Below header
Browsing Tag

vodafone

ଗ୍ରାହକଙ୍କ ପାଇଁ Vodafone-idea ଲଞ୍ଚ କରିଛି ଏହି ସବୁ ଶସ୍ତା ପ୍ଲାନ

ଭ।ରତର ଅନ୍ୟତମ ଟେଲିକମ କମ୍ପ।ନୀ ମ।ନଙ୍କ ଭିତରୁ ଭୋଡ଼।ଫୋନ- ଆଇଡ଼ିଆ ଅନ୍ୟତମ । ଏହି କମ୍ପ।ନୀ ଅଧିକରୁ ଅଧିକ ଗ୍ର।ହକଙ୍କୁ ନିଜ ପ୍ରତି ଆକୃଷ୍ଟ କରିବ। ପ।ଇଁ ନୂଆ ନୂଆ ପ୍ରିପେଡ଼ ପ୍ଲ।ନ ଗୁଡିକୁ ବଜ।ରରେ ପ୍ରବେଶ କରୁଛି । ଯେଉଁଥିରେ ଅନଲିମିଟେଡ଼ କଳିଙ୍ଗ ସମେତ ଡ।ଟ।ର ସୁବିଧ। ମଧ୍ୟ ମିଳୁଛି ।…

Vodafone ଲଞ୍ଚ କଲା ନୂଆ ପ୍ରି -ପେଡ ପ୍ଲାନ, ଗ୍ରାହକଙ୍କୁ ମିଳିବ ୫୬ ଦିନର ଭ୍ୟାଲିଡିଟି

ଦେଶର ଅନ୍ୟତମ ଟେଲିକମ କମ୍ପାନୀ ଭୋଡାଫୋନ ଇଣ୍ଡିଆ ନିଜର ଏକ ନୂଆ ପ୍ରି-ପେଡ ପ୍ଲାନକୁ ବଜାରରେ ଲଞ୍ଚ କରିଛି । ଏହି ନୂଆ ପ୍ରି-ପେଡ ପ୍ଲାନର ଦର ରହିଛି ମାତ୍ର ୨୬୯ ଟଙ୍କା । ଯେବେକି କିଛି ଦିନ ପୂର୍ବରୁ କମ୍ପାନୀ ନିଜ ୫୫୮ ଟଙ୍କାର ଏକ ପ୍ଲାନକୁ ବଜାରରେ ଲଞ୍ଚ କରିଥିଲା । ଭୋଡାଫୋନର ଏହି…

Vodafone ଆଣିଲା ନୂଆ ପ୍ରିପେଡ଼ ପ୍ଲାନ, ଏଣିକି ଗ୍ରାହକଙ୍କୁ ୧୮୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ମିଳିବ ୧.୫GB ଡାଟା

ଭୋଡ଼ାଫୋନ କମ୍ପାନୀ ଏବେ ୧୮୦ ଦିନ ବୈଧତା ବିଶିଷ୍ଟ ଏକ ନୂଆ ପ୍ରିପେଡ଼ ପ୍ଲାନ ଲଞ୍ଚ କରିଛି । ଯେଉଁଥିରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ମିଳିପାରିବ । କମ୍ପାନୀ ଏହି ପ୍ଲାନର ଦର ୯୯୭ ଟଙ୍କା ରହିବା ସହ ସବୁ ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗର ସୁବିଧା ମିଳିପାରିବ । ବର୍ତ୍ତମାନ ସମୟରେ…

Vodafoneର ୧୦୦ ଟଙ୍କାରୁ କମ୍‌ ଦାମର ପ୍ଲାନ, ଯେଉଁଥିରେ ଅନଲିମିଟେଡ୍‌ କଲିଙ୍ଗ୍‌ ସହିତ ମିଳିବ ୧GB ଡାଟା

ଟେଲିକମ୍ କମ୍ପାନୀ ଗ୍ରାହକଙ୍କୁ ନିଜର ବେଷ୍ଟ ସୁବିଧା ଯୋଗାଇଦେବା ପାଇଁ ଲଗାତାର ନୂଆ ନୂଆ ଟାରିଫ୍ ପ୍ଲାନ ଲଞ୍ଚ କରୁଛି। ଏହି ପରିପ୍ରେକ୍ଷକ୍ଷୀରେ ଭୋଡାଫୋନ ଗ୍ରାହକଙ୍କ ପାଇଁ ଦୁଇ ନୂଆ ପ୍ଲାନ ଲଞ୍ଚ କରିଛି ଯାହା ୧୦୦ ଟଙ୍କାରୁ କମ୍ ଅଟେ। ଏହି ଦୁଇ ପ୍ଲାନରେ ଫ୍ରି ଅନଲିମିଟେଡ୍ କଲିଙ୍ଗ ସହିତ…

