ଆଖି ବୁଜିଲା ଦନ୍ତାହାତୀ, କିଛିଦିନ ହେଲା ଥିଲା ଅସୁସ୍ଥ

ବଣାଇ : ଚିକିତ୍ସା ଅବସ୍ଥାରେ ଆଖି ବୁଜିଲା ଦନ୍ତାହାତୀ । କିଛିଦିନ ହେଲା ଥିଲା ଅସୁସ୍ଥ । ସୁନ୍ଦରଗଡ ଜିଲ୍ଲା ବାଙ୍କୀ ରେଞ୍ଜର ଖେସରା ଫରେଷ୍ଟର ରଙ୍ଗେଇଗୁଡା ଗ୍ରାମ ନିକଟରେ ଦନ୍ତା ହାତୀର ମୃତ୍ୟୁ ଘଟିଛି । କିଛିଦିନ ହେଲା ଏହି ଦନ୍ତା ହାତୀଟି କୋଇଡା ରେଞ୍ଜରେ ଘୁରି ବୁଲୁଥିଲା । ପରେ ବାଙ୍କୀ…

ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

କଣ୍ଟାବାଞ୍ଝି : ମୁରିବାହାଲ ଥାନା ଗଁରେଇ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହିତା ମହିଳାଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି । ମହିଳାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିବାରୁ  ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ମୁରିବାହାଲ ପୋଲିସ । ଅଟକ ସ୍ବାମୀ ହେଲେ…

ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କୁଣ୍ଡା ଝଡା ବର୍ଷା, ଆଜି ୪୩.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର

ଭୁବନେଶ୍ବର : ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କୁଣ୍ଡା ଝଡା ବର୍ଷା ।  ଆଜି ଅପରାହ୍ ଣ ୨ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଭୁବନେଶ୍ୱର । ଭୁବନେଶ୍ୱରରେ ତାପମାତ୍ରା ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪୨.୯ ଡିଗ୍ରୀ, ଚାନ୍ଦବାଲିରେ ୪୨.୨ ଡିଗ୍ରୀ…

ଅଣାୟତ୍ତ ଜଙ୍ଗଲ ନିଆଁ, ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଜଳୁଛି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଅଣାୟତ୍ତ ଜଙ୍ଗଲ ନିଆଁ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳୁଛି ଜଙ୍ଗଲ । ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି । ତେବେ ଏହା ମନୁଷ୍ଯକୃତ ବୋଲି କହିଛନ୍ତି କେନ୍ଦୁଝର ଡିଏଫଓ ଧନରାଜ ଏଚଡି । ଚମ୍ପୁଆରେ ୮୦ ଟି , କେନ୍ଦୁଝର ସଦରର ୫୫ ଟି ଓ…

କଟକରୁ ବିପୁଳ ପରିମାଣରେ ନକଲି ଘିଅ ଜବତ, ଜଣେ ଗିରଫ

କଟକ :  ବିପୁଳ ପରିମାଣରେ ନକଲି ଘିଅ କଟକରୁ ଜବତ । ଅନ୍ୟ ଏକ କମ୍ପାନୀର ଲୋଗୋ ବ୍ୟବହାର କରି ବିକ୍ରୀ ହେଉଥିଲା ଘିଅ । ୧୬ କାର୍ଟୁନ ଘିଅ ଜବତ କଲା କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଏକ କ୍ୟୁଣ୍ଟାଲରୁ ଅଧିକ ଘିଅ ଜବତ । ପଟ୍ଟାପୋଲ ତନ୍ତି ସାହିରେ ପ୍ରସ୍ତୁତ ହେଉଥିଲା ନକଲି ଘିଅ ।…

୪୨.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ରାଜ୍ୟର ସବୁଠାରୁ ଉତ୍ତପ୍ତ, ୪୦ ଡିଗ୍ରୀ ଉପରେ ୧୮ ସହର

ଭୁବନେଶ୍ୱର : ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ । ୪୨.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି ୧୮ ସହରର ତାପମାତ୍ରା । ୪ ଦିନ ଯାଏ ତାତିରୁ ନିସ୍ତାର ନାହିଁ  । ବିଭିନ୍ନ ସ୍ଥାନରେ ୪୦ ଉପରେ ପାରଦ…

