ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ମୁହଁରେ ଭାରତର ଜୟଗାନ, ଥରେ ଦେଖନ୍ତୁ ଏହି ଭିଡିଓ

ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ମୁହଁରେ ଭାରତର ଜୟଗାନ। ହାମିଲଟନ୍ ଟ୍ବେଣ୍ଟି-୨୦ରେ ଭାରତର ସନଦାର ପ୍ରଦର୍ଶନ ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ମନ ମୋହିନେଇଥିଲା। ଭାରତୀୟ ଖେଳାଳିଙ୍କ ଲଢ଼ୁଆ ମନୋଭାବରେ ପ୍ରଭାବିତ ହୋଇ ଜଣେ ନ୍ୟୁଜିଲାଣ୍ଡ ପ୍ରଶଂସକ ‘ଭାରତ ମାତା କି ଜୟ’ ସ୍ଲୋଗାନ୍ ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ସଂପୃକ୍ତ କିୱି ପ୍ରଶଂସକ ଜଣକ ଭାରତୀୟ ପ୍ରଶଂସକଙ୍କଠାରୁ ‘ଭାରତ ମାତା କି ଜୟ’ ଉଚ୍ଚାରଣ  ଧିରେ ଧିରେ କରି ଶିଖିଥିଲେ । ଏହାପରେ ଯୋରରେ କହିଥିଲେ ଭାରତ ମାତା କି ଜୟ । ଏହି ୧୬ ସେକେଣ୍ଡର ଭିଡିଓକୁ ଦେଖିଲେ ଗର୍ବରେ ଛାତି ଫୁଲିଉଠୁଛି ।

ଦେଖନ୍ତୁ ଭିଡିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.