ୟୁଜର୍ସ ମାନଙ୍କୁ ଝଟକା ଦେଲେ Airtel, Idea- Vodafone କମ୍ପାନୀ, ବଢ଼ାଇଲେ ମିନିମମ ରିଚାର୍ଜ ଦର

ଟେଲିକମ କମ୍ପାନୀ ଏୟାର ଟେଲ, ଭୋଡ଼ାଫୋନ - ଆଇଡ଼ିଆ ନିଜ ନିଜ ମିନିମମ ରିଚାର୍ଜ ଦରରେ ବଡଧରଣର ପରିବର୍ତ୍ତନ ଆଣିଛନ୍ତି । ଏୟାର ଟେଲ କମ୍ପାନୀ ନିଜ ମିନିମମ ରିଚାର୍ଜ ମୂଲ୍ୟକୁ ୨୪ ଟଙ୍କା ବଢ଼ାଇ ୪୫ ଟଙ୍କାକୁ କରିଥିବା ବେଳେ, ଭୋଡାଫୋନ ନିଜ ମିନିମମ ଚାର୍ଜର ଦର ୪୫ ଟଙ୍କାରେ ରଖିଛନ୍ତି । ଏହା ସହ…

Vodafone କମ୍ପାନୀ ନିଜ ୟୁଜର୍ସ ମାନଙ୍କ ପାଇଁ ଲଞ୍ଚ କଲା ଦମଦାର ପୋଷ୍ଟପେଡ ଅଫର

ନିକଟରେ ଭୋଡାଫୋନ ଟେଲିକମ କମ୍ପାନୀ ଏକ ନୂଆ ପୋଷ୍ଟପେଡ ପ୍ଲାନ ଗୁଡିକୁ ଗ୍ରାହକଙ୍କ ପାଇଁ ଲଞ୍ଚ କରିଛି । ଯାହାର ସର୍ବ ନିମ୍ନ ମୂଲ୍ୟ ୩୯୯ ଟଙ୍କା ରଖାଯାଇଛି । ଏହା ସହ କମ୍ପାନୀ ନିଜ ୟୁଜର୍ସ ମାନଙ୍କୁ ୪୦ ଜିବିର ଡାଟା ସୁବିଧା ଯୋଗାଇବ ବୋଲି ନିଷ୍ପତି ନେଇଛି । ଏହି ପ୍ୟାକର ଆଉ ଏକ ବିଶେଷତ୍ୱ…

Vodafone ଲଞ୍ଚ୍‌ କଲା ୩ଟି ନୂଆ ପ୍ରିପେଡ୍‌ ପ୍ଲାନ୍‌, ୩୯ ଟଙ୍କାରୁ ଆରମ୍ଭ!

Vodafone ନିଜ ଗ୍ରାହକମାନଙ୍କ ପାଇଁ ୩ଟି ନୂଆ ପ୍ରିପେଡ୍‌ ପ୍ଲାନ୍‌ ଆଣିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୩୯ ଟଙ୍କା। ବର୍ତ୍ତମାନ ଏହି ପ୍ଲାନ୍‌ ୪ଟି ସର୍କଲରେ ଉପଲବ୍ଧ କରାଯାଇଛି। ସେଗୁଡ଼ିକ ହେଲା ଆନ୍ଧ୍ରପ୍ରଦେଶ, ମୁମ୍ବାଇ, ଓଡ଼ିଶା ଓ ପୂର୍ବ ଉତ୍ତର ପ୍ରଦେଶ। ଏହି ୪ଟି ସର୍କଲ ପାଇଁ…

ଏବେ ଜିଓ, ଏୟାରଟେଲ୍‌ ଏବଂ ଭୋଡାଫୋନର ଏହି ପ୍ରିପେଡ୍‌ ପ୍ଲାନରେ ପ୍ରତିଦିନ ପାଇବେ 3GB ଡାଟା, ଜାଣନ୍ତୁ ସମ୍ପୂର୍ଣ୍ଣ…

ବର୍ତ୍ତମାନ ଭାରତୀୟ ଟେଲିକମ ବଜାରରେ ରିଲାଏନ୍ସ ଜିଓ ର ସ୍ଥିତି ଅନ୍ୟ କମ୍ପାନୀ ତୁଳନାରେ ମଜବୁତ୍‌। ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ, ବିଏସଏନଏଲ ଏବଂ ଭୋଡାଫୋନ ଭଳି କମ୍ପାନୀ ନୂଆ ଅଫର୍ସ ସହ ଅନଲିମିଟେଡ ଡାଟା ଏବଂ କଲିଂଗ ଭଳି ପ୍ରିପେଡ୍‌ ପ୍ଲାନ ଜାରି କରିବା ସହ ପୁରୁଣା ଡାଟା ପ୍ଲାନକୁ…

