Browsing Tag

westbengal

ଆରଜି କର୍ କଲେଜ୍‌ ଦୁଷ୍କର୍ମ ଓ ହତ୍ୟା ମାମଲା: କୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ ମମତା ବାନାର୍ଜୀ

ପଶ୍ଚିମବଙ୍ଗ: ବହୁଚର୍ଚ୍ଚିତ କୋଲକାତା ଆରଜି କର୍ ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୋମବାର ସିଆଲଦା କୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରାୟଙ୍କୁ ସିଆଲଦା କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଥିବାବେଳେ କୋର୍ଟର…

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନିଧନ, ୮୦ ବର୍ଷରେ ନେଲେ ଶେଷ ନିଶ୍ୱାସ

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିଧନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଧାନସଭାରେ ଶୋକ ପ୍ରକାଶ କରାଯାଇଛି । ଶୁଭେନ୍ଧୁ ଅଧିକାରୀ ଟ୍ଵିଟ୍‌ କରି…

ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସହିତ ଘୂର୍ଣ୍ଣିଝଡ, ୪ ମୃତ

ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଓ ଭୟଙ୍କର ଘୂର୍ଣ୍ଣିଝଡ। ୪ ମୃତ, ୧୦୦ରୁ ଅଧିକ ଆହତ। ଜଲପାଇଗୁଡିରେ ପ୍ରଳୟ ରଚିଛି ଘୂର୍ଣ୍ଣିଝଡ । ବହୁ କୋଠର ଘର ଭାଙ୍ଗିବା ସହ ବ୍ୟାପକ ଫସଲହାନୀ ହୋଇଛି। ରାସ୍ତାରେ ବଡବଡ ଗଛ ପଡିରହିଥିବାରୁ କିଛି ଅଞ୍ଚଳରେ ଗମନା ଗମନ ଠପ୍ପ ହୋଇଛି । ବିଦ୍ୟୁତ ଖୁଣ୍ଟ ଉପାଡିବା…

ଗାଡ଼ି ଭଡ଼ାରୁ ବର୍ତ୍ତିବା ପାଇଁ ସଠିକ ଉତ୍ତର ଦେଇ କରନ୍ତୁ ଫ୍ରି-ରାଇଡିଂ :ହାଓଡ଼ା

ହାଓଡ଼ା ବଜାରରେ  ଚାଲିଛି ଅଫର। ଜଣେ ଅଟୋ ରିକ୍ସା ଚାଳକ ଏଥିପାଇଁ ଅଫର ନେଇ ଆସିଛନ୍ତି। ଅଫରଟି ହେଉଛି ଏହିଭଳି, ସଠିକ ଉତ୍ତର ଦିଅନ୍ତୁ , ଆଉ ମାଗଣାରେ ଅଟୋରେ ଯାଆନ୍ତୁ। ମାନେ କେବଳ ସଠିକ ଉତ୍ତର ଦେଲେ ହିଁ ଅଟୋ ଡ୍ରାଇଭର ଭାଇ ଜଣଙ୍କ ଆପଣଙ୍କୁ ବିନା ଭଡ଼ାରେ ନିଜ ଲୋକେସନରେ ପହଁଞ୍ଚାଇ ଦେବେ ।…

କରୋନା ଟିକା ନେବା ପରେ ବୃଦ୍ଧ ମୃତ, ପୋଲିସରେ ଅଭିଯୋଗ କଲେ ପରିବାର ଲୋକେ

କରୋନା ଟିକା ନେବା ପରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ସାଂଘାତିକ ମାମଲା ପଶ୍ଚିମବଙ୍ଗରେ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଧୁପଗୁରୀ ଅଞ୍ଚଳରେ କୋଭିସିଲ୍ଡ ନେବା ପରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ପରିବାର…

ମହିଳାଙ୍କ ପେଟରୁ ବାହାରିଲା ଦେଢ କିଲୋ ଅଳଙ୍କାର ସହ ମୁଦ୍ରା

ମହିଳାଙ୍କ ପେଟରୁ ବାହାରିଲା ସୁନା ଅଳଙ୍କାର ସହ ମୁଦ୍ରା । ଅସ୍ତ୍ରୋପଚାର କରି ପଶ୍ଚିମବଙ୍ଗରେ ଜଣେ ମହିଳାଙ୍କ ପେଟରୁ ଡାକ୍ତର ବାହାର କରିଛନ୍ତି ଦେଢ କିଲୋ ଗହଣା ସହ ମୁଦ୍ରା । ମିଳିଥିବା ସୂଚନା ଅନୁସାରେ ଏହି ୨୬ ବର୍ଷୀୟ ମହିଳାଙ୍କ ପେଟରୁ ୫ ଟଙ୍କିଆ ଓ ୧୦ ଟଙ୍କିଆ ୯୦ ଟି ମୁଦ୍ରା ସହ…

ଧୋନିଙ୍କ ଦୋକାନରେ ଭୋଜନ କରିବାକୁ ଚାହୁଁଛନ୍ତି କି?, ତେବେ ଆସନ୍ତୁ ଏହି ଯାଗାକୁ ଆଉ ଫ୍ରୀରେ ଖାଆନ୍ତୁ

କ୍ରିକେଟ ଜଗତର ବାଦଶାହା ମହେନ୍ଦ୍ର ସିଂ ଧୋନି ତଥା କ୍ୟାପଟେନ କୁଲଙ୍କର ଅନେକ ପ୍ରସଂଶକ ଅଛନ୍ତି। ଦେଶଠୁ ନେଇ ଦୁନିଆ ପର୍ଯ୍ୟନ୍ତ ଧୋନିଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି। କିନ୍ତୁ ସେହି ପ୍ରସଂଶକ ମଧ୍ୟରୁ ପଶ୍ଚିମବଙ୍ଗର ଏହି ପ୍ରସଂଶକ ଟିକେ ନିଆରା କାରଣ ତାଙ୍କର କିଛି ଏମିତି କାମ ତାଙ୍କୁ ଏବେ…