Below header
Browsing Tag

vladimir putin

ୟୁକ୍ରେନ୍-ଋଷ ଯୁଦ୍ଧ ମଧ୍ୟରେ ଏବେ ତୃତୀୟ ବିଶ୍ୱଯୁଦ୍ଧ ହିଁ ବିକଳ୍ପ: ବାଇଡେନ୍

ନୂଆଦିଲ୍ଲୀ : ଲଗାତାର ଚତୁର୍ଥ ଦିନରେ ବି ୟୁକ୍ରେନରେ ଯୁଦ୍ଧ ଜାରିରହିଛି। ୟୁକ୍ରେନ ସେନାଙ୍କ ଅବସ୍ଥା ଆହୁରି ଖରାପ ହୋଯାଛି। ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍‌ସ୍କି ସେମାନଙ୍କ ସାହାଯ୍ୟ ପାଇଁ ୟୁକ୍ରେନବାସୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଆମେ କିଭ୍‌ ଏବଂ ସହରର ପ୍ରମୁଖ ଜାଗା…

ୟୁକ୍ରେନ ସୀମା ଠାରୁ ୨୦ କିଲୋମିଟର ଦୂରରେ ରୁଷ ସେନା, ସାଟେଲାଇଟ ଚିତ୍ରରୁ ପ୍ରକାଶ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି । ୟୁକ୍ରେନ ସୀମା ଠାରୁ ୨୦ କିଲୋମିଟର ଦୂରରେ ଅଛି ରୁଷ ସେନା । ବେଲାରୁଷରୁ ଉଠାଯାଇଥିବା ସାଟେଲାଇଟ ଚିତ୍ରରୁ ଏହା ଜଣାପଡିଛି । ଗତ ୪ ତାରିଖରେ ଦକ୍ଷିଣ ବେଲାରୁଷର ଏୟାରଫିଲ୍ଡରେ ଅଳ୍ପ ସଂଖ୍ୟକ ରୁଷ ସୈନ୍ୟ ଥିଲେ । ଗତକାଲିର…

ଆଜି ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଭାରତ-ରୁଷ ୨୧ତମ ବାର୍ଷିକ ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ: ଆଜି ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଭାରତ-ରୁଷ ୨୧ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେବେ। ଦୁଇ ଦେଶ ମଧ୍ୟରେ ୨+୨ କଥାବାର୍ତ୍ତା ହେବ।କି ଛି ଘଣ୍ଟା ପାଇଁ ଭାରତ ଆସୁଥିଲେ ମଧ୍ୟ ପୁଟିନଙ୍କ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି। ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ…

ଡିସେମ୍ବର ୬ରେ ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌, ମୋଦିଙ୍କୁ ଭେଟିବେ

ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ଭାରତ ଓ ରୁଷ ମଧ୍ୟରେ ୨୧ତମ ଶିଖର ବାର୍ତ୍ତା ପାଇଁ ଡିସେମ୍ବର ୬ରେ ଭାରତ ଆସିବେ ପୁଟିନ୍‌। ଏ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ। କରୋନା କାଳ ମଧ୍ୟରେ ନରେନ୍ଦ୍ର ମୋଦି ଓ ପୁଟିନ୍‌ଙ୍କର ଏହା ପ୍ରଥମ…

୬୮ ବର୍ଷ ବୟସରେ ସାଇବେରିଆରେ ଏମିତି ଛୁଟି କାଟୁଛନ୍ତି ଋଷ ରାଷ୍ଟ୍ରପତି ପୁଟିନ, ଫଟୋ ହେଉଛି ଭାଇରାଲ

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଫିଟନେସ ଏବଂ ଛୁଟି କାଟିବାକୁ ନେଇ ଅନେକ ସମୟରେ ହେଡଲାଇନରେ ରହିଥାନ୍ତି । ବର୍ତ୍ତମାନ ଋଷରୁ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଠାରେ ୬୮ ବର୍ଷ ବୟସରେ ଭ୍ଲାଦିମିର ପୁଟିନ ସାଇବେରିଆରେ ଛୁଟି କାଟୁଛନ୍ତି ଏବଂ ଏହି ସମୟରେ ମାଛ ମଧ୍ୟ ଧରୁଛନ୍ତି । ଏକ…

ସ୍ୱିଡେନ୍‌ ସରକାରଙ୍କୁ ପସନ୍ଦ ଆସିଲାନି ପିଲାର ନାମ, ଦମ୍ପତିଙ୍କୁ ଦେଲେ ଏପରି ଆଦେଶ; ଜାଣନ୍ତୁ ଦେଶରେ କ’ଣ ରହିଛି…