Vodafone ବନ୍ଦ ହେବାକୁ ନେଇ ଚାଲିଥିବା ଚର୍ଚ୍ଚାର ଉତ୍ତର ରଖିଲା କମ୍ପାନୀ, କହିଲା…

ଆଗଧାଡ଼ିର ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଭାରତୀୟ ବଜାରରେ ନିଜ ବେପାର ବନ୍ଦ କରିବାକୁ ନେଇ ଚାଲିଥିବା ଚର୍ଚ୍ଚାର ଉତ୍ତର ରଖିଛି କମ୍ପାନୀ। ଏହି ସମସ୍ତ ଚର୍ଚ୍ଚାକୁ ଗୁଜବ ବୋଲି କହି କମ୍ପାନୀ କହିଛି ଯେ ଭୋଡାଫୋନ୍‌ ଭାରତୀୟ ବଜାରରେ ନିଜ ବ୍ୟବସାୟ ପୂର୍ବ ଭଳି ଚାଲୁ ରଖିବ ଏବଂ ବର୍ତ୍ତମାନର…

Vodafone ଆଣିଲା ୫୦ଟଙ୍କାରୁ କମ୍‌ ମୂଲ୍ୟରେ ଫୁଲ୍‌ ଟକଟାଇମ୍‌ ପ୍ରିପେଡ୍ ପ୍ଳାନସ୍‌

ଟେଲିକମ୍ କମ୍ପାନୀ ଭୋଡାଫୋନ୍ ନିଜର ପ୍ରତିଦ୍ୱନ୍ଦି ଏୟାରଟେଲ୍ ଭଳି ପ୍ରିପେଡ୍ ପ୍ଳାନସ୍ ରେ ଏକ ବଡ ଅଫର ଆଣିଛି । ଭୋଡାଫୋନ୍ ୟୁଜର୍ସ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ୨୦ ଟଙ୍କା ଏବଂ ୩୦ ଟଙ୍କାରେ ଟକ୍ ଟାଇମ୍ ପ୍ଳାନସ୍ କୁ ଆଉଥରେ ଆଣିଛି । ଏହା ସହିତ ସର୍ଭିସ୍ ଭ୍ୟାଲିଡିଟି…

ଭୋଡାଫୋନ ଗ୍ରାହକଙ୍କ ପାଇଁ ଖୁସି ଖବର, ୨୨୯ ଟଙ୍କାରେ କଲ ସହ ମିଳିବ ୫୬ ଜିବି ଡାଟା

ଟକ୍କର ପାଇଁ ଅଫର୍ । ନିଜର ସ୍ଥିତି ବଜାୟ ରଖିବା ପାଇଁ ସବୁ ଟେଲିକମ୍ କମ୍ପାନୀ ଏବେ ଆଣୁଛନ୍ତି ଜବରଦସ୍ତ ପ୍ଲାନ୍ । ଏହି ତାଲିକାରେ ଶୀର୍ଷରେ ଜିଓ ରହିଥିବା ବେଳେ ଅନ୍ୟ ସବୁ ନେଟୱର୍କ ସେମାନଙ୍କ ପ୍ଲାନ ଦ୍ବାରା ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି । ଏବେ ଭୋଡାଫୋନ ଆଣିଛି ମନଲୋଭା ପ୍ଲାନ୍ ।…

ଭୋଡାଫୋନ ଲଞ୍ଚ କଲା ନୂଆ ପ୍ରିପେଡ ପ୍ଳାନ, ୭୦ଦିନର ଭାଲିଡିଟି ସହ ମିଳିବ ଦୈନିକ ୩ଜିବି ଡାଟା

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଭୋଡାଫୋନ ନିଜ ଗ୍ରାହକଙ୍କ ପାଇଁ ନୂଆ ପ୍ରିପେଡ ପ୍ଳାନ ଲଞ୍ଚ କରିଛି। ଏହି ପ୍ଳାନର ମୂଲ୍ୟ ମାତ୍ର ୨୯୯ ଟଙ୍କା ରହିଥିବା ବେଳେ ଏଥିରେ ଗ୍ରାହକ ୭୦ ଦିନ ପାଇଁ ମାଗଣା କଲିଂ ଏବଂ ଦୈନିକ ୩ଜିବି ଡାଟାର ଲାଭ ଉଠାଇପାରିବେ। ନିକଟରେ ଭୋଡାଫୋନ ନିଜ ଗ୍ରାହକଙ୍କୁ ଖୁବ…