୪୦ ଜଣିଆ ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ

ଓଡ଼ିଶା ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ। ୪୦ ଜଣିଆ ପ୍ରଚାରକ ତାଲିକାରେ ଷ୍ଟାର କ୍ୟାମ୍ପେନର ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ବିତୀୟରେ ବିଜେପି ଜାତୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଥିବା ବେଳେ ତାଙ୍କ ପଛକୁ ରାଜନାଥ ସିଂ ରହିଛନ୍ତି। ୪ନଂ ସ୍ଥାନରେ ଅମିତ ଶାହା, ୫ ନଂ…

ସରିଲା କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳାଙ୍କ ଝାମୁଯାତ୍ରା

କାକଟପୁର : ସରିଲା କାକଟପୁରର ପ୍ରସିଦ୍ଧ ମା ମଙ୍ଗଳାଙ୍କ ଝାମୁଯାତ୍ରା। ଏକ ମାସ ବ୍ୟାପୀ ଚାଲିଥିବା ଯାତ୍ରାର ଶେଷ ଦିନରେ ମା ମଙ୍ଗଳା ଭକ୍ତମାନଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଇଛନ୍ତି। ମାନସିକଧାରୀ ଘଣ୍ଟ ପାଟୁଆ ସେବକ ମାନେ ଆଜି ମାଙ୍କ ମନ୍ଦିର ସିଂହଦ୍ଵାର ସାମ୍ନାରେ ଡହ ଡହ ରଡ଼ ନିଆଁରେ…

କାଲିଠୁ କମ୍ପିବ ପ୍ରଚାର ମୈଦାନ, କ୍ୟାମ୍ପେନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର : କାଲିଠୁ କମ୍ପିବ ପ୍ରଚାର ମୈଦାନ । କ୍ୟାମ୍ପେନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୨୪ ସାଧାରଣ ନିର୍ବାଚନରେ ପ୍ରଥମ ଥର ଗ୍ରାଉଣ୍ଡ ଜିରୋରେ ପ୍ରଚାର ଆରମ୍ଭ କରିବେ ନବୀନ ।  ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ କରିବେ କ୍ୟାମ୍ପେନ । ହିଞ୍ଜିଳି ଆସନରୁ ନବୀନ…

ଏସସିବି ରୁ ଧରା ହେଲେ ରକ୍ତ ଦଲାଲ, ଚାରି ଗିରଫ

କଟକ :  ରକ୍ତ ସଙ୍କଟ ବେଳେ ମାତିଛନ୍ତି ରକ୍ତ ଦଲାଲ । ଧରା ହେଲେ ରକ୍ତ ଦଲାଲ । ଏସ ସି ବି ମେଡିକାଲ କଲେଜରୁ ଚାରି ଜଣ ଦଲାଲଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । କେନ୍ଦ୍ରୀୟ ରକ୍ତ ଭଣ୍ଡାରରୁ ରକ୍ତ ଆଣି ଅଧିକ ଟଙ୍କାରେ ବିକ୍ରି କରୁଥିଲେ ଅଭିଯୁକ୍ତ । ଏକ ୟୁନିଟ ରକ୍ତ ପିଛା ୧୫୦୦ ରୁ…

ଗରମ ଡାଲିରେ ଶିଶୁ କନ୍ୟା ପଡିବା ଅଘଟଣ, କଟକ ମେଡିକାଲରେ ମୃତ

ମୋହନା : ଗରମ ଡାଲିରେ ପଡି ଶିଶୁ କନ୍ୟା ମୃତ  l ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଦମାଦୁଆ ଅଞ୍ଚଳରେ ଏହି ଅଘଟଣ ୧୬ତାରିଖରେ ଘଟିଥିଲା । ଗୁରୁତର ଶିଶୁକନ୍ୟାକୁ ପ୍ରଥମେ ମୋହନା ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଶରୀରର ୭୦ଭାଗରୁ ଉର୍ଦ୍ଧ ଅଂଶ…

୨ଟା ୩୦ ସୁଦ୍ଧା ୪୧.୮ ଡିଗ୍ରୀରେ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର :  ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ । ଆଜି ୨ଟା ୩୦ସୁଦ୍ଧା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ବରରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୪୦.୪ ଡିଗ୍ରୀ ତାପମାତ୍ରା ଥିବା ବେଳେ ବାଲେଶ୍ୱରରେ ୪୦.୩ ଡିଗ୍ରୀ ପାରଦ ରହିଛି ।…