Below header

ବାହାରିଲା ଟିକ୍‌ଟକ୍‌ର ବିକଳ୍ପ, କୋଟିଏରୁ ଊର୍ଦ୍ଧ୍ୱ ଲୋକ ଲୋଡ୍‌ କରିସାରିଲେଣି ଏହି ଦେଶୀ ଆପ୍‌

ଚୀନ୍‌ର ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ମାତ୍‌ ଦେବା ପାଇଁ ନିର୍ମିତ ହୋଇଥିବା ଆପ୍‌ ମିତ୍ରୋ ଲଞ୍ଚ୍‌ ହେବାର ଦୁଇ ମାସ ଭିତରେ ହିଁ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଏହା ବ୍ୟତୀତ ଚିଙ୍ଗାରୀ ଆପ୍‌ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ମିତ୍ରୋ ଆପ୍‌କୁ ଏବେ ପ୍ରାୟତଃ…

ମହଙ୍ଗା ପଡ଼ିଲା ବାରମ୍ବାର କନ୍‌ଫର୍ମ ବଟନ୍‌ କ୍ଲିକ୍‌ କରିବା, ଗୋଟିଏ ଜାଗାରେ ବୁକ୍‌ ହୋଇଗଲା ୨୮ଟି କାର

ଟେସ୍‌ଲା କାରକୁ ସମସ୍ତେ ପସନ୍ଦ କରିଥାନ୍ତି। ଏଣୁ କାର କିଣିବାକୁ ଯେତେ ଅପେକ୍ଷା କରିବାକୁ ପଡ଼ିଲେ ବି କରିଥାନ୍ତି। ତେବେ ମେ ୨୮ରେ ଜର୍ମାନୀର ଜଣେ ବ୍ୟକ୍ତି ଅନ୍‌ଲାଇନ୍‌ରେ ଟେସ୍‌ଲା କାର ଅର୍ଡର କରି ହଟହଟା ହୋଇଛନ୍ତି। ରିପୋର୍ଟ ମୁତାବକ ଜର୍ମାନୀର ଜଣେ ବ୍ୟକ୍ତି ଅନ୍‌ଲାଇନ୍‌ରେ ଟେସ୍‌ଲା…

କେବଳ ଟିକ୍‌ଟକ୍‌ ବନ୍ଦ ହେଲେ ଚୀନ୍‌ର ହେବ ୧୦୦ କୋଟିର ଘାଟା, ଚିନ୍ତା କରନ୍ତୁ ୫୯ ଆପ୍‌ ବ୍ୟାନ୍‌ ହେଲେ କେତେକ କ୍ଷତି…

କେନ୍ଦ୍ର ସରକାର ସୋମବାର ଦିନ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି ୫୯ ଜଣ ଚୀନୀ ଆପ୍‌କୁ ବ୍ୟାନ୍‌ କରି ଦେଇଛନ୍ତି। ଏହା ଦ୍ୱାରା ସମ୍ପୃକ୍ତ ଆପ୍‌ କମ୍ପାନୀ ସମେତ ଚୀନ୍‌କୁ ମଧ୍ୟ ବଡ଼ ଆର୍ଥିକ କ୍ଷତି ହେବ। କେବଳ ଟିକ୍‌ଟକ୍‌ ବ୍ୟାନ୍‌ ହେବା ଦ୍ୱାରା କମ୍ପାନୀକୁ ୧୦୦ କୋଟି ଟଙ୍କାର କ୍ଷତି ହେବ।…

ରାମାୟଣରେ ହଜାରେ ଥର ଦେଖିଥିବେ ଏହି ଚେହେରା, କିନ୍ତୁ ଏବେ ଚିହ୍ନିପାରିବେନି

ଦୂରଦର୍ଶନରେ ରାମାୟଣର ପୁନଃପ୍ରସାରଣ ଆରମ୍ଭ ହେବା ପରଠାରୁ ସିରିୟଲର ଷ୍ଟାରମାନେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ହୋଇଯାଇଛନ୍ତି। ଖାସ୍‌ କରି ରାମାୟଣର ସୀତା ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ଓ ସୁନୀଲ ଲହରୀ ଏବେ ଚର୍ଚ୍ଚାରେ ରହିଛନ୍ତି। ରାମାୟଣର ଲକ୍ଷ୍ମଣ ବା…

