Browsing Tag

woman commits suicide

ସାବିତ୍ରୀ ବ୍ରତ ପାଇଁ ସ୍ବାମୀ ଶାଢୀ ନକିଣିବାରୁ ମହିଳାଙ୍କ ଆତ୍ମହତ୍ୟା

ନୟାଗଡ(କେନ୍ୟୁଜ୍‌) : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସାବିତ୍ରୀ ବ୍ରତ ପାଇଁ ଶାଢ଼ି କିଣିବାକୁ କେନ୍ଦ୍ର କରି ଜଣେ ମହିଳା ଲୁଗାରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ସୂଚନା ଅନୁଯାୟୀ , ଚକ୍ରଧରପୁର ଗ୍ରାମର ଦିବାକର…

ଥାନାରେ ଅଟକ ଘଟଣାକୁ ନେଇ ଚରମ ନିଷ୍ପତ୍ତି ଦେଲେ ଯୁବତୀ, କୀଟନାଶକ ପିଇ କଲେ ଆତ୍ମହତ୍ୟା !

ନବରଙ୍ଗପୁର(କେନ୍ୟୁଜ୍): ଥାନାରେ ଅଟକ ଘଟଣା ନେଇ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଅଞ୍ଚଳରେ ଏହି ଘଟଣା ଘଟିଛି। ଗତ ଗୁରୁବାର ରାତିରେ ଦୁଇ ଯୁବତୀଙ୍କୁ ଥାନାରେ ଅଟକ ରଖାଯାଇଥିଲା। ଏହି ଘଟଣା ପରେ ଜଣେ ଯୁବତୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ…

ଲଭ-ସେକ୍ସ-ଧୋକ୍କା: ସହିନପାରି ନିଜ ହାତ କାଟି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ଯମ

ସୋର: ଲଭ-ସେକ୍ସ-ଧୋକ୍କା । ପ୍ରଥମେ ପ୍ରେମ, ଶାରୀରିକ ସମ୍ପର୍କ ପରେ ପ୍ରତାରଣା । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଉଦେଇପୁର ଗାଁରୁ ଆସିଛି ଏଭଳି ଅଭିଯୋଗ । ଗାଁର ଜଣେ ୨୧ବର୍ଷୀୟ ଯୁବତୀଙ୍କ ସହ ସେହି ଗାଁର ଶ୍ରୀକାନ୍ତ ଦାସଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶ୍ରୀକାନ୍ତ ଯୁବତୀଙ୍କୁ…

ବୁର୍ଲା: ମହାନଦୀ ବ୍ରିଜ ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

ବୁର୍ଲା(କେ ନ୍ୟୁଜ): ବୁର୍ଲା ମହାନଦୀ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କଲେ ଯୁବତୀ । ଆଜି ସଂଧ୍ୟ୍ୟାରେ ଏଭଳି ଏକ ଅଘଟଣ ଘଟିଛି । ଯୁବତୀ ଜଣକ ହଠାତ ବ୍ରିଜ଼ ଉପରୁ ଡେଇଁ ପଡିଥିଲେ । ସେହି ରାସ୍ତାଦେଇ ଯାଉଥିବା ଲୋକେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବଞ୍ଚାଇ ପାରିନଥିଲେ । ଯୁବତୀ…

ଛୋଟିଆ ଘରୋଇ କଳି ହେଲା କାଳ: ଦେହରେ କିରୋସିନି ଢାଳି ଜୀବନ ହାରିଲେ ମହିଳା

ବାସୁଦେବପୁର(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ପଦ୍ମପୁର ପଂଚାୟତ ଗୋପୀନାଥ ବାଡି ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ଦେହରେ କିରୋସିନି ଢାଳି ମହିଳାଙ୍କ ମୃତ୍ୟୁ ଘଟିଛି । ସେହି ଗ୍ରାମର ଅର୍ଜୁନ ଦାସଙ୍କ ସ୍ତ୍ରୀ ମିନତୀଙ୍କ ସହିତ ସାମାନ୍ୟ ବଚସାକୁ ନେଇ ଉଭୟ ସ୍ୱାମୀ ଓ…

ସମ୍ବଲପୁର: ଅଢ଼େଇ ବର୍ଷର ଝିଅକୁ ଧରି ମହାନଦୀର ବଢ଼ି ପାଣିକୁ ଡେଇଁ ଆତ୍ମହତ୍ୟା କଲା ମା’! ବ୍ରିଜ ଉପରୁ ସ୍କୁଟି,…

