Below header
Browsing Tag

voter

ଭୋଟ ଦେବା ଆଙ୍ଗୁଠିରୁ ସହଜରେ ଛାଡ଼େନି କାଳି ଚିହ୍ନ, ଜାଣନ୍ତୁ ସିକ୍ରେଟ୍‌ ଫର୍ମୁଲା

ଆପଣଙ୍କ ଆଙ୍ଗୁଠିରେ ଯେ କୌଣସି କାଳି ଲାଗିଲେ ଏହା ସାଙ୍ଗେ ସାଙ୍ଗେ ଛାଡ଼ିଯାଏ । କିନ୍ତୁ ଭୋଟ ଦେବା ପରେ ଆଙ୍ଗୁଠିରେ ଯେଉଁ କାଳି ଲଗାଯାଏ ତାହା ସହଜରେ ଛାଡ଼ି ନଥାଏ । ଏହା ପଛରେ କାରଣ କଣ? ଆପଣ କେବେ ଏ ବିଷୟରେ ଚିନ୍ତା କରିଛନ୍ତି କି ? ଏହି କାଳି କାହିଁକି ସହଜରେ ଛାଡ଼େ ନାହିଁ ଆସନ୍ତୁ ଜାଣିବା…

କାଲି ସରିଥିଲା ବାହାଘର, ଆଜି ବିବାହ ପୋଷାକ ପିନ୍ଧି ମତଦାନ କେନ୍ଦ୍ରରେ ପହଞ୍ଚିଲେ ନବ ଦମ୍ପତି

ବିବାହ ବେଦୀରୁ ସିଧା ପହଞ୍ଚିଲେ ମତଦାନ କେନ୍ଦ୍ର । ଗତକାଲି ହାତଗଣ୍ଠି ପଡ଼ିଥିଲା । ଆଉ ଆଜି ବର କନ୍ୟାଙ୍କ ଘର ବାହୁଡ଼ା ଥିଲା। କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ସିଧା ସେମାନେ ପହଞ୍ଚିଥିଲେ ମତଦାନ କେନ୍ଦ୍ରରେ। ନିଜ ମତଦାନର ଅଧିକାର ସାବ୍ୟସ୍ତ କରି ଘରକୁ ଫେରିଥିଲେ ନବ ବିବାହିତ ବର କନ୍ୟା ।…

ନିର୍ବାଚନ କମିଶନଙ୍କ କଣ୍ଡକ୍ଟ ଅଫ ଇଲେକ୍ସନ ରୁଲ୍ସ, ଭୋଟ ଦେବାକୁ ବାଧ୍ୟ କରିପାରିବେନି ପୋଲିଂ କର୍ମଚାରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଭୋଟ ଦେବାକୁ ବାଧ୍ୟ କରି ପାରିବେନି ପୋଲିଂ କର୍ମଚାରୀ । କୌଣସି ଭୋଟର ଯଦି ପୋଲିଂ ବୁଥକୁ ଯାଇ ପରିଚୟ ପଞ୍ଜିକରଣ କରିବା ପରେ ଭୋଟ ଦେବାକୁ ମନା କରନ୍ତି ତେବେ ତାଙ୍କୁ ଭୋଟ ଦେବାକୁ ପୋଲିଂ କର୍ମଚାରୀ ବାଧ୍ୟ କରିପାରିବେ ନାହିଁ । କୌଣସି ପ୍ରାର୍ଥୀଙ୍କୁ ଭୋଟ ନଦେବାକୁ…

‘ଆଗାମୀ ୧୦୦ ଦିନ ଉତ୍ସାହର ସହିତ କାମ କରିବାକୁ ପଡ଼ିବ’…, ଲୋକସଭା ନିର୍ବାଚନ ପୂର୍ବରୁ ଗୁରୁମନ୍ତ୍ର ଦେଲେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି କାର୍ଯ୍ୟକର୍ତ୍ତାଙ୍କ ମନରେ ଜୋଶ୍‌ ଭରିଛନ୍ତି । ପିଏମ୍‌ ମୋଦି କହିଛନ୍ତି ଯେ ଆଗାମୀ ୧୦୦ ଦିନ ସେମାନଙ୍କୁ ଜୋଶ୍‌ ଏବଂ ଉତ୍ସାହର ସହିତ କାମ କରିବାକୁ ପଡିବ । ଏହି ସମୟ ମଧ୍ୟରେ ସେମାନେ ପ୍ରତ୍ୟେକ ଭୋଟରଙ୍କ ନିକଟରେ ପହଞ୍ଚିବା ଉଚିତ୍ । ରାଜଧାନୀ…

ଗୋଟିଏ ଶରୀର ହେଲେ ଦୁଇଟି ମତଦାନ, କେମିତି ହେବ ଜାଣନ୍ତୁ

ସୋହନା ସିଂ ଓ ମୋହନ ସିଂ ପ୍ରଥମ ଥର ଦେବେ ଭୋଟ । ଆଗାମୀ ନିର୍ବାଚରେ ଏମାନେ ଭୋଟ ଦେବେ । କିନ୍ତୁ ସମସ୍ୟା କଣ ଜାଣନ୍ତି ଏମାନେ ଦୁଇ ଭାଇ କିନ୍ତୁ ଗୋଟିଏ ଶରୀର । ହେଲେ ଭୋଟ ଦେବେ ପୃଥକ ହୋଇ । କେମିତି ଜାଣିବେନି ? ନିକଟରେ ପଞ୍ଜାବ ମୁଖ୍ୟ ନିର୍ବାଚନ ଅଧିକାରୀ ଅମୃତସର ଯାଆଁଳା ଭାଇ ସୋହନା ଓ…

ଭୋଟର ତାଲିକା ସଂଶୋଧନ କରିବାକୁ ଚାହୁଁଛନ୍ତି କି? ଆଜିଠୁ ପ୍ରକ୍ରିୟା ଆରମ୍ଭ: ଅନଲାଇନରେ କରିପାରିବେ ଆବେଦନ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ । ୩୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ । ଯେଉଁମାନେ ନାମ ସାମିଲ କରିବାକୁ ଥିବେ ବା କାଟିବାକୁ ଚାହୁଁଥିବେ ସେମାନେ କରିପାରିବେ । କୌଣସି ଭୋଟର ସଂଶୋଧନ କରିବାକୁ ଚାହୁଁଥିବେ, ସେମାନେ ଆଜିଠୁ ୩୦ ତାରିଖ…