Browsing Tag

winter session

ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭାର ଶୀତ ଅଧିବେଶନ ଶେଷ,୧୧,୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ହେଲା…

କେନ୍ୟୁଜ୍(ବ୍ୟୁରୋ):  ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଧିଷ୍ଟ  କାଳ ପର୍ଯ୍ୟନ୍ତ ମୁଲତବି  ରଖିଛନ୍ତି ବାଚସ୍ପତି। ତେବେ ଆଜି  ବିଧାନସଭାରେ ୧୧,୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ  ବିଲ ପାରିତ ହୋଇଛି ।…

ସରିଲା ସଂସଦର ଶୀତକାଳୀନ ଅଧିବେଶନ, ଜାତୀୟ ଓ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଆଭାସ ନେଇ ଚର୍ଚ୍ଚା

କେନ୍ୟୁଜ୍(ବ୍ୟୁରୋ): ସଂସଦର ଶୀତ ଅଧିବେଶନରେ ଅଧିକ ଚର୍ଚ୍ଚାରେ ଥିଲା ସିଟିଜେନ୍‌ ଆମେଣ୍ଡମେଣ୍ଟ ବିଲ୍‌ । ସିଏବି ଗୃହୀତ ହେବାକୁ ନେଇ ଯେତିକି ଚର୍ଚ୍ଚା ହୋଇଥିଲା ତାଠୁ ଅଧିକ ଚର୍ଚ୍ଚାରେ ଥିଲା କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ବିଜେଡି ସାଂସଦଙ୍କ ଭେଟଘାଟ୍‌ । ସାକ୍ଷାତ ଆଲୋଚନା…

ଆସନ୍ତାକାଲି ସଂସଦର ଶୀତକାଳୀନ ଅଧିବେଶନ, ୩୦ରୁ ଅଧିକ ବିଲ୍‌ ପାରିତ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ : ଆସନ୍ତାକାଲି ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୧୩ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ୩୦ରୁ ଅଧିକ ବିଲ୍‌ ପାରିତ କରିବା ଲକ୍ଷ୍ୟରେ ଅଛନ୍ତି କେନ୍ଦ୍ର ସରକାର । ସେପଟେ ସରକାରଙ୍କୁ ଘେଣିବାକୁ ବିରୋଧୀ କରିଛନ୍ତି ନୂଆ ରଣନୀତି । ସଂଖ୍ୟା କମ ଥିଲେ ବି ପ୍ରସଙ୍ଗ ଅଧିକ…

ରାଜ୍ୟରେ ହ୍ରାସପାଉଛି ତାପମାତ୍ରା, ଆସନ୍ତାକାଲି ଠାରୁ ବଢିବ ଶୀତ

ଭୁବନେଶ୍ବର: ରାଜ୍ୟରେ ହ୍ରାସପାଉଛି ତାପମାତ୍ରା। ଆସନ୍ତା କାଲି ଠାରୁ ଶୀତର ତାପମାତ୍ରା ବଢିବ। ଏକାଧିକ ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ତଳକୁ ଖସିଆସିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ତିନି ଦିନ ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ…

ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ, ନାରୀ ସୁରକ୍ଷା ପ୍ରସଙ୍ଗରେ କମ୍ପିଲା ଗୃହ

ଭୁବନେଶ୍ବର(କେନ୍ୟୁଜ୍): ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ। ନାରୀ ସୁରକ୍ଷା ପ୍ରସଙ୍ଗରେ କମ୍ପିଲା ଗୃହ। ଆଜି ଦୁଇ ଦୁଇ ଥର ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଏହାପରେ ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ।…

ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନ, ମୁହାଁମୁହିଁ ହେବେ ଶାସକ ଓ ବିରୋଧୀ

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ମୁହାଁମୁହିଁ ହେବେ ଶାସକ ଓ ବିରୋଧୀ । ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ଲମ୍ବା ତାଲିକା । ନାରୀ ନିର୍ଯାତନା ଘଟଣାରେ ସରକାରଙ୍କ ଉପରେ ଭାରି ପଡିବାକୁ ଲକ୍ଷ୍ୟ ରଖିଛନ୍ତି ବିରେୀଧୀ । ସେପଟେ କେନ୍ଦ୍ରୀୟ…

ନଭେମ୍ବର ୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ବର(କେନ୍ୟୁଜ୍):  ନଭେମ୍ବର ୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଆସନ୍ତା ୧୩ ତାରିଖରୁ ଡିସେମ୍ବର ୧୯ ଯାଏ ଅଧିବେଶନ ଚାଲିବ । ନଭେମ୍ବର ୧୩ରେ ୨୦୧୯-୨୦୨୦ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ଏଥିରେ ୨୦ଟି ସରକାରୀ କାର୍ଯ୍ୟଦିବସ ରହିଛି ।

ନଭେମ୍ବର ୩ୟ ସପ୍ତାହରୁ ଆରମ୍ଭ ହୋଇପାରେ ସଂସଦର ଶୀତ ଅଧିବେସନ

ସଂସଦର ଶୀତ ଅଧିବେଶନ ନଭେମ୍ବର ମାସର ୩ୟ ସପ୍ତାହ ବା ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନା ଅନୁଯାୟୀ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଶୀତ ଅଧିବେଶନର ତାରିଖ ନେଇ ଚର୍ଚ୍ଚା ହୋଇଛି । ଅବଶ୍ୟ ତାରିଖ ନେଇ ଏପର୍ଯ୍ୟନ୍ତ କୌଣସି ଔପଚାରିକ…