ଟିଭିର ଛତାରେ ଚେୟାର ଭଳି ବସିଗଲା ମାଙ୍କଡ଼, ଦେଖିଲେ ହସି ହସି ହେବେ ବେଦମ୍‌

ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବା ଏକ ସାଧାରଣ କଥା। ପ୍ରତିଦିନ ଜୀବଜନ୍ତୁଙ୍କର କିଛି ନା କିଛି ମଜାଳିଆ ଭିଡିଓ ଫେସ୍‌ବୁକ୍‌ ଓ ଟ୍ଵିଟରରେ ଭାଇରାଲ ହୋଇଥାଏ, ଯାହାକୁ ଦର୍ଶକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥାନ୍ତି। ଏବେ ସେହିଭଳି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ…

ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ଆପଣାନ୍ତୁ ଏସବୁ ଉପାୟ, ନିବିଡ଼ ହେବ ସମ୍ପର୍କ

ବିବାହକୁ ନେଇ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। ସମସ୍ତେ ଜଣେ ଏମିତି ବ୍ୟକ୍ତିକୁ ଜୀବନସାଥୀ ରୂପେ ଚୟନ କରିବାକୁ ଚାହାଁନ୍ତି ଯିଏ ତାଙ୍କର ସବୁ ସୁଖ ଦୁଃଖରେ ସାଥ୍‌ ଦେବ, ସବୁବେଳେ ସାଙ୍ଗରେ ରହିବ। ପତିପତ୍ନୀଙ୍କ ମଧ୍ୟରେ ଯଦି ଚିନ୍ତାଧାରା ସମାନ ରହିଲା ତେବେ କୌଣସି ସମସ୍ୟା ଦେଖାଦିଏ ନାହିଁ।…

୧୭ ଫୁଟ୍‌ ଲମ୍ବା ଆନାକୋଣ୍ଡାକୁ ପାଣିରୁ ଘୋଷାଡ଼ୁଥିଲେ ବ୍ୟକ୍ତି, ଆଉ ତା’ପରେ ଦେଖନ୍ତୁ କ’ଣ କଲା ସାପ

ଏବେ ସୋସିଆଲ ମିଡିଆରେ ଏକ ବିଶାଳକାୟ ଆନାକୋଣ୍ଡାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ କିଛି ଲୋକ ଏକ ବଡ଼ ଆନାକୋଣ୍ଡାକୁ ଘୋଷାଡ଼ିବାକୁ ଚେଷ୍ଟା କରୁଛନ୍ତି। ଭିଡିଓଟି ପ୍ରକୃତରେ ୨୦୧୪ର ମାତ୍ର ଏବେ ଏହା ପୁଣିଥରେ ଟ୍ଵିଟରରେ ସେୟାର କରାଯାଇଛି। ଲୋକମାନେ ମଧ୍ୟ ଏହାକୁ ଖୁବ୍‌ ପସନ୍ଦ କରୁଥିବା…

ଲକ୍‌ଡାଉନ୍‌ରେ ସାମ୍ନାକୁ ଆସିଲା କଳାକାରଙ୍କ ପ୍ରକୃତ ରୂପ, ପାଚିଲା ଚୁଟି ସହ ବିନ୍ଦାସ ଅନ୍ଦାଜରେ ଆସିଲେ ନଜର

