢ଼ିଚାଲିଛି ତେବେ ଆମେ…

ପଢ଼ିବା ବେଳେ ପିଲାଙ୍କୁ ଡର ଲାଗୁଥିଲେ ଜଳାନ୍ତୁ ଏହି ରଙ୍ଗର କ୍ୟାଣ୍ଡେଲ, ଦୂର ହେବ ଭୟ

ପିଲାମାନେ ପଢ଼ିବା ବେଳେ ବହୁତ ଦୁଷ୍ଟାମୀ କରିଥାନ୍ତି, ଯାହା ତାଙ୍କ ପାଠ ପଢ଼ାରେ ପ୍ରତିବନ୍ଧକ ସାଜେ। ବେଳେବେଳେ ପଢ଼ିବା ବେଳେ ପିଲାମାନେ ଡରିଥାନ୍ତି, ଯାହାକୁ ଅଭିଭାବକ ଭାବନ୍ତି ଯେ ସେ ବାହାନା କରୁଛି। ମାତ୍ର ପ୍ରକୃତରେ ତାହା ବାହାନା ନୁହେଁ ବରଂ ସତ। ଯଦି ଆପଣଙ୍କ ପିଲା ବି ପଢ଼ିବା ବେଳେ ଭୟ…

ବାସ୍ତୁ ଅନୁସାରେ ମାସ ଆରମ୍ଭରେ କରନ୍ତୁ ଏହି ଖାସ୍‌ କାମ, ପୂରା ହେବ ସବୁ ଅଟକିଥିବା କାମ

ଖରାଦିନେ ଝାଳର ଦୁର୍ଗନ୍ଧରୁ ମୁକ୍ତି ପାଇଁ ପ୍ରାୟତଃ ଲୋକମାନେ ପରଫ୍ୟୁମ୍‌ ଓ ଅତର ବ୍ୟବହାର କରିଥା’ନ୍ତି। ସକାଳୁ ଗାଧୋଇ ସାରିବା ପରେ ଯଦି ଶରୀରରେ ପରଫ୍ୟୁମ୍‌ ପକାନ୍ତି ତେବେ ତାହାର ବାସ୍ନା ସାରା ଦିନ ରହିଥାଏ। ଏଥିସହ ଦିନ ସାରା ଫ୍ରେସ୍‌ ମଧ୍ୟ ଲାଗେ। ଏହି କଥା ନୂଆ ମାସର ଆରମ୍ଭରେ ମଧ୍ୟ…

ଏହି ୩ଟି ରାଶିର ବ୍ୟକ୍ତି ହୀରା ପିନ୍ଧିବା ଅନୁଚିତ୍‌, ଡାଇମଣ୍ଡ ପିନ୍ଧୁଥିଲେ ନିଶ୍ଚୟ ଜାଣି ରଖନ୍ତୁ ଏହାକୁ ଧାରଣ କରିବା…

ସମସ୍ତଙ୍କ ଜୀବନରେ ଜ୍ୟୋତିଷଶାସ୍ତ୍ର ଓ ରତ୍ନଶାସ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜ୍ୟୋତିଷଙ୍କ ମୁତାବକ ବ୍ୟକ୍ତିଙ୍କ ଜୀବନର ସବୁ ସମସ୍ୟାର ସମାଧାନ ଏହି ଦୁଇଟି ଶାସ୍ତ୍ରରେ ରହିଛି। ଲୋକମାନଙ୍କୁ ସବୁବେଳେ ନିଜ ରାଶି ଅନୁସାରେ ରତ୍ନ ଧାରଣ କରିବା ଉଚିତ। ଏହା ଭାଗ୍ୟ ବଦଳାଇବାରେ…

ସମସ୍ତ ବାସ୍ତୁ ଦୋଷକୁ ଦୂର କରିବେ ବିଘ୍ନହର୍ତ୍ତା ଶ୍ରୀଗଣେଶ, ଜାଣନ୍ତୁ କେମିତି

ହିନ୍ଦୁ ଧର୍ମରେ କୌଣସି ବି ମାଙ୍ଗଳିକ କାମର ଆରମ୍ଭ ପୂର୍ବରୁ ଗଣପତିଙ୍କୁ ପୂଜା କରାଯାଏ। କାହିଁକିନା ଭଗବାନ ଗଣେଶଙ୍କ ଆଶୀର୍ବାଦରୁ ସବୁ ବାଧା ଦୂର ହୋଇଯାଇଥାଏ ଏବଂ ଶୁଭ ଫଳ ମିଳିଥାଏ। ଅନେକ ଥର ଘରେ ବାସ୍ତୁ ଦୋଷ କାରଣରୁ ବିଭିନ୍ନ ପ୍ରକାର ଅସାମାନ୍ୟ ସ୍ଥିତି ଉପୁଜିଥାଏ। କିନ୍ତୁ ଏମିତି…

ଶଙ୍ଖରେ ଗାଈ କ୍ଷୀରକୁ ଭରି ମହାଦେବଙ୍କୁ ଅର୍ପଣ କରନ୍ତୁ, ଦୂର ହେବ ସମସ୍ତ ଗ୍ରହଦୋଷ

ହିନ୍ଦୁ ଧର୍ମରେ ଧାର୍ମିକ ପୂଜାପାଠ, ଭଜନକୀର୍ତ୍ତନ ଆଦି ସମୟରେ ଶଙ୍ଖ ବଜାଇବାକୁ ଶୁଭ ବିବେଚନା କରାଯାଏ। ଶଙ୍ଖରୁ ନିର୍ଗତ ହେଉଥିବା ଧ୍ୱନି ଦ୍ୱାରା ବାୟୁମଣ୍ଡଳରେ ଥିବା ନକରାତ୍ମକ ଉର୍ଜା ଓ ହାନିକାରକ ଜୀବାଣୁ ନଷ୍ଟ ହୋଇଯାଆନ୍ତି। ଶଙ୍ଖ ବଜାଇବା ବେଳେ କୁମ୍ଭକ, ରେତକ ତଥା ପ୍ରାଣାୟାମ କ୍ରିୟା…