ଲଞ୍ଚ ହେଲା Jioର ନୂଆ ପ୍ଲାନ୍‌, ଏୟାରଟେଲରୁ ମିଳିବ ଅଧିକ ଡାଟା

୪୯ ଟଙ୍କା ମୂଲ୍ୟର ଏହି ରିଲାଏନ୍ସ ଜିଓ ରିଚାର୍ଜ ପ୍ଲାନ୍‌ ଦ୍ୱାରା ଆପଣ ୨୫ ଜିବି ହାଇ ସ୍ପିଡ୍ ଡାଟାର ଲାଭ ପାଇବେ । ଡାଟା ଲିମିଟ୍‌ ଶେଷ ହେବା ପରେ ସ୍ପିଡ୍‌ ୬୪ Kbps କୁ ଖସି ଆସିବ । Jio ୪୯ ପ୍ଲାନ୍‌ ଭ୍ୟାଲିଡିଟି ବିଷୟରେ କହିବାକୁ ଗଲେ ଏହି ଡାଟା ପ୍ଲାନ୍‌ ଦ୍ୱାରା ଆପଣ ଗୋଟିଏ ଦିନର ଭ୍ୟାଲିଡିଟି ପାଇବେ ।

IPL ୨୦୨୪ ଆରମ୍ଭ ହେବା ପୂର୍ବରୁ ରିଲାଏନ୍ସ ଜିଓ ୟୁଜରଙ୍କ ପାଇଁ ଏକ ନୂଆ ପ୍ରିପେଡ୍ ପ୍ଲାନ୍‌ ଆରମ୍ଭ କରିଛି । ଏହି ନୂଆ ଜିଓ ପ୍ଲାନର ଦାମ୍‌ ୪୯ ଟଙ୍କା ରହିଛି, ତେବେ ଏହି ପ୍ଲାନ୍‌ ସିଧାସଳଖ ଏୟାରଟେଲ ୪୯ ପ୍ଲାନ୍‌ କୁ ଟକ୍କର ଦେବ । ଜିଓର ନୂଆ ପ୍ଲାନ୍‌ ବିଷୟରେ ଆସନ୍ତୁ ଜାଣିବା ।

୪୯ ଟଙ୍କା ମୂଲ୍ୟର ଏହି ରିଲାଏନ୍ସ ଜିଓ ରିଚାର୍ଜ ପ୍ଲାନ୍‌ ଦ୍ୱାରା ଆପଣ ୨୫ ଜିବି ହାଇ ସ୍ପିଡ୍ ଡାଟାର ଲାଭ ପାଇବେ । ଡାଟା ଲିମିଟ୍‌ ଶେଷ ହେବା ପରେ ସ୍ପିଡ୍‌ ୬୪ Kbps କୁ ଖସି ଆସିବ । Jio ୪୯ ପ୍ଲାନ୍‌ ଭ୍ୟାଲିଡିଟି ବିଷୟରେ କହିବାକୁ ଗଲେ ଏହି ଡାଟା ପ୍ଲାନ୍‌ ଦ୍ୱାରା ଆପଣ ଗୋଟିଏ ଦିନର ଭ୍ୟାଲିଡିଟି ପାଇବେ ।

ଏୟାରଟେଲ ୪୯ ପ୍ଲାନ୍‌ ବିଷୟରେ କହିବାକୁ ଗଲେ ଏହି ପ୍ଲାନରେ ଆପଣଙ୍କୁ ଅନଲିମିଟେଡ୍‌ ଡାଟାର ଲାଭ ମିଳିବ । ଏୟାରଟେଲର ୱେବସାଇଟରେ ଅନଲମିମିଟେଡ ଡାଟା ସହିତ ଏହି ପ୍ଲାନ୍‌ ୨୦ GBର FUP ଲିମିଟ୍‌ ସହିତ ଆସିଥାଏ । ଏହି ପ୍ଲାନ୍‌ ସହିତ ଗୋଟିଏ ଦିନର ଭ୍ୟାଲିଡିଟି ମିଳିବ । ଜିଓର ୪୯ ଟଙ୍କା ପ୍ଲାନ୍‌ ଆପଣଙ୍କୁ ଏୟାରଟେଲର ୪୯ ଟଙ୍କା ପ୍ଲାନ୍‌ ତୁଳନାରେ ୫ ଜିବି ଅଧିକ ଡାଟାର ଲାଭ ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.