ବଲିଉଡ୍‌ କଳାକାର ନିଜ ଲୁକ୍‌ ଉପରେ ସବୁଠୁ ଅଧିକ ଧ୍ୟାନ ଦେଇଥାନ୍ତି। ନିଜକୁ କମ୍‌ ବୟସର ଦେଖାଇବା ପାଇଁ ସେମାନେ ବିଭିନ୍ନ ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ମାତ୍ର ଲକ୍‌ଡାଉନ୍‌ ଯୋଗୁ ଏବେ କଳାକାରଙ୍କ ପ୍ରକୃତ ରୂପ ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ ଯୋଗୁ ଘରେ ଥିବା କଳାକାର ଏବେ ନିଜ…

ରୋଜଗାର ଛଡ଼ାଇନେଲା କରୋନା, ବାଧ୍ୟ ହୋଇ ପରିବା ବିକୁଛନ୍ତି ଏହି ବଲିଉଡ୍‌ କଳାକାର

୮୦ ଓ ୯୦ ଦଶକ ଫିଲ୍ମରେ ଶିଶୁ କଳାକାର ଭାବେ କାମ କରିଥିବା ଅଭିନେତା ଜାଭେଦ ହେଦରଙ୍କୁ କିଏ ବା ନ ଜାଣେ। ଅନେକ ଫିଲ୍ମରେ ସେ ବଡ଼ ବଡ଼ ଅଭିନେତାଙ୍କ ପିଲାବେଳର ରୋଲ୍‌ କରିଥିଲେ। ଏବେ କରୋନା ଯୋଗୁ ସମସ୍ତଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଥିବା ବେଳେ ଏଥିରୁ ବର୍ତ୍ତିନାହାନ୍ତି ଏହି କଳାକାର।…

ଭାରତରେ ୨୦ ହଜାର ଲୋକଙ୍କୁ ନିଯୁକ୍ତି ଦେବ ଆମାଜନ୍‌, ମିଳିବ ଓ୍ଵାର୍କ ଫ୍ରମ୍‌ ହୋମ୍‌ର ସୁବିଧା

ଇ-କମର୍ସ କମ୍ପାନୀ ଆମାଜନ୍‌ ଇଣ୍ଡିଆ ଭାରତରେ ୨୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି। ଏନେଇ କମ୍ପାନୀ ତରଫରୁ ରବିବାର ଘୋଷଣା କରାଯାଇଛି। ଏହି ନିଯୁକ୍ତି କମ୍ପାନୀର କଷ୍ଟମର ସର୍ଭିସ (ସିଏମ୍‌)ରେ କରାଯିବ। ନବନିଯୁକ୍ତ ଲୋକମାନେ ଗ୍ରାହକଙ୍କୁ ସପିଂ କରାଇବାରେ ସାହାଯ୍ୟ କରିବେ…

କରାଚୀର ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ ଉପରେ ଆତଙ୍କବାଦୀ ଆକ୍ରମଣ, ଆତଙ୍କୀଙ୍କ ସମେତ ୧୦ ମୃତ

ପାକିସ୍ତାନର କରାଚୀ ସହରସ୍ଥିତ ‘ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ’ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ମୋଟ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ସାମିଲ ଥିବା ୪ ଜଣ ଆତଙ୍କବାଦୀଙ୍କୁ ସ୍ଥାନୀୟ ପୋଲିସ ମାରି ଦେଇଛନ୍ତି। ଏଥିସହ ୪ ଜଣ ସିକ୍ୟୁରିଟି ଗାର୍ଡ, ଜଣେ ସାଧାରଣ…

ଆଜି ଅପରାହ୍ନ ୪.୩୦ରେ ଲାଇଭ୍‌ରେ ଆସିବେ ବଲିଉଡ୍‌ର ବଡ଼ ବଡ଼ କଳାକାର, କରିବେ ବଡ଼ ଘୋଷଣା

କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ ଗତ ଏକ ମାସ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଯାଇଛି। ଫଳରେ ସରକାରଙ୍କ ଚିନ୍ତା ବଢ଼ିଛି। ଲକ୍‌ଡାଉନ୍‌ ପରେ ଅନ୍‌ଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ତଥାପି ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସିନେମା ହଲ ଓ ମଲଗୁଡ଼ିକୁ…