ସବୁ ପିତାମାତାଙ୍କର ଇଚ୍ଛା ଥାଏ କି, ସେମାନେ ତାଙ୍କ ସନ୍ତାନର ନାମ ଏକଦମ୍‌ ନିଆରା ରଖନ୍ତୁ। ଏଥିପାଇଁ ସେମାନେ ଅନେକ ଦିନ ଧରି ନାମ ବାଛିବାରେ ଲାଗି ପଡ଼ନ୍ତି। ଅନେକ ବାର ଏମିତି ହୋଇଥାଏ କି, ବାପାମାଆ ନିଜ ପସନ୍ଦର ବ୍ୟକ୍ତିଙ୍କ ନାମ ଅନୁସାରେ ପିଲାର ନାମ ରଖି ଦିଅନ୍ତି। କିନ୍ତୁ ସ୍ୱିଡେନର…

ଟ୍ରମ୍ପ ଓ ପୁଟିନଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହୋଇପାରେ ୨୦୨୦, ନିଜ ଲୋକ ହିଁ ନେଇପାରନ୍ତି ଜୀବନ

ସମସ୍ତେ ନିଜ ଭବିଷ୍ୟତ ଜାଣିବାକୁ ଇଚ୍ଛୁକ ଥାଆନ୍ତି। ଏଣୁ ଯିଏ ବି ଭବିଷ୍ୟବାଣୀ ଦିଅନ୍ତି ତାଙ୍କ ନିକଟକୁ ଯାଇ ନିଜ ଆଗାମୀବର୍ଷ ଗୁଡ଼ିକ ବିଷୟରେ ପଚାରିବୁଝିଥାଆନ୍ତି। ଏଣୁ ଭବିଷ୍ୟବାଣୀ କରୁଥିବା ଲୋକଙ୍କୁ ସମସ୍ତେ ଅଧିକ ସମ୍ମାନ ଦେଇଥାନ୍ତି। ଦୁନିଆ ବିଷୟରେ ଭବିଷ୍ୟବାଣୀ କରୁଥିବା ସେଭଳି ଜଣେ…

ଋଷ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି, କରୋନା ପରେ ଭାରତ ଆସିବାକୁ କଲେ ନିମନ୍ତ୍ରଣ

ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଜନ୍ମଦିନ। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତ ସହ ସମ୍ପର୍କକୁ ମଜଭୁତ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ମୋଦି କଲ କରି ପୁଟିନ୍‌ଙ୍କୁ ଶୁଭକାମନା ଜଣାଇଛନ୍ତି। ଏନେଇ ସେ ଟ୍ଵିଟ୍‌ କରି ସୂଚନା…

ଋଷ ତିଆରି କଲା ଦ୍ୱିତୀୟ କରୋନା ଟୀକା, ନିଜେ ରାଷ୍ଟ୍ରପତି ଦେଲେ ଖୁସି ଖବର

କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ସବୁ ଦେଶ କରୋନା ଟୀକା ବାହାର କରିବା ଦିଗରେ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ଏହି ଦୌଡ଼ରେ ବାଜି ମାରି ନେଇଛି ଋଷ। ଋଷ ସ୍ପୁଟନିକ ଭି ନାମକ ଭ୍ୟାକ୍‌ସିନ୍‌ ତିଆରି କରି ସମସ୍ତଙ୍କୁ ଚକିତ କରିଦେଇଥିଲା। ସବୁ ଦେଶ ଏବେ ଋଷରୁ କରୋନା…

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ହାତ ମିଳାଇଥିବା ଡାକ୍ତରଙ୍କୁ କରୋନା, ଗତ ସପ୍ତାହରେ ଭେଟିଥିଲେ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହସ୍ପିଟାଲ ବୁଲାଇଥିବା ଡାକ୍ତର ଡେନିସ ପ୍ରୋଟସେନକୋ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସମ୍ପୃକ୍ତ ଡାକ୍ତର ଜଣକ ପୁଟିନଙ୍କ ସହ ହ୍ୟାଣ୍ଡସେକ ମଧ୍ୟ କରିଥିଲେ। ଏଣୁ ପୁଟିନଙ୍କୁ କରୋନା ହେବା ଆଶଙ୍କା ବୃଦ୍ଧି ପାଇଛି। ଏନେଇ ଡାକ୍ତର ଡେନିସ…

ମୋଦିଙ୍କୁ ଦୁନିଆର ସଲାମ, UAE ପରେ ଏବେ ଋଷ ଦେବ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣି ବିଶ୍ବର ଆଉ ଏକ ସର୍ବୋଚ୍ଚ ସମ୍ମାନ । UAE ପରେ ଋଷ ମଧ୍ୟ ନରେନ୍ଦ୍ର ମୋଦିଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଦେବା ପାଇଁ ନିଷ୍ପତ୍ତି ନେଇଛି । ମଂଜୁରୀ ଦେଇଛନ୍ତି ଋଷର ରାଷ୍ଟ୍ରପତି ବ୍ଲାଦିମିର୍ ପୁତିନ୍ । ଏନେଇ ଋଷର ଦୂତାବାସ ପକ୍ଷରୁ ବୟାନ ଜାରି…