ସମ୍ବଲପୁର: ସମ୍ବଲପୁରରେ ଚାଉଁରପୁରଠାରେ ମହାନଦୀର ବଢ଼ି ପାଣିରେ ଡେଇଁ ମାଆ ଓ ଝିଅ ଆତ୍ମହତ୍ୟା କରିଥିବା ସନ୍ଦେହ । ମହାନଦୀର ଦ୍ୱିତୀୟ ବ୍ରିଜ୍‌ ଉପରୁ ଗୋଟିଏ ସ୍କୁଟି, ମୋବାଇଲ୍‌ ଓ ଚପଲ ଜବତ କରିଛି ଟାଉନ୍‌ ଥାନା ପୋଲିସ । ଗତକାଲି ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଥିଲେ । ସନ୍ଧ୍ୟା…

ରଜରେ ବାପ ଘରକୁ ଛାଡିଲେନି ସ୍ବାମୀ, ରାଗରେ ବେକରେ ଦଉଡି ଦେଲେ ସ୍ତ୍ରୀ

ସୋର(କେନ୍ଯୁଜ୍): ରଜରେ ଘରୋଇ କଳିରୁ ବେକରେ ଦଉଡି ଦେଇ ବାଲେଶ୍ବର ଜିଲ୍ଲା ନିଳଗିରି ଥାନା କେଶରିପୁର କୁଶଗଢିଆ ଗ୍ରାମର କରୁଣାକର ମଲିକଙ୍କ ସ୍ତ୍ରୀ ସବିତା ମଲିକ ଆତ୍ମହତ୍ଯା କରିଛନ୍ତି । ଘଟଣାରୁ ପ୍ରକାଶ ସବିତା ମଲିକ ରଜ ପାଇଁ ନିଜ ବାପ ଘରକୁ ଯିବା ପାଇଁ ଜିଦ୍ ଧରିଥିବା ବେଳେ କରୋନା କଟକଣା…

ଭୁବନେଶ୍ୱର ଅଶୋକନଗରରେ ଥିବା ୟୁକୋ ବ୍ୟାଙ୍କ ସିନିୟର ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ, ଭଡ଼ାଘରୁ ଉଦ୍ଧାର ହୋଇଛି…

ଭୁବନେଶ୍ୱର: ଭୁବନେଶ୍ୱର ଅଶୋକନଗରରେ ଥିବା ୟୁକୋ ବ୍ୟାଙ୍କ ସିନିୟର ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ। ଭଡ଼ାଘରୁ ଉଦ୍ଧାର ହୋଇଛି ଝୁଲନ୍ତା ମୃତଦେହ। ତାଙ୍କ ନାଁ ଆର୍‌. ରଞ୍ଜିତା ରାଓ। ବରମୁଣ୍ଡା ଅଞ୍ଚଳରେ ଥିବା ଭଡ଼ାଘରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆତ୍ମହତ୍ୟା କରିଥିବା ସନ୍ଦେହ…

ଅତି ଦୁଃଖଦ ଘଟଣା : ପାଞ୍ଚ ଝିଅଙ୍କୁ ନେଇ ମା’ର ଆତ୍ମହତ୍ୟା, ପାଣି ଟାଙ୍କି ଭିତରକୁ ଡେଇଁ ପଡ଼ିଲେ

ଜୟପୁର : ରାଜସ୍ଥାନର ବାରମାର ଜିଲ୍ଲା ଚୌହଟନ୍‌ ଟାଉନ୍‌ରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଜଣେ ମହିଳା ତାଙ୍କର ୫ ଜଣ ପିଲାଙ୍କୁ ନେଇ ଏକ ପାଣି ଟାଙ୍କିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ପାଞ୍ଚଜଣ ଯାକ ସମସ୍ତେ ଝିଅ । ମହିଳା ଜଣକ ପ୍ରଥମେ ୫ଟି ପିଲାଙ୍କୁ ପାଣି ଟାଙ୍କିରେ ପକାଇ ଦେଇଥିଲେ ଓ…

ମେକଅପ୍ ନେଲା ଜୀବନ, ଆଖିରେ କଳା ଅଧିକ ସମୟ ନରହିବାରୁ ଆତ୍ମହତ୍ୟା କଲେ ମହିଳା

ମେକଅପ୍ ନେଲା ଜୀବନ । ଚେହେରାରେ ମେକଅପ୍ ଅଧିକ ସମୟ ନରହିବାରୁ ଆତ୍ମହତ୍ୟା କଲେ ମହିଳା । ଘଟଣାଟି ହେଉଛି ମହରାଷ୍ଟ୍ରର ନାସିକ୍ ଅଞ୍ଚଳର । ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଉଛନ୍ତି ୨୭ ବର୍ଷୀୟା ଭାସ୍କର ଖରଚାନ୍ । ତେବେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଚିଠି ଛାଡିଯାଇଛନ୍ତି ଭାସ୍କର ।…